ସଫା ରହିବ ଫ୍ରିଜ୍‌

ଫ୍ରିଜ୍‌କୁ ସଫା କରିବା ପୂର୍ବରୁ ପ୍ରଥମେ ଡିଫ୍ରଷ୍ଟ କରି ଦିଅନ୍ତୁ। ଏହାପରେ ସୁଇଚ୍‌ ବନ୍ଦ କରି ପ୍ଲଗ୍‌ ବାହାର କରିଦିଅନ୍ତୁ…

ଫ୍ରିଜ୍‌ରେ ରହିଥିବା ସମସ୍ତ ସାମଗ୍ରୀକୁ ପ୍ରଥମେ ବାହାର କରି ଦିଅନ୍ତୁ। ତା’ ପରେ ଉଷୁମ ପାଣିରେ ଡିଟରଜେଣ୍ଟ ମିଶାଇ ସେଥିରେ କପଡ଼ା ବୁଡ଼ାଇ ଫ୍ରିଜ୍‌ ସଫା କରନ୍ତୁ।
ଅଧାକପ୍‌ ଭିନେଗାରରେ ଅଳ୍ପ ବେକିଂ ସୋଡ଼ା ମିଶାଇ ସଫା କରିବା ନିମନ୍ତେ ଘରୋଇ କ୍ଲିନର ତିଆରି କରିପାରିବେ।
ଫ୍ରିଜ୍‌ରେ କୌଣସି ଦାଗ ଯଦି ଛାଡୁ ନ ଥାଏ ତେବେ ଏସିଡ୍‌ ଲଗାଇ ସଫା କରିପାରିବେ। ଏସିଡ୍‌ ବୋତଲରେ ଟୁଥ୍‌ବ୍ରଶ୍‌ ବୁଡ଼ାଇ ସେଥିରେ ଫ୍ରିଜ୍‌ ସଫା କରନ୍ତୁ। ହାତରେ ସଫାକଲେ ଏସିଡ୍‌ ପ୍ରଭାବରେ ତ୍ୱଚା ଖରାପ ହୋଇପାରେ।
ଫ୍ରିଜ୍‌ ପୋଛି ସାରିବା ପରେ ଏକ ଶୁଖିଲା କପଡ଼ାରେ ଭଲଭାବେ ପୋଛି ଆଣନ୍ତୁ। ଆଉ ମଏଶ୍ଚର ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦାଗ ଦୂରକରିବ ପୁଦିନା

ପୁଦିନାରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିବା ସହ ଏହା ମଧ୍ୟ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ହୋଇଥାଏ। ତ୍ୱଚାରେ ଥିବା ଦାଗ ଦୂର କରିବାକୁ ଏହା...

ପାଚିଲା କଦଳୀ ଖାଇଲେ ଦୂର ହେବ ଏସବୁ ସମସ୍ୟା

କଦଳୀ କଞ୍ଚା ହେଉ କି ପାଚିଲା, ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ପାଚିଲା କଦଳୀ ଖାଇଲେ ତାହା ପାଚନ କ୍ରିୟାକୁ ଆହୁରି ସକ୍ରିୟ...

ଇନ୍‌ଫେକଶନ କମାଏ ଲେମ୍ବୁପାଣି

ଲେମ୍ବୁପାଣିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ପାଣିରେ ଏଭଳି ତତ୍ତ୍ୱ ରହିଛି, ଯାହା ଇନ୍‌ଫେକଶନ ବା ସଂକ୍ରମଣ କମାଇବାରେ ଅନେକାଂଶରେ ସାହାଯ୍ୟ...

ମେନ୍ସ ଓ୍ବିଣ୍ଟର ଜ୍ୟାକେଟ୍‌

ଋତୁ ଯାହା ବି ହେଉ ସମସ୍ତେ ଷ୍ଟାଇଲିସ୍‌ ଲାଗିବାକୁ ଚାହାନ୍ତି। ହେଲେ ଶୀତଋତୁରେ ସ୍ମାର୍ଟ ଲୁକ୍‌ ମିଳିବା ମୁସ୍କିଲ ବୋଲି ଅନେକେ ଭାବନ୍ତି। କିନ୍ତୁ ଏହି...

କେବଳ ନିଜ ହାତରେ କରନ୍ତୁ ଏହି ୩ କାମ: ହୋଇ ଯିବେ ଧନୀ

ଟଙ୍କା ଅର୍ଜନ କରି ଧନୀ ହେବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା। ଗରିବ କିମ୍ବା ଧନୀ, ଉଭୟଙ୍କ ପାଇଁ ଟଙ୍କା ମୂଲ୍ୟବାନ୍‌। ମାତ୍ର ତାଙ୍କୁ ନେଇ...

ଦୂର ସ୍ଥାନକୁ ଯାତ୍ରା କରିବାବେଳେ ପାଖରେ ରଖନ୍ତୁ ଏ ସବୁ ଜିନିଷ

ଯାତ୍ରା ସର୍ବଦା ଆନନ୍ଦଦାୟକ ଓ ରୋମାଞ୍ଚକର ହୋଇଥାଏ। ମାତ୍ର ଏକୁଟିଆ ଯାତ୍ରା କଷ୍ଟଦାୟକ। ଆଉ ଏହି ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ...

ଆପଣଙ୍କର ଅଛି କି ଉଚ୍ଚ ରକ୍ତଚାପ ସମସ୍ୟା

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଭେଣ୍ଡି: ଜାଣନ୍ତୁ କିପରି କରିବେ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ...

Advertisement


Archives

Model This Week