ସଫା ରହିବ ଫ୍ରିଜ୍‌

ଫ୍ରିଜ୍‌କୁ ସଫା କରିବା ପୂର୍ବରୁ ପ୍ରଥମେ ଡିଫ୍ରଷ୍ଟ କରି ଦିଅନ୍ତୁ। ଏହାପରେ ସୁଇଚ୍‌ ବନ୍ଦ କରି ପ୍ଲଗ୍‌ ବାହାର କରିଦିଅନ୍ତୁ…

ଫ୍ରିଜ୍‌ରେ ରହିଥିବା ସମସ୍ତ ସାମଗ୍ରୀକୁ ପ୍ରଥମେ ବାହାର କରି ଦିଅନ୍ତୁ। ତା’ ପରେ ଉଷୁମ ପାଣିରେ ଡିଟରଜେଣ୍ଟ ମିଶାଇ ସେଥିରେ କପଡ଼ା ବୁଡ଼ାଇ ଫ୍ରିଜ୍‌ ସଫା କରନ୍ତୁ।
ଅଧାକପ୍‌ ଭିନେଗାରରେ ଅଳ୍ପ ବେକିଂ ସୋଡ଼ା ମିଶାଇ ସଫା କରିବା ନିମନ୍ତେ ଘରୋଇ କ୍ଲିନର ତିଆରି କରିପାରିବେ।
ଫ୍ରିଜ୍‌ରେ କୌଣସି ଦାଗ ଯଦି ଛାଡୁ ନ ଥାଏ ତେବେ ଏସିଡ୍‌ ଲଗାଇ ସଫା କରିପାରିବେ। ଏସିଡ୍‌ ବୋତଲରେ ଟୁଥ୍‌ବ୍ରଶ୍‌ ବୁଡ଼ାଇ ସେଥିରେ ଫ୍ରିଜ୍‌ ସଫା କରନ୍ତୁ। ହାତରେ ସଫାକଲେ ଏସିଡ୍‌ ପ୍ରଭାବରେ ତ୍ୱଚା ଖରାପ ହୋଇପାରେ।
ଫ୍ରିଜ୍‌ ପୋଛି ସାରିବା ପରେ ଏକ ଶୁଖିଲା କପଡ଼ାରେ ଭଲଭାବେ ପୋଛି ଆଣନ୍ତୁ। ଆଉ ମଏଶ୍ଚର ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଶୁଭ କଳାଜାଇ…

କଳାଜାଇକୁ ଅନେକେ ବ୍ୟୁଟି ସ୍ପଟ୍‌ ବୋଲି କହିଥାନ୍ତି। କିନ୍ତୁ ବିଶ୍ୱାସ ରହିଛି, ଏହା ବି ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ଯେମିତିକି ନାକରେ ଥିବା...

ନୂଆ ଅଫିସ୍‌କୁ ଯାଉଥିଲେ…

ନୂଆ ଅଫିସ୍‌ରେ ଯୋଗ ଦେଉଥିଲେ ସେଠାକାର ମାହୋଲ୍‌ରେ ଆଡ୍‌ଜଷ୍ଟ୍‌ କରିବାକୁ ପଡିଥାଏ। ଯଦି ଆପଣ କୌଣସି ଅଫିସ୍‌ରେ ଯୋଗ ଦେଉଛନ୍ତି, ତେବେ ଜାଣି ରଖନ୍ତୁ କିଛି...

ସକାଳୁ ଉଠିବା ପରେ ନିଶ୍ଚୟ କରନ୍ତୁ ଏହି କାମ: ଘରେ ରହିବ ନାହିଁ ଧନର ଅଭାବ

କୋଟିପତି ହେବାକୁ କିଏ ବା ନ ଚାହେଁ। ଏହି ଆଧୁନିକ ଯୁଗରେ ଟଙ୍କାଥିଲେ ସବୁକିଛି ଅଛି। ଯଦି ପାଖରେ ଟଙ୍କା ନାହିଁ, ତେବେ କେହି ହେଲେ...

ଘରୋଇ ସ୍କ୍ରବ୍‌

ତ୍ୱଚାକୁ ବ୍ରଣ କିମ୍ବା ଅନ୍ୟାନ୍ୟ ସମସ୍ୟାଠୁ ଦୂରେଇ ରଖିବା ଲାଗି ମଝିରେ ମଝିରେ ଏକ୍ସଫୋଲିଏଟ୍‌ କରିବା ଦରକାର; ଯାହା କି ତ୍ୱଚାକୁ ଧୂଳି, ପ୍ରଦୂଷଣରୁ ରକ୍ଷା...

ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି...

ଭୁଲାପଣ ସମସ୍ୟାରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ…

ସାନ୍‌ ଫ୍ରାନ୍ସିସ୍‌କୋ, ୨୬।୭: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ଭୁଲାପଣ ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି କଥା ମନେ ରଖିପାରନ୍ତି ନାହିଁ।...

ଫ୍ଲୋରାଲ୍‌ ଫ୍ୟାଶନ

ଖରାଦିନେ ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ସବୁଠାରୁ ଷ୍ଟାଇଲିଶ୍‌ ପ୍ରିଣ୍ଟ ହେଉଛି ଫ୍ଲୋରାଲ୍‌। ତା’ଛଡ଼ା ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେବା ସହ ସବୁ ପ୍ରକାରର...

ଡାଇବେଟିସ ଓ କିଡ୍‌ନୀ ସମସ୍ୟା ଦୂର କରେ ରୁଇବୋସ ଚା

ଭାରତରେ ଏବେ ରୁଇବୋସ ଚା’ର ଆଦର ବୃଦ୍ଧି ପାଇଛି। ଏହା ଏକ ପ୍ରକାର ରେଡ୍‌ ଟି। ଦକ୍ଷିଣ ଅଫ୍ରିକାର ଓ୍ବେଷ୍ଟନର୍ର୍ କେପ୍‌ ପ୍ରୋଭିନ୍ସରେ ମିଳୁଥିବା ଏକ...

Advertisement
Archives

Model This Week