ସନ୍ନିଙ୍କ କୋଳରେ ତୈମୁର: ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ମୁମ୍ବାଇ: କରିନା କପୁର ଖାଁ ଓ ଶୈଫ ଅଲି ଖାଁଙ୍କ ପୁଅ ତୈମୁର ଚର୍ଚ୍ଚିତ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ଜଣେ। ଅନେକ ସମୟରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କେବେକେବେ ସେ ତାଙ୍କ ମାତାପିତାଙ୍କ ସହ ମଧ୍ୟ ସ୍ପଟ ହୋଇଥାଆନ୍ତି। ଏବେ କିନ୍ତୁ ଏହି ଷ୍ଟାରକିଡ୍‌ଙ୍କୁ ପଛରେ ପକାଇବାକୁ ଉଭା ହେଲେଣି ଆଉ ଜଣେ ଷ୍ଟାର କିଡ୍‌। ପର୍ନ ଷ୍ଟାରରୁ ବଲିଉଡ୍‌ ନାୟିକା ପାଲଟିଥିବା ସନ୍ନି ଲିଓନଙ୍କ କୋଳରେ ଏବେ ଏକ ଶିଶୁକୁ ଦେଖି ସମସ୍ତେ ଦ୍ୱନ୍ଦରେ ପଡି ଯାଇଥିଲେ। ସନ୍ନିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଦେଖେଣାହାରୀଙ୍କ ମନରେ ପ୍ରଶ୍ନ ଉଠିଥିଲା ତୈମୁର ସନ୍ନିଙ୍କ କୋଳରେ କେମିତି ଆସିଲେ। କାରଣ ଶିଶୁଟି ତୈମୁରଙ୍କ ଭ୍ରମ ସୃଷ୍ଟି କରୁଥିଲା। ଅସଲ କଥା ହେଲା ସନ୍ନିଙ୍କ ସହ ଫଟୋରେ ତୈମୁର ନ ଥିଲେ ସେହି ଷ୍ଟାରକିଡ୍‌ ଥିଲେ ସନ୍ନିଙ୍କ ପୁଅ। ତେବେ ସନ୍ନିଙ୍କର ଦୁଇଟି ଯାଆଁଳା ପୁଅ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସନ୍ନିଙ୍କ କୋଳରେ। ସେ ଅବିକଳ ତୈମୁର ଭଳି ଦେଖା ଯାଉଥିବାରୁ ଏବେ ଆଲୋଚନା ହେଉଛି କି ହୁଏତ ସନ୍ନିଙ୍କର ଏହି ସନ୍ତାନ ତୈମୁରଙ୍କୁ ପଛରେ ପକାଇ ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ଅନ୍ତରାଳେ

କରୀନା ଏବେ ଆମୀରଙ୍କ ପ୍ରଶଂସାରେ ଶତମୁଖ। କଥା କ’ଣ କି ଦୁହେଁ ଏବେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଲାଲ୍‌ ସିଂ ଚଢ଼ା’ରେ ଅଭିନୟ କରୁଛନ୍ତି। ତେବେ...

ଏକୁଟିଆ ଅନୁଭବ କରୁଛନ୍ତି କରନ!

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ଏବେ ଏକୁଟିଆ ଅନୁଭବ କରୁଛନ୍ତି । ଏକଥା ଆମେ କହୁନୁ ଏକଥା କହୁଛି ତାଙ୍କ ଚାଟ ଶୋ’...

ଅର୍ଚ୍ଚିତାଙ୍କ ଘରେ ରଙ୍ଗ ସାଙ୍ଗକୁ ପଖାଳର ମଜାନେଲେ ସବ୍ୟସାଚୀ

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଲିଉଡ୍‌ର ସୁପରହିଟ୍‌ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବ୍‌ ଧୁମ୍‌ଧାମ୍‌ର ସହ ହୋଲି ପାଳନ କରିଛନ୍ତି। ବିବାହ ପରେ...

ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ...

ପୁଣି ପରଦାରେ ଏକାଠି ନଜର ଆସିବେ ଶାହରୁଖ-କାଜୋଲ

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ କାଜୋଲ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍‌ ଯୋଡି ଭାବେ ପରିଚିତ। ଆଜି ବି ୯୦ ଦଶକର ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆଁ...

ବଡ଼ ପରଦାରୁ ଟିଭି ସିରିଏଲ୍‌…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶୋମା ଆନନ୍ଦଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ...

ବିରାଟ-ଅନୁଷ୍କାଙ୍କ ହେବ ଝିଅ!

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍‌ଶୀଘ୍ର ଉଭୟ...

ଦିଲ୍ଲୀରେ ହେବନାହିଁ ମୁନାୱର ଫାରୁକିଙ୍କ ଶୋ’, ପୋଲିସ ଦେଲାନାହିଁ ଅନୁମତି

ନୂଆଦିଲ୍ଲୀ,୨୭ ।୮: ମୁନାୱର ଫାରୁକି ହେଉଛନ୍ତି ଜଣେ ଫେମଶ ଷ୍ଟାଣ୍ଡ ଅପ କମେଡିଆନ, ଯାହାଙ୍କ ଶୋ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ଥାଏ ।...

Advertisement
Archives

Model This Week