ସତରେ କ’ଣ ଶ୍ରୁତି ହାସନଙ୍କର ହୋଇଗଲା ବ୍ରେକ୍‌ଅପ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ହାସନ ଓ ତାଙ୍କର ଇଟାଲିୟନ୍‌ ପୁରୁଷ ବନ୍ଧୁ ମାଇକେଲ କୋରସେଲଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିବା ଖବର ଶୁଣିବାକୁ ମିଳୁଛି। ଅବଶ୍ୟ ଶ୍ରୁତିଙ୍କ ତରଫରୁ ସେମିତି କିଛି ଖବର ମିଳିନାହିଁ। କିନ୍ତୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଇକେଲଙ୍କ ସହ ତାଙ୍କର ଥିବା କିଛି ପୋଷ୍ଟ ଡିଲିଟ୍‌ ହୋଇଥିବା ଜଣାପଡିଛି। ଏଥିରୁ ଅନୁମାନ କରାଯାଉଛି କି ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଛି। ପ୍ରଥମ ଦେଖାରେ ଶ୍ରୁତିଙ୍କ ପ୍ରେମରେ ପଡିଥିବା ମାଇକେଲ କ’ଣ ପାଇଁ ଏମିତି କଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଶ୍ରୁତିଙ୍କ ପ୍ରେମରେ ପଡିବା ପରେ ମାଇକେଲ ତାଙ୍କ ପିତା କମଲ ହାସନଙ୍କୁ ଦେଖିବାକୁ ଭାରତ ଆସିବା ଏମିତିକି କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ୍‌ ୨’ରେ ମାଇକେଲ କାମ କରିବା ଏବେ ଅତିତ ହୋଇ ଯାଇଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମଲ୍ୟାଣ୍ଡ କିଣିଲେ ସୁହାନା

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ଇଣ୍ଟିରିୟର ଡିଜାଇନର ଗୌରି ଖାଁଙ୍କ ଝିଅ ସୁହାନା ଖାଁ ଏବେ ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଷ୍ଟାର କିଡ ଭାବେ...

କ୍ରିକେଟ୍‌ ଖେଳିବେ ଅନୁଷ୍କା…

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀଙ୍କ ଭଳି କ୍ରିକେଟ୍‌ ଖେଳିବେ। ମହିଳା କ୍ରିକେଟର ଝୁଲନ...

ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମହାମାରୀ କରୋନା ସମୟରେ ଅନେକ କଳାକାର ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଆହୁରି ଅନେକ କଳାକାର ମା’ବାପା ହେବା ଅପେକ୍ଷାରେ ରହିଛନ୍ତି। ଏବେ...

ପ୍ରଶଂସକଙ୍କୁ ଘାଇଲା କରୁଛି ଲକ୍ଷ୍ମଣଙ୍କ ନିଶ

ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପୁନଃ ପ୍ରସାରଣ ପରଠାରୁ ଏହି ସିରିଏଲର କଳାକାରଙ୍କ ମଧ୍ୟ ଲୋକପ୍ରିୟତା ବଢ଼ିଛି। ଧାରାବାହିକରେ ଅଭିନୟ କରିଥିବା ଅରୁଣ ଗୋବିଲ, ଦୀପିକା...

ସଲମାନଙ୍କୁ ବଡ଼ ପୁରସ୍କାର

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଗତ ୩୪ ବର୍ଷ ହେବ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ‘ବିବି ହୋ ତୋ ୟୈସି’ ୧୯୮୮ରେ...

ଭଉଣୀଙ୍କ ହାତ ଛାଡିଲେ ସୋନୁ!

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।...

ପ୍ରଥମରୁ ଫିକା ପଡ଼ିଲା ‘ବଚ୍ଚନ ପାଣ୍ଡେ’

ବମ୍ବେ: ହୋଲି ଅବସରରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ ହୋଇଥିଲା। ଦୀର୍ଘଦିନରୁ ଅଭିନେତାଙ୍କ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଥିଲେ। ଏଣୁ...

ଏଯାଏ ପିନ୍ଧିନି ମୋଦିଙ୍କ ମୁଦି

ମୁମ୍ବାଇ: ବଲିଉଡ୍‌ର ଓ୍ବାଣ୍ଡର ଓମ୍ୟାନ୍‌ ସୁସ୍ମିତା ସେନ୍‌ ଓ ୫୬ ବର୍ଷୀୟ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଇଣ୍ଡିଆନ୍‌ ପ୍ରିମିୟର...

Advertisement
Archives

Model This Week