Posted inଫୁରସତ

ଶ୍ରାବଣରେ ମହାଦେବଙ୍କ କୃପା ପାଇବାଲାଗି ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ

ମାସ ମଧ୍ୟରେ ଶ୍ରାବଣ ଅଧିକ ମହତ୍ତ୍ୱପୂର୍ଣ୍ଣ । ହିନ୍ଦୁଧର୍ମ ଅନୁସାରେ ଏହି ମାସ ମହାଦେବଙ୍କର ପ୍ରିୟ ହୋଇଥାଏ। ଏହି ମାସରେ ଭୋଳାବାବାଙ୍କୁ ପୂଜାର୍ଚ୍ଚନା କରିବା ସହ, ମନସ୍କାମନା ପୂର୍ଣ୍ଣ ପାଇଁ କାଉଡ଼ିଆ ପାଣିଭାର ନେଇ ଯାଇଥାନ୍ତି । ତେବେ ଏହି ମାସରେ କିଛି ଖାଦ୍ୟ ଖାଇବାରେ ବାରଣ କରାଯାଉଥିବା ବେଳେ ପୋଷାକ ରଙ୍ଗରେ ମଧ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ। ହିନ୍ଦୁଧର୍ମ ଅନୁଯାୟୀ, ପୂଜାରେ ଅନେକ ନିୟମ ରହିଛି। ଏହି ଅନୁସାରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏ ପରି ନ କଲେ ଅନେକ ସମୟରେ କୁପରିଣାମ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ।

ଆପଣ ଦେଖିଥିବେ, ବିବାହିତା ମହିଳା ପୂଜାରେ ବସିଲା ବେଳେ ନାଲି ଶାଢ଼ି ପିନ୍ଧିଥାନ୍ତି। କାରଣ ଲାଲ ରଙ୍ଗ ସୌଭାଗ୍ୟ ଓ ଖୁସିର ପ୍ରତୀକ।
ଲାଲରଙ୍ଗ ସହ ସବୁଜ ରଙ୍ଗର ମଧ୍ୟ ମହତ୍ତ୍ୱ ରହିଛି। ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିଥାନ୍ତି। ଏହାକୁ ପିନ୍ଧିବା ଫଳରେ ମହାଦେବଙ୍କ ଆଶୀର୍ବାଦ ମିଳିବା ସହିତ ସ୍ବାମୀଙ୍କ ଆୟୁଷ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।
ତେବେ ମହାଦେବଙ୍କ ପୂଜାରେ ଯେ କୌଣସି ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ସୁଦ୍ଧା କଳା ରଙ୍ଗ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। କାରଣ ଏଥିରେ ଭୋଳାବାବା ଅସନ୍ତୁଷ୍ଟ ହେବା ସହ କୃପା କରି ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେଡ୍‌କ୍ରସ୍‌ ଓ ରେଡ୍‌ କ୍ରିସେଣ୍ଟ ଦିବସ: ସେବା ଓ ଶାନ୍ତିର ପ୍ରତୀକ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଓ ରେଡ୍‌ କ୍ରିସେଣ୍ଟ ଦିବସ ଇଣ୍ଟର୍‌ନ୍ୟାଶନାଲ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ମୁଭ୍‌ମେଣ୍ଟର ସିଦ୍ଧାନ୍ତ ମୁତାବକ ପାଳନ କରାଯାଉଛି।...

ଗଜରଙ୍ଗବାଲିଙ୍କୁ ନିଗମ ପ୍ରଶାସନ ପକ୍ଷରୁ ଜଳକର ନୋଟିସ ଜାରି, ପୈଠ ପାଇଁ ୧୫ ଦିନ ସମୟ…

ରାୟପୁର,୨୨।୧୦ : ଛତିଶଗଡକୁ ମାତା କୌଶଲ୍ୟାଙ୍କ ସହର କୁହାଯାଏ। ଏହା ମଧ୍ୟ ଭଗବାନ ଶ୍ରୀ ରାମଙ୍କ ଆଈଙ୍କ ଘର। ଶ୍ରୀ ରାମଙ୍କ ଆଈଙ୍କ ଘରେ ରାମଙ୍କ...

ଅନ୍‌ଲାଇନ୍‌ ଶିକ୍ଷାଦାନକୁ ନେଇ ଶିକ୍ଷୟିତ୍ରୀଙ୍କ ଅଭିନବ ପ୍ରୟାସ, ଲୋକେ କରୁଛନ୍ତି ପ୍ରଶଂସା

କରୋନା ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି। ତେଣୁ ଶିକ୍ଷୟିତ୍ରୀ/ଶିକ୍ଷକମାନେ ପିଲାମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେଉଛନ୍ତି। କେଉଁଠି ଇଣ୍ଟର୍‌ନେଟ୍‌ ଗତି କମ୍‌ ରହୁଛି ତ...

ସାପକୁ ଚକମା ଦେଇ ଖସି ପଳାଇଲେ ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ସାପକୁ ଚକମା ଦେଇ ବାଇକରେ ପଳାଇ ଯାଉଥିବା ଭିଡିଓ ଭାଇରାଲ ହୋଇଛି।...

ଯକୃତ ଓଜନ ୧୨ କେଜି

ହାଇଦ୍ରାବାଦ: ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କଠାରୁ ୧୨ କିଲୋଗ୍ରାମ ଓଜନର ଯକୃତକୁ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି। ଏଥିସହିତ ଉକ୍ତ ୫୦...

ମଣ୍ଡପରେ କନ୍ୟାଙ୍କୁ ଦେଖି ଭୋ’ ଭୋ’ ହୋଇ କାନ୍ଦିଲେ ବର, ଦେଖନ୍ତୁ ଭିଡିଓ

ସାଧାରଣତଃ ବିବାହରେ କନ୍ୟା ବିଦାୟୀ ସମୟରେ ମସ୍ତଙ୍କ ଆଖିରେ ଲୁହ ଥାଏ। କନ୍ୟାଙ୍କ ମାତାପିତାଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ବହୁତ କାନ୍ଦିଥାନ୍ତି। କିନ୍ତୁ ନିକଟରେ ଏକ...

ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ...

ମାତ୍ର ୮ ବର୍ଷ ବୟସରେ ପକ୍ଷାଘାତ ଯୋଗୁ ଅଚଳ ହୋଇଯାଇଥିଲା ଶରୀରର ଅଧା ଅଙ୍ଗ: ଏପରି ଲଢ଼ି ସୁସ୍ଥ ହୋଇଥିଲେ ବାବା ରାମଦେବ

ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ...

Advertisement
Archives

Model This Week