Posted inଖେଳ

ଶୁଟିଂ ବିଶ୍ୱକପ୍‌: ମନୁ ଭାକର ୭ମ ଭାରତୀୟ

ମ୍ୟୁନିକ୍‌, ୩୦।୫(ପି.ଟି.)- ଦେଶର ୭ମ ଶୁଟର ଭାବେ ମନୁ ଭାକର ୨୦୨୦ ଟୋକିଓ ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ର ୧୦ ମିଟର ମହିଳା ଏୟାର ପିସ୍ତଲ ଇଭେଣ୍ଟରେ ୧୭ ବର୍ଷୀୟା ମନୁ ୪ର୍ଥ ସ୍ଥାନରେ ରହି ଅଲିମ୍ପିକ୍‌ ଟିକେଟ୍‌ ପାଇଛନ୍ତି। ଏହି ଇଭେଣ୍ଟର ଫାଇନାଲରେ ମନୁ ୨୦୧.୦ ସ୍କୋର କରି ୪ର୍ଥ ସ୍ଥାନରେ ରହିବା ସହ ଅଳ୍ପକେ ପୋଡିୟମ ଫିନିଶ୍‌ କରିବାରୁ ବଞ୍ଚତ୍ତ ହୋଇଥିଲେ। ପୂର୍ବରୁ ବିଭିନ୍ନ ବିଶ୍ୱସସ୍ତରୀୟ ଇଭେଣ୍ଟରେ ପଦକ ଜିତି ସାରିଥିବା ମନୁ ଯୋଗ୍ୟତା ପର୍ଯ୍ୟାୟରେ ୫୮୨ ପଏଣ୍ଟ ସ୍କୋର କରି ୩ୟ ସ୍ଥାନରେ ରହିଥିଲେ। ଏଥିରେ ସେ ନିଜର ଶେଷ ଦୁଇ ରାଉଣ୍ଡରେ ୯୮ ପଏଣ୍ଟ ଲେଖାଏ ସ୍କୋର କରିଥିଲେ। ମହିଳା ୧୦ ମିଟର ପିସ୍ତଲରେ ଏହା ମଧ୍ୟ ଭାରତର ପ୍ରଥମ କୋଟା ଥିଲା। ସୌରଭ ଚୌଧାରୀ ଓ ଅଭିଷେକ ବର୍ମା ପୂର୍ବରୁ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଅଲିମ୍ପକ୍‌କୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ’ଣ ହେବ କୋହଲିଙ୍କ ଭବିଷ୍ୟତ?

ୟୁଏଇ,୨୦।୯: ଯାହା ଆଶା କରାଯାଉଥିଲା, ଶେଷରେ ତାହା ହିଁ ଘଟିଲା। ବିରାଟ କୋହଲି ୨ ଦିନ ମଧ୍ୟରେ ଦ୍ୱିତୀୟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ତାଙ୍କୁ...

ଟି-୨୦ ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୯।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୨ ବାର୍ଷିକ ପୁରସ୍କାର ପାଇଁ ଖେଳାଳିଙ୍କ ନାମ ତାଲିକାଭୁକ୍ତ କରିଛି। ଟି-୨୦ ସର୍ଟଲିଷ୍ଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ...

୧୩୦ ଜଣଙ୍କୁ ସାହାଯ୍ୟର ହାତ ବଢାଇଲେ ଟେବୁଲ ଟେନିସ ତାରକା

ନୂଆଦିଲ୍ଲୀ,୧।୭(ପି.ଟି.): ଟେବୁଲ ଟେନିସ(ଟିଟି) ସହିତ ଜଡିତ ଥିବା ୧୩୦ ଜଣ ସଦସ୍ୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କେତେଜଣ ଭାରତୀୟ ତାରକା ଖେଳାଳି। ଭାରତୀୟ ଟିଟି ତାରକା...

ସିଡ୍‌ନୀରେ ନିୟମ ଭାଙ୍ଗିଥିଲେ କୋହଲି, ପାଣ୍ଡ୍ୟା

ସିଡ୍‌ନୀ,୪ା୧- ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ ଜଣ ଖେଳାଳି ପ୍ରୋଟୋକଲର ଉଲ୍ଲଂଘନ କରିବା ପରେ ଆଇସୋଲେଶନରେ ରହିଛନ୍ତି। ଏହି ଖେଳାଳିମାନେ ମେଲବୋର୍ନରେ ଏକ...

ମାତ୍ର ୧୯ବର୍ଷ ବୟସରେ ବିଶ୍ୱକପ୍‌ରେ ଦୁଇଥର ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୮।୫: ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ରେକର୍ଡର ବର୍ଷା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେହିପରି ଯଦି ବିଶ୍ୱକପ୍‌ ରେକର୍ଡ ଉପରେ ନଜର...

ଧୋନୀଙ୍କ ୭ ନଂ ଜର୍ସି ପଛର କାରଣ

ଚେନ୍ନାଇ,୨୩।୮: ମହେନ୍ଦ୍ର ସିଂ ଧୋନୀ ଦେଶର ସଫଳ ତଥା ଲୋକପ୍ରିୟ କ୍ରିକେଟ ଅଧିନାୟକ। ସେ ସର୍ବଦା ୭ ନଂ ଜର୍ସି ପିନ୍ଧନ୍ତି। ଏହାର କାରଣ ଖୁବ୍‌...

ଗର୍ଜିଲା ବ୍ୟାଟ୍‌: କୋହଲିଙ୍କ ଅର୍ଦ୍ଧଶତକ ପରେ ଖୁସିରେ ନାଚିଲେ ଅନୁଷ୍କା

ମୁମ୍ବାଇ,୩୦।୪: ଫର୍ମକୁ ଫେରିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ଦୀର୍ଘଦିନର ଅପେକ୍ଷା ପରେ ରନ୍‌ ମେଶିନଙ୍କ ପ୍ରଦର୍ଶନ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ ଅନୁଷ୍କା...

ହସ୍ପିଟାଲରେ ଭର୍ତ୍ତି ହେଲେ ମିଲ୍‌ଖା ସିଂ

ଚଣ୍ଡିଗଡ଼, ୨୫ା୫ (ପି.ଟି.)- କୋଭିଡ୍‌ରେ ପୀଡ଼ିତ କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍‌ଖା ସିଂ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପୁଅ ତଥା ବିଶିଷ୍ଟ ଗଲ୍ଫ...

Advertisement
Archives

Model This Week