Advertisement
Posted inଜାତୀୟ

ଶିଲା ଦୀକ୍ଷିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କର ଶନିବାର ୮୧ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଦୀକ୍ଷିତଙ୍କର ଦିଲ୍ଲୀପ୍ରତି ଅବଦାନ ବହୁତ। ଶାସନ କ୍ଷମତାରେ ଥିବା ସମୟରେ ସେ ଦିଲ୍ଲୀରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବା ମୋଦି ଟୁଇଟ୍‌ କରି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇହାତ ନ ଥିବା ଦିବ୍ୟାଙ୍ଗ ଇଞ୍ଜିନିୟରିଂ ଛାତ୍ରୀ ଗୋଡ଼ରେ ଇଭିଏମ୍‌ ବଟନ ଦବାଇ କଲେ ମତଦାନ

ଭୋପାଳ,୨୯।୪: ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଦେଖାଦେଇଛି ଉତ୍ସାହ। ମଧ୍ୟପ୍ରଦେଶ ଜବଲପୁରରେ ଇଞ୍ଜିନିୟରିଂ ଦିବ୍ୟାଙ୍ଗ ଛାତ୍ରୀ ଭବାନୀ...

ମାର୍ଚ୍ଚ ସୁଦ୍ଧା ମାଓବାଦୀ ପ୍ରବଣ ଜିଲାରେ ଖୋଲିବ ପୋଷ୍ଟଅଫିସ୍‌

ନୂଆଦିଲ୍ଲୀ, ୩୦।୧୨: ଦେଶର ୯୦ ମାଓବାଦୀ ପ୍ରବଣ ଜିଲାରେ ପୋଷ୍ଟ ଅଫିସ୍‌ର ୪,୯୦୩ ନୂଆ ଶାଖା ଖୋଲିବା ଲାଗି ଡାକ ବିଭାଗ ଏବଂ ଯୋଗାଯୋଗ ଓ...

ଚେନ୍ନାଇରେ ଟ୍ରେନ୍‌ ଯୋଗେ ୧କୋଟି ଲିଟର ପାଣି ପହଞ୍ଚିବ

ଚେନ୍ନାଇ,୨୨।୬: ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି ଭେଲୋର ଜିଲାର ଜୋଲାର...

ଭାଜପା ସରକାର କିଛି ନୂଆ କରିପାରିବ ନାହିଁ: ରାହୁଲ

ନୁଆଦିଲ୍ଲୀ,୩।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିହାସ କରିଛନ୍ତି। ଶନିବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଭାଜପା...

ଆସିଲା ଖୁସି ଖବର, କୋଭାକ୍ସିନ୍‌ କରୋନାକୁ କରିବ ପରାସ୍ତ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଥମୁଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଦେଶରେ...

ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍‌ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ

ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ...

୪ ଜେଇଏମ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବିସ୍ଫୋରଣ କରିଥିବା ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଙ୍ଗଠନର ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇରେ ଆରିହଲ୍‌ ଅଞ୍ଚଳରେ...

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ଧାର୍ମିକ ଉତ୍ସବ ବନ୍ଦ

ଲକ୍ଷ୍ନୌ,୨୬।୮: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ମହୋତ୍ସବ ବନ୍ଦ ରଖିବାକୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ-ପ୍ରଶାସନ ସହ ଏକ...

Advertisement
Archives

Model This Week