Posted inଜାତୀୟ

ଶିବ ମନ୍ଦିର ଖନନ ବେଳେ ମାଟିତଳୁ ମିଳିଲା ଜୀବନ୍ତ ନାଗସାପ ଯୋଡ଼ା

ଚଣ୍ଡିଗଡ଼,୨୬।୬: ପଞ୍ଜାବର ଲୁଧିୟାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ପୁରାତନ ଶିବ ମନ୍ଦିରର ଖନନ ବେଳେ ମାଟି ତଳୁ ଜୀବନ୍ତ ନାଗସାପ ଯୋଡ଼ା ମିଳିଛନ୍ତି। ମନ୍ଦିରରେ ଥିବା ଶିବଲିଙ୍ଗ ଭାଙ୍ଗିରୁଜି ଯାଇଥିବାରୁ ଏହାକୁ ବାହାର କରି ସେଠାରେ ନୂଆ ଶିବଲିଙ୍ଗ ସ୍ଥାପନ ପାଇଁ ଖନନ କରାଯାଉଥିଲା। ଜୀବନ୍ତ ସାପଯୋଡ଼ା ଅଚେତ ଅବସ୍ଥାରେ ଥିବା କୁହାଯାଉଛି। ନାଗଯୋଡ଼ାକୁ ବାହାର କରି ପୁଣି ଖନନ କରାଯିବାରୁ ୫ ଛୋଟ ଶିବଲିଙ୍ଗ ସହିତ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ପ୍ରଚଳିତ କିଛି ମୁଦ୍ରା ମିଳିଥିବା କୁହାଯାଉଛି। ଏହି ମୁଦ୍ରାଗୁଡ଼ିକରେ ୧୬୧୬ ମସିହା ଖୋଦିତ ରହିଛି। ମାଟିତଳୁ ମିଳିଥିବା ଏସବୁକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୧୬।୬: ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ମଙ୍ଗଳାବାର କରୋନାଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ହମିଦା...

ଟିଏମ୍‌ସି ଝଡରେ ଉଡିଗଲେ ଭାଜପାର ବଡ଼ ବଡ଼ ନେତା: ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରିକେଟର୍‌ ପର୍ଯ୍ୟନ୍ତ ହାରିଲେ

କୋଲକାତା,୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ଟିଏମ୍‌ସି ଝଡରେ ଭାରତୀୟ ଜନତା ପାର୍ଟିର...

ଦେଶର ୮ ସହରରେ ପ୍ରଦୂଷଣ ଯୋଗୁ ଅସମୟରେ ଯାଇଛି ୧ ଲକ୍ଷରୁ ଅଧିକ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୧ ।୪: ଦେଶର କିଛି ସହରରେ ବାୟୁ ପ୍ରଦୂଷଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ଏକ ଅନ୍ତରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡିଛି କି ୨୦୦୫ରୁ...

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ୍‌: ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ପାର୍ଥିବଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଗାନ୍ଧିନଗର ସେକ୍ଟରସ୍ଥିତ ଶ୍ମଶାନଘାଟରେ ହୀରାବେନ୍‌ଙ୍କ ଅନ୍ତିମସତ୍କାର କରାଯାଇଛି। ମୋଦି ମା’ଙ୍କୁ ନିଆଁ...

ପୋଲିସ ମୁଣ୍ଡରେ ଅଠା, ହିଂସା ପାଇଁ ଦାୟୀ କଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୋଲିସ ମୁଣ୍ଡରେ ଅଠା ବୋଳିଛନ୍ତି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ସେ କହିଛନ୍ତି ଟିକୁନିଆ ଗାଁରେ ଘଟିଥିବା...

ମୋହନ ଭାଗବତ ‘ରାଷ୍ଟ୍ରପିତା’: ମୁସଲମାନ ଧର୍ମଗୁରୁ ଉମର ଅହମ୍ମଦ ଇଲିୟାସି

ନୂଆଦିଲ୍ଲୀ,୨୨ ।୯: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିଲ୍ଲୀର ଏକ ମସଜିଦରେ ଅଖିଳ ଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ଇମାମ...

ମୋଦି ସରକାରଙ୍କ ଆଖିରେ ଚାଇନା ଚଷମା ଲାଗିଥିବା ଭଳି ମନେ ହେଉଛି: ଖାର୍ଗେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୫।୧୨ : ଚାଇନ ସହ ମୁହାଁମୁହିଁ ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଖାର୍ଗେ ଏକ ଟୁଇଟରେ କଟାକ୍ଷ କରି...

ଗରବା ନୃତ୍ୟବେଳେ ଚାଲିଗଲା ଯୁବକଙ୍କ ଜୀବନ, ପୁଅର ମୃତ୍ୟୁଖବର ଶୁଣି ଆଖିବୁଜିଲେ ପିତା

ପୁଣେ,୩।୧୦: ମହାରାଷ୍ଟ୍ରର ପାଲଘର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗରବା ଖେଳୁଥିବାବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁକୁ ସହି ନ...

Advertisement
Archives

Model This Week