Posted inଜାତୀୟ

ଶିକ୍ଷକଙ୍କୁ କମଲ ନାଥଙ୍କ ଦୀପାବଳି ଉପହାର

ଭୋପାଳ,୨୭।୧୦: ଦୀପାବଳି ଅବସରରେ ମଧ୍ୟ ପ୍ରଦେଶର କମଲ ନାଥ ସରକାର ଶିକ୍ଷକମାନଙ୍କୁ ଏକ ଭେଟି ଦେଇଛନ୍ତି। ରାଜ୍ୟର ପ୍ରାୟ ୧ଲକ୍ଷ ୭୮ ହଜାର ଶିକ୍ଷକଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ଦେବାକୁ ସ୍ଥିର କରିଥିବା ସୂଚନା ମିଳିଛି। ଏହା ଚଳିତ ଅକ୍ଟୋବରରୁ ଲାଗୁ କରାଯାଇଥିବା ବେଳେ ନଭେମ୍ବର ମାସଠାରୁ ଏହା ମିଳିବ ବୋଲି ଶିକ୍ଷାମନ୍ତ୍ରୀ ଡା. ପ୍ରଭୁରାମ ଚୌଧୁରୀ ଶନିବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଅଧିକାଂଶ ଶିକ୍ଷକ ଦୀର୍ଘଦିନ ହେବ ସପ୍ତମ ବେତନ କମିଶନ ଲାଗୁ କରିବାକୁ ଦାବି କରି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲୀ ଭଳି ଭାରତରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୯।୪: ଲକ୍‌ଡାଉନ୍‌ ପରେ ବି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଦେଖାଯାଉନାହିଁ। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଥିବା...

୧୫୦ କୋଟି ବର୍ଷ ତଳେ ସମୁଦ୍ରରେ ବୁଡ଼ି ରହିଥିଲା ବଲିଉଡ୍‌…

ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍‌ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ...

‘କଶ୍ମୀର ସ୍ଥିତି ଅତି ଖରାପ’

ଜମ୍ମୁ,୨୫ା୯(ପି.ଟି.): ଜମ୍ମୁ-କଶ୍ମୀର ସ୍ଥିତି ଅତ୍ୟନ୍ତ ଖରାପ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ ମଙ୍ଗଳବାର କହିଛନ୍ତି। ବର୍ତ୍ତମାନ ସେ ଗଣମାଧ୍ୟମକୁ କିଛି କହିବେ...

ଭାରତରେ ୪୮,୬୨୪ ଟୁଇଟର୍‌ ଆକାଉଣ୍ଟକୁ ବ୍ୟାନ୍‌

ନୂଆଦିଲ୍ଲୀ,୧।୧: ଏଲନ ମସ୍କଙ୍କ ଦ୍ୱାରା ପରିଚାଳିତ ଟୁଇଟର ଅକ୍ଟୋବର ୨୬ ରୁ ନଭେମ୍ବର ୨୫ ମଧ୍ୟରେ ଭାରତରେ ଶିଶୁ ଯୌନ ଶୋଷଣ ଏବଂ ଅଶ୍ଳୀଳତାକୁ ପ୍ରୋତ୍ସାହିତ...

ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଗୃହରେ ହଙ୍ଗାମା: ଅପରାହ୍ନ ୨ଟା ଯାଏ ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଟ୍ଟଗୋଳ ହୋଇଛି। ଲୋକ ସଭାରେ ପ୍ରଶ୍ନକାଳ ଆରମ୍ଭରୁ  ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ହଙ୍ଗମା କରିଥିଲେ।...

ଲକ୍‌ଡାଉନ ୪.୦: କର୍ନାଟକରେ ଖୋଲା ରହିବ ସବୁ ଦୋକାନ

ବେଙ୍ଗାଲୁରୁ,୧୮।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ସୋମବାରଠାରୁ ଲାଗୁ ହୋଇଛି ଲକ୍‌ଡାଉନ ୪.୦। ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଥିବା ବେଳେ ଏଥିରେ...

‘ପୂର୍ବରୁ ମହାତ୍ମା ଗାନ୍ଧୀ ଥିଲେ, ଏବେ ଆଧୁନିକ ଭାରତର ରାଷ୍ଟ୍ରପିତା ହେଉଛନ୍ତି ମୋଦି’

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଧୁନିକ ଭାରତର ରାଷ୍ଟ୍ରପିତା ବୋଲି କହିଛନ୍ତି। ମଙ୍ଗଳବାର ନାଗପୁରରେ ଏକ କାର୍ଯ୍ୟକ୍ରମରେ...

ମୃତ୍ୟୁ ସଂଖ୍ୟା ୩୦ ତଳେ…

ନୂଆଦିଲ୍ଲୀ, ୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week