ଶପିଂ କରିବା ପୂର୍ବରୁ

ପ୍ରଥମେ ଲିଷ୍ଟ କରନ୍ତୁ: ସବୁବେଳେ ମନେରଖନ୍ତୁ ଯେତେବେଳେ ଆପଣ ଶପିଂ କରିବାକୁ ଯାଉଛନ୍ତି ପ୍ରଥମେ ଲିଷ୍ଟ କରନ୍ତୁ କ’ଣ କିଣିବେ। କାହିଁକି ନା ଆପଣ ମାର୍କେଟ ଯାଇ କିଛି ଭୁଲିଯାଇପାରନ୍ତି। ଶପିଂ ଲିଷ୍ଟ ଆପଣଙ୍କ ସମୟକୁ ବଞ୍ଚାଇପାରେ। ଆପଣଙ୍କୁ ପ୍ରଥମରୁ ଜଣାଥିବ ଯେ କ’ଣ କିଣିବାର ଅଛି, ସେଥିଲାଗି ଆପଣ ଯାଇ ସିଧା ପହଞ୍ଚତ୍ବେ ଆପଣଙ୍କ ଦରକାର ଜିନିଷ ପାଖରେ। କପଡ଼ା ସେଇ ରଙ୍ଗର କିଣନ୍ତୁ, ଯାହାକୁ ଆପଣ ପିନ୍ଧିଲେ ଆହୁରି ସୁନ୍ଦର ଦେଖାଯିବେ। ଏହି କଥା ଧ୍ୟାନ ରଖନ୍ତୁ ଯେ, ଗୋଟିଏ ରଙ୍ଗ ସବୁବେଳେ ସମସ୍ତଙ୍କୁ ସୁଟ୍‌ କରି ନ ଥାଏ। ଏଥିଲାଗି ନିଜ ସ୍କିନ୍‌ କଲର ହିସାବରେ କପଡ଼ା ଚୟନ କରନ୍ତୁ।
ହଡ଼ବଡ଼ରେ କେବେ ବି କରନ୍ତୁନି ଶପିଂ: କିଛି ବି କିଣିବା ପୂର୍ବରୁ ତାକୁ ଥରେ ଚେକ୍‌ କରିନିଅନ୍ତୁ। ଯେଉଁ ଜିନିଷ ଆପଣ କିଣୁଛନ୍ତି ତାହା ଠିକ୍‌ ତ? ଏହା ଆପଣଙ୍କ ସବୁଠୁ ଭୁଲ୍‌ ହୋଇପାରେ। ଶପିଂ କେବେ ବି ଜଲ୍‌ଦି କରିବା କଥା ନୁହେଁ। କପଡ଼ା କିଣିବା ସମୟରେ ଓଲଟାଇ ଦେଖନ୍ତୁ ଯେ ଉପରେ ଯେଉଁ ପ୍ରିଣ୍ଟ ଅଛି ତାହା ଭିତରେ ଦେଖାଯାଉଛି ତ? ଯଦି ହଁ, ତେବେ ଏଥିରେ କଲର ଛାଡିବ ନାହିଁ। ଏହା ବ୍ୟତୀତ କଟନ୍‌ କଲରଫୁଲ୍‌ କପଡ଼ାକୁ ତା’ର ପ୍ରଥମ ଧୂଆ ପୂର୍ବରୁ ଲୁଣପାଣିରେ ବୁଡ଼ାଇ ରଖିଦିଅନ୍ତୁ, ଯାହାଫଳରେ କପଡ଼ାରୁ ବାରମ୍ବାର କଲର ଛାଡ଼ିବନି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ପରେ ବି ଫିଟ୍‌

ସାଧାରଣତଃ ୪୦ ବର୍ଷ ପରେ ମହିଳାଙ୍କର ହାଡ଼, ମାଂସପେଶୀ, ତ୍ୱଚା ସମ୍ପର୍କିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ସେହି ସମୟରେ ନିଜ ପ୍ରତି ଅଧିକ ଧ୍ୟାନଦେବାକୁ...

ସୁସ୍ଥ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ଶରୀର ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଆଲୋଭେରାକୁ ଆୟୁର୍ବେଦ ଭାଷାରେ ଘି କୁଆଁରୀ କୁହାଯାଏ। ଆଲୋଭେରା ବ୍ୟବହାର କଲେ...

ଜାଣନ୍ତୁ ବର୍ଷାଦିନେ କିଭଳି ନେବେ ଗଛର ଯତ୍ନ

ଋତୁ ଅନୁସାରେ ଆମକୁ ଗଛର ଯତ୍ନନେବାକୁ ପଡ଼ିଥାଏ। ତେବେ ବର୍ଷାଦିନେ କିଭଳି ଯତ୍ନନେବା ଜାଣନ୍ତୁ ସେ ସମ୍ପର୍କରେ… . ବର୍ଷାଦିନେ ଜୈବିକ ସାର ପ୍ରୟୋଗ କରନ୍ତୁ।...

ଶୀତଦିନିଆ କିଚେନ ଗାର୍ଡେନ

କାହା ପାଇଁ ସମୟ କାଟିବାର ବାହାନା ତ କାହା ପାଇଁ ଖର୍ଚ୍ଚକାଟର ମନ୍ତ୍ର। ଆଉ କିଏ ଖୁସିରେ କରନ୍ତି ଗାର୍ଡେନିଂ। ଏମିତି ଅନେକ ବାହାନା ନେଇ...

କାର୍ଯ୍ୟଦକ୍ଷତା ବଢ଼ାଏ କଥାବାର୍ତ୍ତା ଶୈଳୀ

କଥାବାର୍ତ୍ତା ଶୈଳୀ ଯଦି ମାର୍ଜିତ ଏବଂ ସରଳ ହୁଏ ତେବେ ତାହା କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ। ‘କାର୍ଯ୍ୟଦକ୍ଷତା ଓ କଥାବାର୍ତ୍ତା ଶୈଳୀ’ ବିଷୟକୁ ନେଇ...

୨୦୨୨ ଏହି ୨ ରାଶିଙ୍କ ଭାଗ୍ୟ ବଦଳାଇବ; ଧନ ଲାଭ ହେବାର ଏକରୁ ବଳି ଏକ ସୁଯୋଗ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି। ଏହାକୁ ନେଇ ଏବେଠାରୁ ମନରେ ଅନେକ ପ୍ରଶ୍ନ। ତେବେ ନୂତନ ବର୍ଷ ଗ୍ରହ-ନକ୍ଷତ୍ରଙ୍କ ମଧ୍ୟରେ...

ବର୍ଷାରେ ଓଦା ହେବା ପରେ କରନ୍ତୁ ଏହି ୫ କାର୍ଯ୍ୟ: ନଚେତ ଉପୁଜି ପାରେ ଏସବୁ ସମସ୍ୟା

ବର୍ଷା ଦିନ ଆରମ୍ଭ ହୋଇଯାଇଛି। ଏହି ସମୟରେ ବର୍ଷାରେ ଭିଜିବା ଦ୍ୱାରା ଅନେକ ସଂକ୍ରମଣ ହୋଇଥାଏ। ଏଭଳି ପରିସ୍ଥିତିରେ ବର୍ଷାଠାରୁ ଦୂରେଇ ରହିବା ଉଚିତ। ଯଦି...

ଶ୍ମଶାନ ସମାନ ହୋଇଥାଏ ଏହି ଘର…

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଏହା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଯାହାକୁ ଆପଣାଇ ଜଣେ ଖୁସିରେ ଜୀବନ ଅତିବାହିତ...

Advertisement
Archives

Model This Week