ସଟ୍‌ଡାଉନ୍‌ ପରିସୀମା ବଢିଲା

ଭଦ୍ରକ ଅଫିସ, ୪।୪- ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଗାଁ ରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତିରେ ଭଦ୍ରକର ଦୁଇ ଜଣ କରୋନା ରୋଗୀ ଚି଼ହ୍ନଟ ହେବାପରେ ଚରମ୍ପା ନିକଟସ୍ଥ ଏରେଇଁ ପଂଚାୟତ ଅଞ୍ଚଳ କୁ ମଧ୍ୟ ଏହି ସଟଡାଉନ ନିୟମରେ ଅନ୍ତର୍ଭୁକ୍ତ କରାଯାଇଛି। ଅପରପକ୍ଷରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା ପାଇଁ ଆଇଜି ଦୀପତେଶ ପଟନାୟକ ଭଦ୍ରକରେ ପହଂଚି ଏସପି ରାଜେଶ ପଣ୍ଡିତ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କ ବିରୋଧରେ ଆଉ ୫ ଅଭିଯୋଗ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀରେ ଜମି ଦେବାକୁ କହି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ମାମଲାରେ ବିଲ୍ଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗୁରୁବାର...

ସହଯୋଗ ଲୋଡ଼ିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ମାଡ଼ି ଚାଲିଛି ଓମିକ୍ରନ। ମଙ୍ଗଳବାର ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି। ଏହାର ମୁକାବିଲା ଲାଗି...

ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ସୁରଜ ସମ୍ମାନ

ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ମିଳିଛି ସୁରଜ ସମ୍ମାନ। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନ କରିଥିବା ମହିଳାଙ୍କ ପରିବାରଙ୍କୁ...

ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରିପୋର୍ଟ ଯାଞ୍ଚ

ଖୋର୍ଦ୍ଧା ଅଫିସ,୯ା୫: ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପରେ ଅନ୍ତରୀଣ ଜାମିନରେ...

ଭୁବନେଶ୍ୱରରୁ ଗଡ଼ିଲା ବସ୍‌ ଓ ରେଳ

ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ଦୀର୍ଘ ଦିନ ହେବ ବନ୍ଦଥିବା ବସ୍‌ ଓ ରେଳ ଚଳାଚଳ ବୁଧବାରଠାରୁ ପୁର୍ବବାର ଆରମ୍ଭ ହୋଇଛି। ୫୪୫ ଜଣ ଯାତ୍ରୀଙ୍କୁ ନେଇ ଏକ...

କଡା ସୁରକ୍ଷା ମଧ୍ୟରେ ଓଡ଼ିଶା ଛାଡିଲେ ଭାରତୀୟ ଦଳ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ବିରାଟ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଓଡ଼ିଶା ଛାଡିଛି। କଡା ସୁରକ୍ଷା ମଧ୍ୟରେ ହୋଟେଲ ମେ ଫେୟାରରୁ ଖେଳାଳିଙ୍କୁ...

ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ

ପିପିଲି, ୯ା୫(ସ୍ବ.ପ୍ର.): ପିପିଲି ବ୍ଲକ ଅନ୍ତର୍ଗତ ୩୧୬ ନମ୍ବର ଜାତୀୟ ରାଜପଥଠାରୁ ବୀରପୁରୁଷୋତ୍ତମପୁର ଗ୍ରାମ୍ୟ ରାସ୍ତା ଆର୍‌ଡି ବିଭାଗ ଅଧୀନ ୫ କିଲୋମିଟର ନିର୍ମାଣ କରାଯାଉଛି।...

ବେଆଇନ ନିର୍ମାଣକୁ ମାଫ୍‌

ଭୁବନେଶ୍ୱର,୬-୯(ବ୍ୟୁରୋ):ବିନା ଅନୁମୋଦନରେ କିମ୍ବା ଅନୁମୋଦନ ସହ ନିୟମ ଉଲ୍ଲଂଘନ କରି ଘର ନିର୍ମାଣ କରିଥିବା ଲୋକମାନଙ୍କ ପାଇଁ ସର୍ବକ୍ଷମା ଯୋଜନା(ଆମେନିଷ୍ଟ ସ୍କିମ୍‌) ଜରିମାନା ରାଶିକୁ ରାଜ୍ୟ...

Advertisement
Archives

Model This Week