Posted inଖେଳ

ଲିଭରପୁଲ ଜିତିଲା କ୍ଲବ ବିଶ୍ୱକପ୍‌

ଦୋହା, ୨୨।୧୨- ଅତିରିକ୍ତ ମିନିଟ୍‌ରେ ରବର୍ଟୋ ଫିର୍ମିନୋଙ୍କ ଗୋଲ ଯୋଗୁ ଲିଭରପୁଲ ୧-୦ ଗୋଲରେ ବ୍ରାଜିଲର ଫ୍ଲାମେଙ୍ଗୋଙ୍କୁ ହରାଇ କ୍ଲବ ବିଶ୍ୱକପ୍‌ ଜିତିଛି। ସ୍ଥାନୀୟ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ୧୩ ହଜାର ଦର୍ଶକଙ୍କ ସାମ୍ନାରେ ଲିଭରପୁଲ ତା’ର ପ୍ରଥମ କ୍ଲବ ବିଶ୍ୱକପ୍‌ ଟାଇଟଲ ହାତେଇଛି। ଇଂଲଣ୍ଡର ଦ୍ୱିତୀୟ କ୍ଲବ ଭାବେ ଲିଭରପୁଲ ଦଳ ଏହି ସଫଳତା ହାସଲ କରିଛି। ଏଥିପୂର୍ବରୁ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୨୦୦୮ରେ ଟ୍ରଫି ଜିତିଥିଲା। ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମ ୯୦ ମିନିଟ୍‌ରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଅତିରିକ୍ତ ସମୟର ପ୍ରଥମାର୍ଦ୍ଧରେ ଫିର୍ମିନୋ (୯୯ତମ ମିନିଟ୍‌) ଗୋଲ ଦେଇଥିଲେ। ଏହି ଗୋଲ ପରିଶୋଧ କରିବା ପାଇଁ ଫ୍ଲାମେଙ୍ଗୋ ନିକଟରେ ୨୦ ମିନିଟ୍‌ରୁ ଊର୍ଦ୍ଧ୍ୱ ସମୟ ଥିଲା। ଦଳ ପକ୍ଷରୁ ଖେଳାଳିମାନେ ବହୁ ପ୍ରୟାସ କରି ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ନିରାଶ ହେଲା ଭାରତ

ଭୁବନେଶ୍ୱର,୫।୧୨: ଜୁନିୟର ହକି ବିଶ୍ୱକପରେ ଗତ ସଂସ୍କରଣର ଚାମ୍ପିୟନ ଭାରତ ଏଥର ୪ର୍ଥ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ...

ଟସ୍‌ ଜିତିଲା ଏସ୍‌ଆର୍‌ଏଚ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ସନରାଇଜର୍ସ (ଏସ୍‌ଆର୍‌ଏଚ୍‌) ଜିତି...

ବିବିିସି ଛାଡ଼ିଲେ ବୟକଟ୍‌

ଲଣ୍ଡନ, ୭ା୬ (ପି.ଟି.)-ପୂର୍ବତନ ଇଂଲଣ୍ଡ ଅଧିନାୟକ ଜେଫ୍ରି ବୟକଟ୍‌ ବିବିିସି ଟେଷ୍ଟ ମ୍ୟାଚ ସ୍ପେଶାଲ କମେଣ୍ଟ୍ରି ଟିମ୍‌ରୁ ଓହରିଯାଇଛନ୍ତି। କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ...

ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ: ଦୀପକଙ୍କ ଦ୍ୱିତୀୟ ହ୍ୟାଟ୍ରିକ

ଥିରୁଭାନନ୍ତପୁରମ,୧୨।୧୧- ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାର ବିରଳ...

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)- ଖୋର୍ଦ୍ଧା ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ୧୪ତମ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌...

ଫିଲ୍ମରେ ଖେଳୁଥିଲେ କ୍ରିକେଟ, ଏବେ ଆଇପିଏଲ୍‌ରେ ଖେଳିବେ

ନୂଆଦିଲ୍ଲୀ,୨୧।୧୨- ବଲିଉଡ ଫିଲ୍ମ ‘କାଇ ପୋ ଚେ’ ୨୦୧୩ରେ ରିଲିଜ ହୋଇ ସଫଳ ମଧ୍ୟ ହୋଇଥିଲା। ସେଥିରେ କ୍ରିକେଟ ପାଗଳ ଅଲି ଭୂମିକାରେ ଥିଲେ ଦିଗବିଜୟ...

ମ୍ୟାଚ୍‌ ମଝିରେ କଫି ମଗାଇଲେ ଟେନିସ ଷ୍ଟାର

ନ୍ୟୁୟର୍କ,୨୯।୮: କଫି ପିଇବା କ୍ରୀଡ଼ାବିତଙ୍କ ମଧ୍ୟରେ ସାଧାରଣ କଥା। ତେବେ ମ୍ୟାଚ୍‌ ମଝିରେ କଫି ମଗାଇବା ନିଶ୍ଚିତ ଭିନ୍ନ ଘଟଣା। ଏଠାରେ ଚାଲିଥିବା ଚଳିତ ସିଜନର...

ଦ୍ୱିତୀୟ ଟେଷ୍ଟରେ ଶତକ କରି ରେକର୍ଡ କଲେ ରାହାଣେ

ମେଲବୋର୍ନ,୨୭।୧୨: ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଗସ୍ତ ଛାଡ଼ି ସ୍ବଦେଶ ଫେରିଛନ୍ତି ଭାରତୀୟ ଟିମ୍‌ର ନିୟମିତ ଅଧିନାୟକ ବିରାଟ କୋହଲି। ଏଣୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ...

Advertisement
Archives

Model This Week