ଲଲାଗୁଲା ହେଇ ଜୀବନ୍‌ ବିତଉଛନ୍‌ ଅଁଧ୍‌ ବୁରୁଧ୍‌: ଥଇଥାନ ଲାଗି ଦାବି କଲେ ଗଁ।ବାସୀ

 

ଅତାବିରା, ୨୧।୩ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ସଂକିର୍ଡ଼ା ପଁଚେତ୍‌ ସଦର ଗଁାରେ ବାସ କରୁଛନ୍‌ ସୁରୁବାବାୁ ପତି(୬୬)। ଅନେକ ବଛର ତଲେ ସେ ଝନେ ଟ୍ରାକ୍ଟର ଡ୍ରାଇଭର ହିସାବେ ନିଜର ପେଟ୍‌ ପାଲୁଥିଲେ। ହେଲେ ଗୁଟେ ସଡ଼କ ଦୁରଘଟନାର ଶିକାର ହେଇ ଅଁଧ୍‌ ପାଲଟିଗଲେ। ତାହାକୁ ଡୁଂଗି ଦେଖ୍‌ବାକେ କେହି ନାଇଁ। ଏନ୍‌ତାଥି ଗଁାର ଗୁଟେ ପରିବାର ତାହାକୁ ଆଶ୍‌ରେ ଦେଇଛନ୍‌। ଯେ ଯାହା ଦେଲା ଖାଇ ନିଜର ଜୀବନ୍‌ ବଁଚେଇଛନ୍‌।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗଁାର ସ୍ବର୍ଗତ ଦଶରଥ ପତିକଁର ୪ ପୁଓ ଜଗନ୍ନାଥ, ସୁରୁବାବୁ, ତ୍ରିବିକ୍ରମ, ତିଲୋଚନ। ଭାଇମାନକର ଭିତରେ ସୁରୁବାବୁ ପତି(୬୬) ଦୁଇନ ନମର। ଆଏଜ୍‌କେ ଅନେକ ବଛର ତଲେ କେହେନ୍‌ସି କାରନ୍‌ରୁ ସେ ଗଁା, ପରିବାର ଛାଡ଼ି ବରଗଡ଼ ଜିଲା ଭେଡ଼େନ ବ୍ଲକ ଡାଲବ ପଁଚେତ୍‌ ଖୁଣ୍ଟୁଲିପାଲି ଗଁାକେ ପଲେଇ ଆସିଥିଲେ। ଗଁାର ଝନ୍‌କର ଟ୍ରାକ୍ଟର ଚଲେଇ ନିଜର ପେଟ୍‌ ପାଲୁଥିଲେ। ୨୦୦୪ ସାଲେ ସେ କେହେନ୍‌ସି କାମ୍‌ରେ ଗୋଡ଼ଭଗା ଗଲାବେଲେ ଗୁଟେ ସଡ଼କ ଦୁରଘଟନାର ଶିକାର ହେଇଥିଲେ। ସେଠାନୁ ବୁର୍ଲା ଡାକ୍‌ତରଖାନାରେ ଅନେକ ଦିନ ଧରି ଚିକିଛିତ ହେଇଥିଲେ ବି ସବୁଦିନର ଲାଗି ଦୁଇ ଆଏଁଖ୍‌ ହରେଇଥିଲେ। ସେ ଦିନ୍‌ଠାନୁ ସୁରୁବାବୁ ଗୁଟେ ଦିବ୍ୟାଙ୍ଗ ଜୀବନ୍‌ ବିତଉଛନ୍‌। ଆସର ପାସର ଗଁା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌। ଇ ହିସାବେ ସେ ବୁଲି ବୁଲି ଦିନେ ସଂକିର୍ଡା ଗଁାରେ ପୁହୁଁଚିଥିଲେ। ଅନେକ ବଛର ହେଲା ସେ ଇଠାନେ ରହିଆସୁଛନ୍‌। ଥାନୀଅ ପଁଚେତ୍‌ରୁ ମାସିକ ୫ଶହ ଟଁକା ଭତା ଆର ୧୦ କେ.ଜି. ଚାଉଲ ପାଉଛନ୍‌। ଚାଉଲ ଆର ଭତା ପଏସା କଁା କରସ ବଲି ପଚ୍‌ରାଲାରୁ ଅସବିଧା ସମିଆରେ ମୁଢ଼ି, ମିକ୍‌ଚର, ବିସ୍କୁଟ ଘିନି ଖାଏସିଁ ବଲି ସେ କହିଥିଲେ। ସେନ୍‌ତା ଗଁାରେ ଗୁଟେ ପରିବାର ମୋତେ ମୁଡ଼ ଗୁଁଜ୍‌ବାକେ ଜାଗା ଟିକେ ଆର ସୁବିଧା ଅସ୍‌ବିଧାରେ ଥିର ପାଏନ୍‌ ଟିକେ ଦେଉଛନ୍‌। ନାଇଁହେଲେ ମୁଇଁ କେଭ୍‌ଠାନୁ ଆରପାରେ ଥାଏତି ବଲି ସେ କହିଥିଲେ। ସେନ୍‌ତା ତାକର ମୂଲ ଗଁା ଆର ଘରର ଲୁକ୍‌କର ବାବ୍‌ଦେ ପଚ୍‌ରାଲାରୁ ଆମେ ୪ ଭାଇ। ଗଁାରେ ୧୦ ଏକର ଜମି ଥିଲା। ବଡ଼ ଆର ସାନ ଭାଇ ମରିଗଲେନ, ତିନ୍‌ ନମର ଭାଇ ଲାପତା ଅଛେ। ଏହେଦେ ଗଁାରେ ଆର ଜମିବାଡ଼ି କିଛି ନଁାଇଁନ, ଖାଲି ସାନଭାଏ ବହୁ ତାକର ଛୁଆପିଲାକୁ ଧରି ଗଁାରେ ରହୁଛନ୍‌। ମୁଇଁ ଇଠାନେ ମୋର ଭାଏଗ୍‌କେ ଆଦ୍‌ରି ମାଗିଯାଚି ଖାଉଛେଁ ବଲି ସୁରୁବାବୁ କହିଥିଲେ। ଜିଲା ଆର ଥାନୀଅ ପରଶାସନ ଇ ଅସାହା ଅଁଧ୍‌ ବୁରୁଧ୍‌କଁର ଉପରେ ଦୁରୁଷ୍‌ଟି ଦେଇ କେହେନ୍‌ସି ବୃଦ୍ଧାଶ୍ରମରେ ଥଇଥାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୯ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୭।୧୦(ବ୍ୟୁରୋ): କୁଆଁର ପୂର୍ଣ୍ଣିମାରେ ପୁଣି ଉପକୂଳ ଓଡ଼ିଶା ଭିଜିବ। ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବର୍ଷାର ପରିମାଣ ବଢିବ ।୧୦...

କଣ୍ଟାପଡା, ନିଆଳି ବ୍ଲକ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ନେଇ ଘୋଷଣା: ରାଶନ କାର୍ଡ ନ ଥିବା ବିପନ୍ନଙ୍କୁ ମିଳିବ ୫୦ କିଲୋ ଚାଉଳ

କଣ୍ଟାପଡା,୧୭।୫(ଡି.ଏନ୍‌.ଏ.): ଜନପ୍ରତିନିଧିଙ୍କ ଆନ୍ଦୋଳନ ଓ ସ୍ଥାନୀୟ ବାତ୍ୟା ପ୍ରଭାବିତଙ୍କ ଦାବି ପରେ ଗୁରୁବାର ରାଜ୍ୟସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର କଣ୍ଟାପଡା ଓ ନିଆଳି ବ୍ଲକକୁ ସମ୍ପୂର୍ଣ୍ଣ...

ଦାରିଙ୍ଗବାଡି ଘାଟିରେ ଫସି ରହିଲା ପ୍ରବାସୀଙ୍କ ବସ୍‌ : ସାରା ରାତି ସମୟ କାଟିଲେ ଶ୍ରମିକ

ସୋରଡା,୨୪ା୫,(ଡି.ଏନ.ଏ.)-ତାମିଲନାଡୁର କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ବସ୍‌ ଶନିବାର ରାତି ୧୦ଟାରେ ଗଞ୍ଜାମ ଜିଲା ସୀମାନ୍ତ ସୋରଡା-ଦାରିଙ୍ଗବାଡ଼ି...

‘ସହାୟ’ ଏବେ ଅସହାୟ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଅନେକ ଲୋକ ଭିକ୍ଷାବୃତ୍ତି କରୁଛନ୍ତି। ସହରକୁ ଭିକାରିମୁକ୍ତ କରାଯାଇ ପାରୁନାହିଁ। ଏପରି କି ସହରାଞ୍ଚଳରେ ଥିବା ଭିକାରି, ବୃଦ୍ଧ, ଅସହାୟ,...

ବଣ୍ଡାଖାଲି ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଯବାନ ଗୁଳି ବିନିମୟ

ଭବାନୀପାଟଣା/ଲାଞ୍ଜିଗଡ଼, ୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ବଣ୍ଡାଖାଲି ଜଙ୍ଗଲରେ ବୁଧବାର ସକାଳେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି...

ସନ୍ଧ୍ୟା ୬ ପରେ ନନ୍ଦନକାନନକୁ ପ୍ରବେଶ ମନା

ବାରଙ୍ଗ,୨୬।୧୧(ଡି.ଏନ୍‌.ଏ.): ସପ୍ତାହକୁ ଗୋଟେ ଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଛି। ଏହିଦିନ ପଶୁପକ୍ଷୀ କୋଳାହଳରୁ ଦୂରେଇ ରହିବା ସହ ପରିସରର ଆନୁଷଙ୍ଗିକ କାର୍ଯ୍ୟ କରିବା...

ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଦୁର୍ନୀତି ଓ ଅପାରଗତା ପାଇଁ ରାଜ୍ୟରେ ଆଉ ୫ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଅବସର ନେଇଥିବା ଅଧିକାରୀମାନେ ହେଲେ...

ଜାଗରରେ ଝଲସିବ ଶ୍ରୀଲିଙ୍ଗରାଜ କ୍ଷେତ୍ର: ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.): ଆସନ୍ତା ୨୧ତାରିଖ ତଥା ଶୁକ୍ରବାର ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଉପଲକ୍ଷେ ସୋମବାର ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ଏକ...

Advertisement
Archives

Model This Week