ଲଭ୍‌ ଲାଇଫ୍‌ କଥା କହିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ଫିଲ୍ମ ବ୍ୟତୀତ ଏକ ସୁଖୀ ଦାମ୍ପତ୍ୟ ଜୀବନଯାପନ କରୁଛନ୍ତି। ସେ ୨୦୧୭ରେ ରଣବୀର ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ରଣବୀର କପୁରଙ୍କ ସହ ଡେଟ୍‌ କରୁଥିଲେ। ସେହି ସମୟରେ ସେ ରଣବୀରଙ୍କ ଦ୍ୱାରା ପ୍ରତାରିତ ହୋଇଥିଲେ। ଯାହା ତାଙ୍କୁ ଖୁବ୍‌ କଷ୍ଟ ଦେଇଥିଲା। ତାଙ୍କ ସହ ଘଟିଥିବା ପ୍ରତାରଣା ଏବଂ ଉଦାସୀନତା ବିଷୟରେ ଦୀପିକା ପୂର୍ବରୁ ଅନେକ ଥର କହି ସାରିଛନ୍ତି। ବର୍ତ୍ତମାନ ସେ ପୁଣି ଏହି କଥା ଦୋହରାଇଛନ୍ତି। ରଣବୀର ତାଙ୍କ ସହ ବିଶ୍ୱାସଘାତକତା କରିଥିବା କହିଛନ୍ତି।
ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି, ପ୍ରଥମେ ଧୋକ୍କା ଦେଲେ ପରେ କ୍ଷମା ମାଗିଲେ। ମୁଁ ତାଙ୍କୁ କ୍ଷମା କରିଦେଇଛି। ସେ ମୋ’ ସହ ପ୍ରତାରଣା କରିଛନ୍ତି, ମୁଁ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦଙ୍କ ଉପରେ ସ୍କୁଲ ପ୍ରୋଜେକ୍ଟ ତିଆରିକଲେ ଏହି ଅଭିନେତ୍ରୀଙ୍କ ପୁଅ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କ ପାଇଁ ରିୟଲ ହିରୋ ପାଲଟିଛନ୍ତି। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା...

ଅକ୍ଷୟଙ୍କ ଖୁସି କହିଲେ ନ ସରେ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଆଗାମୀ ଚଳଚ୍ଚିତ୍ର ‘ରାମ ସେତୁ’ର ଶୁଟିଂ ଆରମ୍ଭ କରିଛନ୍ତି। ନିକଟରେ ଅକ୍ଷୟ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ...

ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ବେବୋ

ମୁମ୍ବାଇ,୨୧।୨: କରିନା କପୁର ଖାଁ ଏବଂ ଶୈଫ୍‌ ଅଲ୍ଲୀ ଖାଁ ପୁଣି ଥରେ ମାତାପିତା ହୋଇଛନ୍ତି। ରବିବାର ଭୋର୍‌ ୪ଟା ୪୫ରେ ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ...

ଆଲିଆ-ରଣବୀରଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

ଆଲିଆ ଭଟ୍ଟ-ରଣବୀର କପୁର ଟିକେ ମୌକା ପାଇଲେ ଏକାଠି ଲୋକଙ୍କ ନଜରକୁ ଆସୁଛନ୍ତି। ଏମିତିରେ ବି କିଛିଦିନ ତଳେ ଦୁହିଁଙ୍କ ବିବାହ ଖବର ନେଇ ଖୁବ୍‌...

ହାଲୱା- ଲଡୁ ସହ ପ୍ରଶଂସକ ତୁଳନା କଲେ ଦୀପିକା-ରଣବୀରଙ୍କୁ

ମୁମ୍ବାଇ: ବଲିଉଡ୍‌ର ଚାର୍ମିଂ କପୁଲ ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି...

ମନ୍ତ୍ରୀଙ୍କ ଝିଅକୁ ହୃଦୟ ଦେଇଥିଲେ ଏହି ଅଭିନେତା, ଆଉ ତା’ ପରେ

୧୯୭୬ ମସିହା ସେପ୍ଟେମ୍ବର ୩ରେ ବଲିଉଡ୍‌ ଅଭିନେତା ବିବେକ ଓବରୟ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ବିବେକ ତାଙ୍କ ପ୍ରଫେସନାଲ ଲାଇଫ୍‌କୁ ନେଇ ଯେତିକି ଚର୍ଚ୍ଚାରେ ରହୁଥିଲେ,...

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କାହିଁକି ଯୋଗ ଦେଇ ନ ଥିଲେ ଏକ୍ସ-ଗର୍ଲଫ୍ରେଣ୍ଡ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଦେଢମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଧୀରେ ଧୀରେ ଆତ୍ମହତ୍ୟା ମାମଲା ଜଟିଳ ହେବାରେ ଲାଗିଛି।...

ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ପାଟନା,୩୦।୧୦: ବଲିଉଡ୍‌ରେ ଏବେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରାଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି। ତେବେ ରାଜନୀତି ହେଉ କି...

Advertisement
Seven Jackpot


Archives

Model This Week