ଲତା ମଙ୍ଗେସକର ଅସୁସ୍ଥ

ମୁମ୍ବାଇ,୧୧।୧୧: ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ ମୁମ୍ବାଇର ବିଚ୍‌ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଓ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି। ୯୦ ବର୍ଷୀୟା ଲତା କିଛିଦିନ ହେବ ଅସୁସ୍ଥତା ଅନୁଭବ କରୁଥିବା ଖବର ମିଳିଛି। ସେପ୍ଟେମ୍ବର ୨୮, ୧୯୨୯ରେ ଜନ୍ମ ନେଇଥିବା ଲତା ବଲିଉଡ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ବଲିଉଡ୍‌ ନୁହେଁ ପାଖାପାଖି ୩୬ଟି ଭାଷାରେ ସେ ତାଙ୍କର ସୁମଧୁର କଣ୍ଠର ଯାଦୁରେ ଶ୍ରୋତା ତଥା ଦର୍ଶକଙ୍କୁ ମତୁଆଲା କରିଛନ୍ତି। ଏହି କୋକିଳ କଣ୍ଠି ଗାୟିକା ନାଇଟ୍‌ ଆଙ୍ଗଲ୍‌ ଭାବେ ବେଶ୍‌ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଇମ୍ଫାଲ୍‌,୨।୭: ମଣିପୁର ନୋନି ଜିଲାରେ ବୁଧବାର ରାତିରେ ହୋଇଥିବା ଭୂସ୍ଖଳନରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଶନିବାର ମଧ୍ୟାହ୍ନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଜବତ କରିଛି। ସେମାନଙ୍କ...

ଅଚଳନ୍ତି ନୋଟକୁ ସ୍ବୀକୃତି ଦେବା ଦାବିର ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୧।୩ : ବିମୁଦ୍ରୀକରଣରେ ଅଚଳ ହୋଇଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଗ୍ରହଣ କରିବାକୁ ଚାହୁଁଥିବା ପୃଥକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା...

ସ୍ବାମୀଙ୍କ ସହ ପୂଜା କରି ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା

  ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ପ୍ରିୟଙ୍କା ଚୋପ୍ରା...

ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର

ନୂଆଦିଲ୍ଲୀ,୧୪।୮: ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର...

୨ ମାସରେ ୧୬ ଜଣଙ୍କୁ ମାରିଲାଣି ଦନ୍ତା

ନୂଆଦିଲ୍ଲୀ,୨୪।୬: ହାତୀ ପଲରୁ ବିତାଡ଼ିତ ହେବା ପରେ ଏକ ଦନ୍ତା ଝାଡ଼ଖଣ୍ଡର ସନ୍ଥାଳ ପରଗାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗତ ଦୁଇ ମାସ ମଧ୍ୟରେ...

ସ୍କୁଟିରେ ମିନି ସ୍କୁଲ

ସାଗର,୨୯।୩: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା...

୨୦୨୨ ଅଗଷ୍ଟ ୧୫ ସୁଦ୍ଧା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚଳାଚଳ କରିବ ଟ୍ରେନ୍‌: ରେଳମନ୍ତ୍ରୀ

ନୂଆଦିଲ୍ଲୀ,୩।୧୦: ଆସନ୍ତା ୨୦୨୦ ଅଗଷ୍ଟ ୧୫ ସୁଦ୍ଧା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ କରିବ। ସେହିପରି କାମରୂପଠାରୁ କଚ୍ଛ ପର୍ଯ୍ୟନ୍ତ ମଧ୍ୟ ଟ୍ରେନ୍‌ ଯାତ୍ରା...

ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ...

Advertisement
Archives

Model This Week