ଲକ୍‌ଡାଉନ୍ ସମୟରେ ୯୦ ପ୍ରତିଶତ କମିଛି ହତ୍ୟା-ବଳାତ୍କାର ଭଳି ମାମଲା

ନୂଆଦିଲ୍ଲୀ,୬ ।୪: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସମୟରେ ହତ୍ୟା-ବଳାତ୍କାର ଭଳି ମାମଲାରେ ୯୦ ପ୍ରତିଶତ କମ୍ ସଂଖ୍ୟା ଦେଖାଯାଇଛି ବୋଲି କହିଛି ଦିଲ୍ଲୀ ପୋଲିସ । ଏହାସହ ଦୁର୍ଘଟଣା ମାମଲା ମଧ୍ୟ ୯୫ ପ୍ରତିଶତ କମ୍ ହୋଇଛି । ତେବେ ଲକ୍‌ଡାଉନ୍ ଉଲ୍ଲଂଘନ ଓ ଚୋରା ସାନିଟାଇଜର କାରବାର, ପୋଲିସ ସହ ମାଡପିଟ ମାମଲା ଏହି ସମୟରେ ଦେଖିବାକୁ ମିଳିଛି । ବିଶେଷ ଭାବେ ରାସ୍ତା ଉପରେ ପୋଲିସ ମୁତୟନ ରହିବାରୁ ଓ କରୋନା ଭୟରେ ଲୋକେ ଘର ବାହାରକୁ ଆସୁ ନ ଥିବାରୁ ଏସବୁ ମାମଲା ସଂଖ୍ୟା କମିଛି ବୋଲି ପୋଲିସ କହିଛି । ତେବେ ଚୋରୀ ଭଳି ମାମଲାର ଅଭିଯୋଗ ଅନ୍ ଲାଇନରେ କରିହେବ ବୋଲି ପୋଲିସ ମତ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ

ଭୁବନେଶ୍ୱର,୨୮।୫ (ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିଯୋଗୁ ସାମାଜିକ ତଥା ଆର୍ଥିକ ସ୍ଥିତି ବିଗିଡି ଯାଉଥିବାରୁ କଟକଣାରେ...

୨ ଯୁବକଙ୍କ ମଧ୍ୟରେ ବାହାଘର

ହାଇଦ୍ରାବାଦ,୨୦।୧୨: ହାଇଦ୍ରାବାଦର ଦୁଇ ସମଲିଙ୍ଗୀ ଯୁବକ ଶନିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେଲଙ୍ଗାନାରେ ଏହା ପ୍ରଥମ ସମଲିଙ୍ଗୀ ବିବାହ। ଅଭୟ ଡାଙ୍ଗେ(୩୪) ଏବଂ ସୁପ୍ରିୟୋ...

ସ୍କୁଲ ବସ୍‌ରେ ହୃଦ୍‌ଘାତ: ଛାତ୍ରଙ୍କ ମୃତ୍ୟୁ

ଭିନ୍ଦ୍‌ ,୧୭।୧୨: ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲାରେ ସ୍କୁଲ୍‌ ବସ୍‌ରେ ଯାଉଥିବା ଜଣେ ୧୨ ବର୍ଷର ଛାତ୍ର ହଠାତ୍‌ ମୂର୍ଚ୍ଛା ଯିବା ପରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ...

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ...

ଚାଇନା ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି, ସୀମା ବିବାଦକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩ ।୯: ଗତ ପ୍ରାୟ ୩ ବର୍ଷ ହେବ ଭାରତ-ଚାଇନା ସମ୍ପର୍କରେ ଖୁୂବ୍ ତିକ୍ତତା ଦେଖିବାକୁ ମିଳିଛି । ହେଲେ ଏବେ ଏହି ସମ୍ପର୍କକୁ ଠିକ୍...

ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୮।୧୨: ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଆଇନଜୀବୀ ତଥା ଆକ୍ଟିଭିଷ୍ଟ ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଲ୍‌ଗାର ପରିଷଦ-ମାଓବାଦୀ...

ହୋଟେଲର ୬ ଲକ୍ଷ ବାକି ପୈଠ କରି ନାହାନ୍ତି ରାହୁଲ: ସିପିଆଇଏମ୍‌…

କୋଚି,୩୧।୫: କେରଳ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କୋଲ୍ଲମ୍‌ଠାରେ ଏକ ହୋଟେଲରେ ରହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ହୋଟେଲର ବାକି ଟଙ୍କା...

ଗୁଜରାଟ ଦଙ୍ଗାର ସମସ୍ତ ମାମଲା ବନ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୩୦।୮ : ଗୁଜରାଟରେ ୨୦୦୨ ହୋଇଥିବା ଦଙ୍ଗା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟରେ ଗୋଟିଏ ମାମଲା ବିଚାରାଧୀନ...

Advertisement
Archives

Model This Week