ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର ସ୍ତର ଅସନ୍ତୁଳିତ ରହିଲା ତେବେ ତାହା ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟିକରିବା ଯଥେଷ୍ଟ ଆଶଙ୍କା ରହିଛି। ଆମେରିକୀୟ ବିଶେଷଜ୍ଞଙ୍କ ଦ୍ୱାରା ଏକ ସଦ୍ୟତମ ସର୍ଭେରୁ ଏକଥା ଜଣାପଡ଼ିଛି। ଦୀର୍ଘବର୍ଷ ଧରି ଡାଇବେଟିସ୍‌ରେ ପୀଡ଼ିତ ବ୍ୟକ୍ତିଙ୍କର ସୁଗାର ସ୍ତର ଯଦି ସନ୍ତୁଳିତ ନ ରହିଲା ତେବେ ଧୀରେ ଧୀରେ ତାହା ତାଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଏଚ୍‌ଆଇଭି ପରି ମାରାତ୍ମକ ଭୂତାଣୁ ବଂଶବିସ୍ତାର କରିବା ଯଥେଷ୍ଟ ଆଶଙ୍କା ରହିଛି। କାରଣ ସର୍ଭେ ସମୟରେ କେତେକ ଡାଇବେଟିସ୍‌ ରୋଗୀଙ୍କଠାରେ ଏଚ୍‌ଆଇଭି ଭାଇରସ ଦେଖିବାକୁ ମିଳିଥିଲା। ବାରମ୍ବାର ସୁଗାର ସ୍ତର ଅସନ୍ତୁଳିତ ରହିବା ଏହାର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କଠାରେ ଏପରି ସମସ୍ୟା ଦେଖାଯିବା ଆଶଙ୍କା ରହିଛି ବୋଲି ଆମେରିକୀୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଟନର କରୁଛନ୍ତି କି ଅଣଦେଖା, ଏହି ସହଜ ଉପାୟ ବଡ଼ ସମସ୍ୟାର କରିବ ସମାଧାନ

କୁହାଯାଏ ପ୍ରେମ ହେଉଛି ଏକ ଅନୁଭବ, ଯାହାକୁ କେବଳ ଅନୁଭବ କରିହୁଏ। ଯେତେବେଳେ ତୁମେ କାହା ସହିତ ସମ୍ପର୍କ ରଖୁଛ, ତୁମର ଅନେକ ଦାୟିତ୍ୱ ବଢ଼ିଥାଏ।...

ମେଡିକାଲ ଅକ୍ସିଜେନ୍‌

ଏବେ ଆମ ଦେଶରେ ମେଡିକାଲ ଅକ୍ସିଜେନ୍‌ର ସଙ୍କଟ ଯୋଗୁଁ ବହୁ କରୋନା ରୋଗୀ ମୃତ୍ୟୁର ଶିକାର ହେଉଛନ୍ତି। ଏପରିକି ସରକାର ବିଦେଶରୁ ୫୦ ହଜାର ମେଟ୍ରିକ...

ତ୍ୱଚାରେ ଏସବୁ ଜିନିଷ ଭୁଲରେ ମଧ୍ୟ କରନ୍ତୁ ନାହିଁ ବ୍ୟବହାର

ସୁନ୍ଦରତାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିିତ। ସମସ୍ତଙ୍କୁ ସୁନ୍ଦର ତ୍ୱଚାଟିଏ ଆବଶ୍ୟକ। ଏଥିଲାଗି ସେମାନେ ସବୁ ପ୍ରକାର ପ୍ରଚେଷ୍ଟା କରିଥାନ୍ତି। କେତେକ ତ୍ୱଚାରେ ମିଳୁଥିବା ମହଙ୍ଗା...

କେବଳ କନ୍ୟାର ସୌନ୍ଦର୍ଯ୍ୟ ନଦେଖି ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

ଖାଲି ପେଟରେ ଖାଆନ୍ତୁନି ଏସବୁ ଖାଦ୍ୟ : ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ...

କାକୁଡ଼ି ଖାଇଲେ କମ୍‌ ହୁଏ ଏସବୁ ରୋଗ ଆଶଙ୍କା

ଶରୀର ପାଇଁ ଫଳମୂଳ କେତେ ଉପକାରୀ, ତାହା କହିବା ଅନାବଶ୍ୟକ। ତନ୍ମଧ୍ୟରୁ ଜଳୀୟ ଅଂଶ ଭରି ରହିଥିବା କାକୁଡ଼ି ଅନ୍ୟତମ। ଏହାବ୍ୟତୀତ ଏଥିରେ ଭିଟାମିନ୍‌ ବି,...

ରୋଷେଇ ଘରୁ ଦୁର୍ଗନ୍ଧ ଆସିଲେ ଆପଣାନ୍ତୁ କିଛି ଘରୋଇ ଉପଚାର

ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍‌। କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଚାଲି...

ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି ହୋଇଥାନ୍ତି ସବୁଠାରୁ ଅଧିକ ଧନୀ, ଭାଗ୍ୟ ଯୋଗୁ ଯାହା ଚାହାନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କିଛି ରାଶି ଏପରି ଅଛି, ଯେଉଁଥିରେ ଜନ୍ମିତ ବ୍ୟକ୍ତିବିଶେଷଙ୍କ ଭିତରେ ଧନୀ ହେବାର ଇଚ୍ଛା ରହିଥାଏ। ଏଥିପାଇଁ ଏମାନେ ପ୍ରୟାସ ମଧ୍ୟ କରିଥାନ୍ତି।...

Advertisement
Archives

Model This Week