ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ୍‌

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର ସ୍ତର ଅସନ୍ତୁଳିତ ରହିଲା ତେବେ ତାହା ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟିକରିବା ଯଥେଷ୍ଟ ଆଶଙ୍କା ରହିଛି। ଆମେରିକୀୟ ବିଶେଷଜ୍ଞଙ୍କ ଦ୍ୱାରା ଏକ ସଦ୍ୟତମ ସର୍ଭେରୁ ଏକଥା ଜଣାପଡ଼ିଛି। ଦୀର୍ଘବର୍ଷ ଧରି ଡାଇବେଟିସ୍‌ରେ ପୀଡ଼ିତ ବ୍ୟକ୍ତିଙ୍କର ସୁଗାର ସ୍ତର ଯଦି ସନ୍ତୁଳିତ ନ ରହିଲା ଏବଂ ମେଦବହୁଳତା ସମସ୍ୟା ଲାଗି ରହିଲା ତେବେ ତାହା ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଏଚ୍‌ଆଇଭି ପରି ମାରାତ୍ମକ ଭୂତାଣୁ ବଂଶବିସ୍ତାର କରିବା ଯଥେଷ୍ଟ ଆଶଙ୍କା ରହିଛି। କାରଣ ସର୍ଭେ ସମୟରେ କେତେକ ଡାଇବେଟିସ୍‌ ରୋଗୀଙ୍କଠାରେ ଏଚ୍‌ଆଇଭି ଭାଇରସ ଦେଖିବାକୁ ମିଳିଥିଲା। ବାରମ୍ବାର ସୁଗାର ସ୍ତର ଅସନ୍ତୁଳିତ ରହିବା ଏହାର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କଠାରେ ଏପରି ସମସ୍ୟା ଦେଖାଯିବା ଆଶଙ୍କା ରହିଛି ବୋଲି ଆମେରିକୀୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି ପୁରୁଷ ବଞ୍ଚାଇ ରଖିପାରନ୍ତି ପ୍ରେମକୁ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ...

ସୁସ୍ଥ ପରିବେଶ ଓ ଦୀର୍ଘାୟୁ ଜୀବନ

ସାରା ବିଶ୍ୱରେ ଦୈନନ୍ଦିନ ଜଳବାୟୁର ପରିବର୍ତ୍ତନ ସହ ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଆଜିର ଜନତା ଆଧୁନିକତା ପ୍ରତି ମାତ୍ରାଧିକ ଆକୃଷ୍ଟ ହେବା...

ଚଣାଡାଲି କଟଲେଟ୍‌

ଆବଶ୍ୟକ ସାମଗ୍ରୀ: ଭିଜା ହୋଇଥିବା ଚଣାଡାଲି ଏକକପ୍‌, ହଳଦୀ ଛୋଟ ଚାମଚ, ଲଙ୍କାଗୁଣ୍ଡ ପାଉଡର ଏକ ଛୋଟ ଚାମଚ, କଞ୍ଚାଲଙ୍କା ଦୁଇଟି, ରସୁଣ ୨-୩ଟି କୋଲା,...

ଅନେକ ରୋଗରୁ ମୁକ୍ତି ଦିଏ କେଶର

ଫୁଲର କେଶର ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣନ୍ତି। ତେବେ ସ୍ବାଦ ଏବଂ ସୌନ୍ଦର୍ଯ୍ୟ କଥା ଉଠିଲେ ସର୍ବପ୍ରଥମେ କେଶରର ନାମ ଆସିଥାଏ। ଏହି କେଶର ଅନେକ...

ଭଲ ନୁହେଁ ବେଶି ଲାଜ

କଥାରେ ଅଛି ଲାଜ ନାରୀର ଭୂଷଣ। ଲାଜ କେତେବେଳେ ପ୍ରେମ ତ କେତେବେଳେ ଶ୍ରଦ୍ଧା ଆଉ ସମ୍ମାନ। ଲାଜ ପୁଣି ବେଳେବେଳେ ପାଲଟେ ଅନୁଶାସନ। ନାରୀ...

ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପଚାର

କେତେକଙ୍କର ମୁହଁରେ ଅନାବଶ୍ୟକ ସ୍ଥାନରେ ଲୋମ ଉଠିଥାଏ। ମୁହଁକୁ ସୁନ୍ଦର କରିବା ପାଇଁ ଏହି ଅନାବଶ୍ୟକ ଲୋମକୁ ସଫା କରିବାକୁ ସମସ୍ତେ ପାର୍ଲର ଯାଇଥାନ୍ତି ।...

ଘରେ ଏହି ୪ ଗଛ ଲଗାଇବା ବହୁତ ଶୁଭ: ରୋଗ- ଧାରଉଧାରରୁ ମିଳେ ମୁକ୍ତି; ବଢ଼ିଥାଏ ସୁଖ ସମୃଦ୍ଧି

ଆଜିକାଲି ଅଧିକାଂଶ ଲୋକ ଘରେ ଗଛଲତା ରଖିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଘରର ବାତାବରଣ ସ୍ବଚ୍ଛ ହେବା ସହ ସକରାତ୍ମକ ଉର୍ଜା ଆସିଥାଏ। ବାସ୍ତୁ ଶାସ୍ତ୍ର...

ଆରିସା ପିଠା

ଆବଶ୍ୟକ ସାମଗ୍ରୀ – ଚାଉଳ ୧ କିଗ୍ରା, ଗୁଡ଼ ୭୫୦ ଗ୍ରାମ୍‌, ଘିଅ କିମ୍ବା ତେଲ ୧ ଲିଟର। ପ୍ରସ୍ତୁତି- ଚାଉଳକୁ ୪ରୁ ୫ ଘଣ୍ଟା...

Advertisement
Archives

Model This Week