Posted inଜାତୀୟ

ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ି ୫ ଆହତ

କୋଲକାତା,୫।୧: ପଶ୍ଚିମବଙ୍ଗର ବଦ୍ଧର୍ର୍ମାନ ରେଳଷ୍ଟେଶନ ସମ୍ମୁଖ ଭାଗ ବିଲ୍ଡିଂ ଶନିବାର ରାତିରେ ଆଂଶିକ ଭୁଶୁଡ଼ି ପଡ଼ିବାରୁ ୫ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଅନେକେ ଭଗ୍ନସ୍ତୂପ ତଳେ ଚାପିହୋଇ ରହିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ବିଲ୍ଡିଂର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଲିସ, ରେଲଓ୍ବେ ଓ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଗାଇଡଲାଇନ ନ ମାନିଲେ ବନ୍ଦ ହେବ ନିର୍ବାଚନୀ ରାଲି

ନୂଆଦିଲ୍ଲୀ, ୧୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବାକୁ...

ଏଥର କଶ୍ମୀର ଗସ୍ତ କରିପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ଉତ୍ତେଜନା ପରିସ୍ଥିତିକୁ ଲକ୍ଷ୍ୟ କରି ସେଠାରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଥିଲା। ସେଠାକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ମଧ୍ୟ...

ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ ମାର୍ଚ୍ଚ ୧୧ରେ…

ଲଦାଖ,୧୦।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ...

କରୋନା ସ୍ଥିତିରେ ସୁଧାର ଆସିବା ପରେ ଚାଇନାରେ ପୁଣି ଖୋଲିଲା ଫିଲ୍ମ ହଲ୍‌, ରିଲିଜ୍‌ ହେବ ପୁରୁଣା ହିଟ୍‌ ଫିଲ୍ମ

ବେଜିଂ: କରୋନା ଭାଇରସ୍‌ ଚାଇନାର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା। ଫଳରେ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ...

୪୫୦୦୦ ଭୋଟରେ ଜିତିଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୦।୩: ନିର୍ବାଚନରେ ଜିତିଲେ ଆମ ଆଦମୀ ପାର୍ଟିର ଭଗଓ୍ବନ୍ତ ମାନ। ପଞ୍ଜାବର ଧୁରି ବିଧାନସଭା ଆସନରୁ ବିପୁଳ ଭୋଟରେ ସେ ବିଜୟ ଲାଭ କରିଛନ୍ତି। ଭଗଓ୍ବନ୍ତଙ୍କୁ...

ମହାରାଷ୍ଟ୍ରର ହିଂସା ପଛରେ ସୋସିଆଲ ମିଡିଆ

ମୁମ୍ବାଇ, ୧୭।୧୧: ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସାକୁ ନେଇ ସୋସିଆଲ ମିଡିଆରେ କେତେକ ମିଛ ଖବର ପ୍ରସାରିତ ହୋଇଥିଲା। ଏହାକୁ ନେଇ ଗତ ୧୨ ତାରିଖରେ ମହାରାଷ୍ଟ୍ରର...

ଭାରତୀୟ ସେନାଙ୍କ ମାନବିକତା: ବଞ୍ଚାଇଲେ ଚାଇନା ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ,୫।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢୁଥିବା ବେଳେ ଚାଇନା ଏବେ ଯୁଦ୍ଧ କରିବା ଲକ୍ଷ୍ୟରେ ରହିଛି। ହେଲେ ଏତେ ପରେ ବି ଚାଇନା...

ଏଏପି ଟୋପି ପିନ୍ଧି ସ୍ତ୍ରୀଙ୍କ ସହିତ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଅବସରରେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ପାଣ୍ଡବ ନଗରର ଏମ୍‌ସିଡି ସ୍କୁଲସ୍ଥିତ ମତଦାନ...

Advertisement
Archives

Model This Week