ରେଳଧାରଣାରେ କଟି ଦାଦନ ମୃତ : ପରିବାରକୁ ସହାୟତାର ହାତ ବଢ଼ାଇଲା ଜିଲା ପ୍ରଶାସନ

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ କସାବାହିର ଦିବାକର ହରିଜନ (୩୫) ଅଗଷ୍ଟ ୩ ତାରିଖ ଦାଦନ ଘଟିବାକୁ ଟ୍ରେନ ଯୋଗେ ଗୁଜୁରାଟ ଯାଉଥିଲେ। ତେବେ ୫ ତାରିଖ ସକାଳେ ବରଦଲି ଷ୍ଟେଶନରେ ଟ୍ରେନରୁ ପଡି ତାଙ୍କର ମୃତ୍ୟୁ ଘଟିଥିଲା। ଦିବାକରଙ୍କ ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ମୃତଦେହ ଗାଁକୁ ଅଣାଯାଇପାରି ନ ଥିଲା। ଏ ନେଇ ଜିଲା ପ୍ରଶାସନ ଜାଣିବା ପରେ ଦିବାକରଙ୍କ ପରିବାରକୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନବାର ଗାଁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଗଲା

ବରଗଡ଼ ଅଫିସ୍‌,୧୮।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁକୁ ନେଇ ସବୁଆଡ଼େ ଭୟ ଘାରିଛି । ଏହାକୁ ପ୍ରତିହତ କରିବା ପାଇଁ ସଚେତନତା, ସତର୍କତା ହିଁ ଏକମାତ୍ର ମାଧ୍ୟମ...

ଓଲଟିଲା ଯାତ୍ରାପାର୍ଟି ବସ୍‌, ୧୦ରୁ ଅଧିକ ଆହତ

କାମାକ୍ଷାନଗର,୧୨ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ମହାବିରୋଡ୍‌ ଫାଣ୍ଡି ଜରଡ଼ା ଘାଟିରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି...

ରଖେ ଯାହାକୁ ହରି…

ଦାରିଙ୍ଗବାଡ଼ି,୧୨।୫(ଡି.ଏନ୍‌.ଏ.): ରଖେ ହରି ତୋ ମାରେ କିଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ତିନିଛକ ବଜାର ଉପରେ। ଦାରିଙ୍ଗବାଡ଼ି ତିନିଛକ ବଜାର ଉପରେ...

 ୮ ମାସ ହେଲା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଅଚଳ

କଣ୍ଟାମାଳ,୨୫ା୩ (ଡି.ଏନ.ଏ.) ବୌଦ୍ଧ ଜିଲା ଘିକୁଣ୍ଡି ପଞ୍ଚାୟତର ଆମ୍ବଗହଣାରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଏଠିକାର ଜଳଯୋଗାଣ ବ୍ୟବସ୍ଥା ଅଚଳ ହୋଇ ପଡିଥିଲେ...

ଖାଦ୍ୟ ନଁ।ରେ ଚାଲିଛି ରୋଗ ବିକ୍ରି

ଅନୁଗୋଳ ଅଫିସ, ୯ା୧୦ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମାସ ଧରି ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟଫୁଡ ଓ ବିଭିନ୍ନ ଚଟ୍‌ପଟା ଖାଦ୍ୟ ବିକ୍ରି...

ମଦ ଦେବାକୁ ମନାକଲେ ବାର କର୍ମଚାରୀ, ପରେ…

ପୁରୁଷୋତ୍ତମପୁର,୧୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା କରୁଣା ବାର୍‌ରେ ଶନିବାର ରାତିରେ ୩ ଜଣ ଯୁବକ ପହଞ୍ଚତ୍ ମଦ୍ୟପାନ କରିବାକୁ କହିଥିଲେ। ମାତ୍ର...

ମାଲକାନଗିରିରେ ଭୂକମ୍ପ, ଜିଲାବାସୀ ଆତଙ୍କିତ

ମାାଲକାନଗିରି, ୨୧।୩(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ଭୂତାଣୁ ରୋଗ ସମ୍ବନ୍ଧରେ ରାଜ୍ୟବାସୀ ଆତଙ୍କିତ ଥିବା ବେଳେ ଶନିବାର ମାଲକାନଗିରି ଜିଲାରେ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି। ଏହାକୁ...

ୱାର୍ଡମେମ୍ବରଙ୍କୁ ମାଓବାଦୀଙ୍କ ନଁ।ରେ ଧମକପୂର୍ଣ୍ଣ ଚିଠି

ଦାରିଙ୍ଗବାଡ଼ି,୨୯।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗ୍ଳୁଡା ଗ୍ରାମର ୯ ନଂ. ୱାର୍ଡମେମ୍ବର ବୁଗିରା ପ୍ରଧାନଙ୍କୁ ମାଓବାଦୀଙ୍କ ନଁ।ରେ ଧମକ ପୂର୍ଣ୍ଣ ଚିଠି ମିଳିଛି। ଗତ ୧୭...

Advertisement
Archives

Model This Week