Posted inଫୁରସତ

ରେକର୍ଡ କଲା ହୀରାର ପଦ୍ମଫୁଲ ପରି ମୁଦି

ସୁରଟର ଦୁଇ ଗହଣା ନିର୍ମାତା ବିଶାଳ ଓ ଖୁସ୍‌ବୁ ଅଗ୍ରଓ୍ବାଲ ଏକ ଖାସ୍‌ ଗହଣା କରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଗହଣାଟି ହେଉଛି ହୀରାର ଏକ ମୁଦି। ୧୮ କ୍ୟାରେଟ୍‌ ରୋଜ୍‌ ଗୋଲ୍ଡରେ ନିର୍ମିତ ଏହି ମୁଦିରେ ୬,୬୯୦ଟି ହୀରା ଖଚ୍ଚିତ ହୋଇଛି। ଆଉ ଏହା ପଦ୍ମ ଫୁଲ ଆକୃତିର ଅଟେ। ଏଥିରେ ୪୮ଟି ହୀରା ଖଚ୍ଚିତ ପାଖୁଡା ରହିଛି। ଏହାର ମୂଲ୍ୟ ୨୮ କୋଟି । ୫୮ ଗ୍ରାମ ବିଶିଷ୍ଟ ଉକ୍ତ ମୁଦିକୁ ତିଆରି କରିବା ପାଇଁ ୬ ମାସ ସମୟ ଲାଗିଥିଲା। ଉକ୍ତ ମୁଦି ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଜଳ ସଂରକ୍ଷଣର ବାର୍ତ୍ତା ଦେବା। ଯେହେତୁ ପଦ୍ମ ହେଉଛି ଜଳରେ ହେଉଥିବା ସବୁଠୁ ସୁନ୍ଦର ଫୁଲ ତେଣୁ ଏହା ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା ଦେବାକୁ ସେମାନେ ଉଚିତ ମଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହିଠାରେ ନିର୍ମାଣ ହେଉଛି ଦେଶର ସବୁଠୁ ସୁନ୍ଦର ବ୍ରିଜ୍‌, ଖର୍ଚ୍ଚ ହେବ ୨୫୦ କୋଟିରୁ ଅଧିକ

ତାମିଲନାଡୁରେ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଲ୍‌ଓ୍ବେ ସି’ ବ୍ରିଜ୍‌ ନିର୍ମାଣ ଚାଲିଛି। ଏହି ବ୍ରିଜ୍‌ର ନାମ ନ୍ୟୁ ପମ୍ବନ। ଏହି ବ୍ରିଜ୍‌ ଆସନ୍ତା ମାର୍ଚ୍ଚରେ...

ପାଣିରେ ବୁଡ଼ି ଯାଉଥିଲେ ପୁଅ, ସୁପରହିରୋ ସାଜି ଏମିତି ଜୀବନ ବଞ୍ଚାଇଲେ ବାପା; ଭିଡିଓ ଦେଖିଲେ…

ଜୀବନରେ ଅନେକ ଘଟଣା ଘଟିଥାଏ। ସାମାନ୍ୟ ଭୁଲ୍‌ରୁ ବଡ଼ ବଡ଼ ଦୁର୍ଘଟଣା ଘଟେ। ଯଦି ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ନିଆଯାଏ, ତେବେ ଯେତେ ବଡ଼...

ଅଧିକ ବୁଦ୍ଧିମାନ ହୁଅନ୍ତି ରାତିରେ ଡେରିରେ ଶୋଉଥିବା ଲୋକେ…

ବୌଦ୍ଧିକସ୍ତର ବ୍ୟକ୍ତିର ଖାଦ୍ୟ ଗ୍ରହଣଶୈଳୀ ଶୋଇବା ସମୟ ଉପରେ ନିର୍ଭର କରେ ବୋଲି ପୂର୍ବରୁ କୁହାଯାଉଥିଲା। ତେବେ ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ...

ପର୍ଯ୍ୟଟକଙ୍କ କାର ଡୋର୍‌କୁ ମୁହଁରେ ଖୋଲିଦେଲା ସିଂହ, ଆଉ ତା’ ପରେ…

ସିଂହ ପରି ଭୟାନକ ପ୍ରାଣୀ ଟିଭିରେ ହେଉ କି ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ହେଉ, ଯେଉଁଠି ବି ଦେଖିଲେ ମଣିଷ ସମାନ ପ୍ରକାରର ଭୟ...

ବରଦାନ ସାବ୍ୟସ୍ତ ହୋଇପାରେ ଆଣ୍ଟିବଡିଜ୍‌

ନ୍ୟୁୟର୍କ: କରୋନା ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା କ’ଣ ଏହି ମହାମାରୀ ସହ ଲଢ଼ିବାରେ ସହାୟକ ହେବ? କରୋନାର ଭୟାବହତା ଆଗରେ...

ଏହି ଦେଶରେ ଟିଭି ଦେଖିବା ପାଇଁ ବି ନେବାକୁ ପଡ଼େ ସରକାରଙ୍କ ଅନୁମତି

ଆଜିକାଲି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାବେଳେ ଆଫ୍ରିକାର ଇରିଟ୍ରିଆ କିନ୍ତୁ ଆଧୁନିକତାଠାରୁ ବହୁ ଦୂରରେ। ହାତପାହାନ୍ତାରେ ଲୋକେ ସବୁ ସୁବିଧା ପାଉଥିବାବେଳେ ଇରିଟିଆରେ ଏଟିଏମ୍‌...

ମୋତେ ପରିଚୟ ଦେଇଛି ଓଡ଼ିଶା କଳାସଂସ୍କୃତି: ବିଶ୍ୱରଞ୍ଜନ

ନିର୍ଜୀବ ପଥର ତାଙ୍କ ନିହଣ ସ୍ପର୍ଶରେ ହୋଇଉଠେ ଜୀବନ୍ତ। ଚିଲିକା କୂଳରେ ପ୍ରାକୃତିକ ଶୋଭାର ଭଣ୍ଡାରକୁ ଦେଖି ସେ ବିଭୋର ହୋଇପଡ଼ନ୍ତି। ଏଇଠି ବସି ସେ...

ସନ୍ୟାସୀ ଦୀକ୍ଷା ନେଲେ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ୮ ବର୍ଷର ଝିଅ

ସୁରତ,୧୮।୧: ଗୁଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ...

Advertisement
Archives

Model This Week