ରୁଷ ସେନାର କ୍ୟାଡେଟ ଗାଇଲେ ‘ଏ ଓ୍ବତନ.. ତେରୀ କସମ୍‌’

ମସ୍କୋ,୩୦।୧୧: ଭାରତର ଦେଶଭକ୍ତି ଗୀତକୁ ଗାଇ ଝୁମିଲେ ରୁଷ ସେନା। ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ସେନାର କ୍ୟାଡେଟମାନେ ଭାରତର ଦେଶଭକ୍ତି ସଙ୍ଗୀତ ‘ଏ ଓ୍ବତନ.. ଏ ଓ୍ବତନ, ହମକୋ ତେରି କସମ୍‌ ଗୀତ ଗାଇଛନ୍ତି। ଏହି ଗୀତ ବଲିଉଡ୍‌ ଫିଲ୍ମ ‘ଶହୀଦ’ର ଗୀତ। ୨୭ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୁଷ ସେନାଙ୍କ ସହ ଭାରତୀୟ ଦୂତାବାସର ସେନା ପରାମର୍ଶଦାତା ମଧ୍ୟ ନଜର ଆସିଛନ୍ତି। ୧୯୬୫ରେ ଫିଲ୍ମ ଶହୀଦ ରିଲିଜ୍‌ ହୋଇଥିଲା। ଭଗତ ସିଂହଙ୍କ ଜୀବନି ଉପରେ ଏହି ଫିଲ୍ମଟି ଆଧାରିତ ହୋଇଥିବା ବେଳେ ଏଥିରେ କଣ୍ଠଦାନ କରିଥିଲେ ସ୍ବନାମଧନ୍ୟ ଗୀତିକାର ମହମ୍ମଦ ରଫି। ଏଥିସହ ଉକ୍ତ ଗୀତକୁ ୧୩ଟି ନ୍ୟାସନାଲ ଆଓ୍ବାର୍ଡ ମଧ୍ୟ ମିଳଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି ଆମେରିକା

ଓ୍ବାଶିଂଟନ,୨୭ା୧: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ପରିସ୍ଥିତି ଉପରେ ସେ ତୀକ୍ଷ୍ଣ ନଜର ରଖିଛି ବୋଲି ଆମେରିକା କହିଛି। ଆମେରିକାର...

ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କଲେ ରୁମ୍‌ମେଟ୍‌

ଓ୍ବାଶିଂଟନ୍‌, ୭ା୧୦: ଆମେରିକାର ଇଣ୍ଡିଆନାରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବରୁଣ ମନୀଷ ଛେଡ଼ା (୨୦)। ବରୁଣଙ୍କୁ ତାଙ୍କ ରୁମ୍‌ମେଟ୍‌...

କିଶିଶେ ସହର ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢାଇଲେ କଙ୍ଗୋ ସରକାର

କିଂଶାସା,୬ ।୧୨: କଙ୍ଗୋ ସହର କିଶିଶେରେ ଗତ ସପ୍ତାହରେ ହୋଇଥିବା ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି । ସମାଚାର ଏଜେନ୍ସି ରୟଟର୍ସର ସୂଚନା ଅନୁଯାୟୀ,...

ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ନିଜକୁ ଦଣ୍ଡ ଦେଲେ ମେୟର: ମହିଳାଙ୍କ ପୋଷାକ ପିନ୍ଧି ବୁଲିଲେ

ମେକ୍ସିକୋ ସିଟି,୬।୮: ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ଜଣେ ମେୟର ନିଜକୁ ଦଣ୍ଡ ଦେଇଛନ୍ତି। ସେ ସର୍ବସାଧାରଣ ସ୍ଥଳରେ ମହିଳାଙ୍କ ପୋଷାକ...

ମଦ ବୋତଲରେ ଗାନ୍ଧିଜୀଙ୍କ ଛବି

ଜେରୁଜେଲମ୍‌,୪ା୭(ପି.ଟି.): ଇସ୍ରାଏଲ୍‌ର ୭୧ତମ ସ୍ବାଧୀନତାର ସ୍ମାରକୀ ସ୍ବରୂପ ସ୍ଥାନୀୟ ଏକ କମ୍ପାନୀ ଏହାର ମଦବୋତଲରେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ବିବାଦୀୟ ହୋଇପଡ଼ିଛି। ଏହାଦ୍ୱାରା ଭାରତ...

ତାଲିବାନ ପୁଣି ଦଖଲ କଲା ଆଉ ୩ସହର: ବିଶ୍ୱର ସହାୟତା ଲୋଡିଲେ ଏହି କ୍ରିକେଟର

କାବୁଲ,୧୧।୮: ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଫଗାନିସ୍ତାନ ସେନାଙ୍କୁ ତାଲିବାନଙ୍କ ସହ ମୁକାବିଲା କରିବା ଏବେ କଷ୍ଟକର ହୋଇପଡ଼ିଛି। କାରଣ ଗତ ୩ରୁ୪...

ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର...

୬୭ ବର୍ଷ ପରେ ଆମେରିକାରେ ଜଣେ ମହିଳାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ୍‌,୨୦।୧୦: ୧୯୫୩ ପରେ ପ୍ରଥମଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଘୋଷଣା କରାଯାଇଛି। ସେ ଜଣେ ମହିଳା। ତାଙ୍କ ନାମ ଲିସା...

Advertisement
Archives

Model This Week