ରିଲ୍‌ରେ ଦେଖାଦେବେ ରିୟଲ ଲାଇଫ୍‌ର ପିତାପୁତ୍ର ଯୋଡି

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖୁବ୍‌ କମ୍‌ ସମୟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଟାଇଗର ଶ୍ରଫ ଏବେ ତାଙ୍କ ଆଗାମୀ ଫିଲ୍ମ ‘ବାଗି ୩’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଜରିଆରେ ଟାଇଗର ତାଙ୍କ ଫ୍ୟାନମାନଙ୍କୁ ସରପ୍ରାଇଜ୍‌ ଦେବେ ବୋଲି ଶୁଣିବାକୁ ମିଳିଛି। କାରଣ ପ୍ରଥମଥର ଲାଗି ଏହି ଫିଲ୍ମରେ ଟାଇଗରଙ୍କ ସହ ପିତା ଜ୍ୟାକି ଶ୍ରଫ ମଧ୍ୟ ନଜର ଆସିବେ ବୋଲି ଗୁରୁବାର ଫିଲ୍ମ ନିର୍ମାତା ଘୋଷଣା କରିଥିବା ସୂଚନା ମିଳିଛି। ଏଥିରେ ଜ୍ୟାକି ପିତା ଭୂମିକାରେ ନଜର ଆସିବେ। ପ୍ରଯୋଜକ ସାଜିଦ ନାଡିୟାଡଓ୍ବାଲାଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅହମ୍ମଦ ଖାଁ। ଟାଇଗର ବଲିଉଡ୍‌ରେ ଡେବ୍ୟୁ କରିବା ଦିନଠାରୁ ତାଙ୍କର ପ୍ରଶଂସକମାନେ ତାଙ୍କୁ ଜ୍ୟାକିଙ୍କ ସହ ଦେଖିବାକୁ ଚାହୁଁଥିଲେ। ହେଲେ ସେମିତି ଚରିତ୍ର ନ ମିଳିଲେ ଏମାନେ ଅଭିନୟ କରିବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା। ଏବେ ଏହି ପିତାପୁତ୍ରଙ୍କ ଯୋଡିକୁ ଦେଖିବାକୁ ଦର୍ଶକେ ଅପେକ୍ଷା ରଖିଛନ୍ତି। ଏହି ଫିଲ୍ମରେ ଏମାନଙ୍କ ବ୍ୟତୀତ ଶ୍ରଦ୍ଧା କପୁର ଓ ଅଙ୍କିତା ଲୋଖଂଡେଙ୍କୁ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ...

ସଞ୍ଜୟଙ୍କ ଖଳନାୟକ ଭୂମିକାକୁ ବେଶ ପସନ୍ଦ କରନ୍ତି ଦର୍ଶକ, ‘ପାନିପତ୍‌’ରେ ସେମିତି କିଛି ରୂପରେ ଆସିବେ ନଜର

ବମ୍ବେ: ଦର୍ଶକଙ୍କୁ ସଞ୍ଜୟଙ୍କ ଖଳନାୟକ ଭୂମିକା ବେଶ୍‌ ପସନ୍ଦ ଆସିଥାଏ। ବିଗତ ଦିନରେ ରିଲିଜ ହୋଇଥିବା ଫିଲ୍ମ ‘ଖଳନାୟକ’, ‘କାରତୁସ୍‌’, ‘ବାସ୍ତବ’, ‘କାଣ୍ଟେ’, ‘ପ୍ଲାନ୍‌’, ‘ମୁସାଫିର’...

ଅମିତାଭଙ୍କ ଦୀପାବଳି ପାର୍ଟି : ସାମିଲ ହୋଇଥିଲେ ଏହିସବୁ ଅଭିନେତ୍ରୀ, ଅଭିନେତା

ମୁମ୍ବାଇରେ ବିଗ୍‌ ବି ଅମିତାଭ ବଚ୍ଚନ ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ, ଅଭିନେତାଙ୍କ ସହ ଜଣାଶୁଣା...

‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଗୁରୁବାର ଶେୟାର କରିଛନ୍ତି ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ। ସେ ତାଙ୍କ ଇନଷ୍ଟାଗ୍ରାମ...

ଭୋର୍‌ ୩ଟା ୩୦ରେ ହୋଇଥିଲା ସୁଶାନ୍ତ ସିଂଙ୍କ ମୃତ୍ୟୁ !

ମୁମ୍ବାଇ, ୧୯।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ଏକମାସରୁ ଅଧିକ ଦିନ ବିତିଛି। ବର୍ତ୍ତମାନ ସୁଦ୍ଧା ବହୁ ଲୋକଙ୍କୁ ପୋଲିସ ପକ୍ଷରୁ...

ଆଲିଆଙ୍କ ଚପଲର ଦାମ୍‌ କେତେ ଜାଣନ୍ତି…

ଫିଲ୍ମ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି...

ରିତେଶ୍‌ ଜେନେଲିୟାଙ୍କୁ ୨ଥର କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୧ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ...

ହଟ୍‌ ବିକିନି ପିନ୍ଧିବା ପଡିଲା ମହଙ୍ଗା: ଅଭିନେତ୍ରୀ ବାଣୀ କପୁରଙ୍କ ନାଁରେ ମାମଲା ରୁଜୁ

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁର ବିବାଦରେ ଫଶିଯାଇଛନ୍ତି। ବାଣୀଙ୍କ ଏକ ଫଟୋକୁ ନେଇ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ନିକଟରେ ନିଜ ଇନଷ୍ଟାଗ୍ରାମରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *