ରିଲିଜ୍ ହେଲା ‘ମିର୍ଜାପୁର-୨’ର ଟ୍ରେଲର

ମୁମ୍ବାଇ: ବେଶ କିଛିଦିନର ଅପେକ୍ଷା ପରେ ଶେଷରେ ଏହାର ଅନ୍ତ ଘଟାଇ ରିଲିଜ୍ ହୋଇଛି ବଲିଉଡ୍ ମୁଭି ‘ମିର୍ଜାପୁର-୨’ର ଟ୍ରେଲର । ଆମାଜନ ପ୍ରାଇମ ଭିଡିଓରେ ଏହାର ଟ୍ରେଲର ରିଲିଜ୍ ହୋଇଛି । ମିର୍ଜାପୁରର କାହାଣୀ ଡ୍ରଗ୍ସ ମାଫିଆ କାଲେନ ଭାଇ ଓ ପୂର୍ବ ଉତ୍ତର ପ୍ରଦେଶର ଟେଟ୍ଟୁଲରର ଛୋଟ ସହରରେ ତାଙ୍କର ବଦମାସୀ ପରର କାହାଣୀ । ଏହା ରୋମାନ୍ସ, ଆକ୍ସନ ଓ ବହୁମାତ୍ରାରେ ଅପମାନଜନକ ଭାଷାର ଏକ ମିଶ୍ରଣ ବୋଲି କୁହାଯାଉଛି । ଏହାର ସିଜିନ-୧ରେ ପ୍ରମୁଖ କାହାଣୀ(ବବଲୁ ପଣ୍ଡିତ ଓ ସ୍ୱିଟି ଗୁପ୍ତା)ଙ୍କ ସହ ଏକ ଭାବନାତ୍ମକ ଢଙ୍ଗରେ ଶେଷ ପୋଇଥିଲା । ସିଜନ-୨ରେ ପରିବର୍ତ୍ତନ ହୋଇଛି ଓ ଏହା ରାଜନୀତି ଉପରେ ରହିବ ବୋଲି କୁହାଯାଉଛି । କାରଣ ମୃତ ବ୍ୟକ୍ତିଙ୍କ ସହଯୋଗୀ ଗୋଲୁ ଓ ଗୁଡ୍ଡୁ କାଲେନ ଭାଇ, ମୁନ୍ନା ଓ ଏମାନଙ୍କ ବଦମାସୀକୁ ନେଇ ହତିଆର ଉଠାଇବେ । ଅଭିନେତ୍ରୀ ଶ୍ରେୟା ପିଲଗାଓଁକର ଯିଏ ସିଜନ-୧ରେ ସ୍ୱିଟି ଭୂମିକାରେ ଦେଖାଦେଇଥିଲେ ନିକଟରେ ସେ ତାଙ୍କ ଭୂମିକାକୁ ନେଇ ଏକ ମର୍ମସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମ ପେଜରେ ଏକ କୋଲାଜ ଶେୟାର କରିଛନ୍ତି । ଅଭିନେତ୍ରୀ ଲେଖିଛନ୍ତି, ପରଦାରେ ଚିତ୍ରିତ ଚରିତ୍ର ଗୁଡିକ ପାଇଁ ଜଣେ କଳାକାର ପାଇଁ ବଡ ପୁରସ୍କାର କିଛି ନାହିଁ । ସ୍ୱିଟି ଗୁପ୍ତା ଯାହା କଳ୍ପନା କରିଥିବେ ତା’ଠାର ଅଧିକ ମୋତେ ମିଳିଛି । ମୋତେ ଏତିକି କହିବାର ଅଛି ମିର୍ଜାପୁର-୨ ଘୋଷଣା ହେବା ପରେ ମୋତେ ବହୁତ ମିସ୍ ୟୁ ମେସେଜ ଆସୁଛି । ଏସବୁ କେବଳ ଆପଣଙ୍କ ଭଲପାଇବା ଯୋଗୁ ମିଳୁଛି ବୋଲି ସେ ଲେଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri