ରିଲିଜ୍‌ ହେଲା ହିମେଶ ରେଶମିୟାଙ୍କ ଅଭିନୀତ ଫିଲ୍ମର ଟିଜର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର କମ୍‌ ଆକ୍ଟର ହିମେସ୍‌ ରେଶମିୟା ଏବେ ଜଣେ ଅଭିନେତା ଭାବେ ଦର୍ଶକଙ୍କ ପାଖେ ଉଭା ହେବେ। ତାଙ୍କ ଅଭିନୀତ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର’ର ଟିଜର ରିଲିଜ୍‌ ହୋଇଛି। ପୂର୍ବରୁ ଏହାର ମୋଶନ୍‌ ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଏବେ ଏହାର ଫୁଲ୍‌ ଅନ୍‌ ମ୍ୟୁଜିକ୍‌ ଟିଜର୍‌ ରିଲିଜ୍‌ ହୋଇଛି। ଏଥିରେ ହିମେଶ ଭିନ୍ନ ଏକ କ୍ୟାରେକ୍ଟରରେ ଦେଖିବାକୁ ମିଳିବେ। ଏଥିରେ ଲାଗି ଲାଗି ୫ଟି ଗୀତ ଥିବା ବେଳେ ଏଥିମଧ୍ୟରୁ କିଛି ଗୀତକୁ ହିମେଶ ନିଜେ କମ୍ପୋଜ କରିଛନ୍ତି। ୩ ମିନିଟର ଏହି ଟିଜରରେ କମେଡି ଓ ଇମୋଶନଠାରୁ ଆରମ୍ଭ କରି ସବୁକିଛି ଦେଖିବାକୁ ମିଳିବ। ଆଉ ହିମେଶ ଆସିବେ ଏକ ନୂଆ ଲୁକ୍‌ରେ। ସେ ଏଥିରେ ସୋନିଙ୍କ ସହ ରୋମନ୍ସ କରିବେ ପୁଣି ଡବଲ ରୋଲରେ ବି ଦେଖାଦେବେ। ଅବଶ୍ୟ ଏତେ ସବୁ କଥା ଜାଣିବା ପରେ ତାଙ୍କ ଫ୍ୟାନମାନେ ନିଶ୍ଚିତ ଭାବେ ଏହି ଫିଲ୍ମକୁ ଅପେକ୍ଷା ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୋହେଲଙ୍କ ସହ ଅଲଗା ହେବା ପରେ ସରନେମ୍‌ ବଦଳାଇଲେ ସୀମା

ଅଭିନେତା ସୋହେଲ ଖାନ ଏବଂ ସୀମା ଖାନ କିଛି ଦିନ ପୂର୍ବରୁ ଦୁହିଁଙ୍କ ଭିତରେ ଛାଡପତ୍ରକୁ ନେଇ ଚର୍ଚ୍ଚା ହେଉଥିଲା। ଦୀର୍ଘ ଦିନ ଧରି ଅଲଗା...

ଏକ୍ସ ବୟଫ୍ରେଣ୍ଡଙ୍କୁ ବିବାହ ନିମନ୍ତ୍ରଣ କରିନାହାନ୍ତି କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ବିବାହ ଚଳିତମାସ ୯ ତାରିଖରେ ଜୟପୁରରେ ହେବ। ବିବାହ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି।...

ସୋନୁ ସୁଦଙ୍କୁ ବିଏମ୍‌ସିର ନୋଟିସ

ମୁମ୍ବାଇ: ବଲିଉଡ୍‌ର ଜଣେ ପ୍ରତିଷ୍ଠିତ କଳାକାର ତଥା ଗରୀବଙ୍କ ଭଗବାନ ଭାବେ ପରିଚିତ ଅଭିନେତା ସୋନୁ ସୁଦଙ୍କ ନାଁରେ ବୃହାନମୁମ୍ବାଇ ନଗର ନିଗମ (ବିଏମ୍‌ସି) ପକ୍ଷରୁ...

ପତ୍ନୀଙ୍କ ପୁରୁଣା ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କ ଟୁଇଟର ଓ ଇନଷ୍ଟାଗ୍ରାମରେ ଯାହା ଶେୟାର କରନ୍ତି...

ନେହା କକ୍କରଙ୍କୁ ଆଦିତ୍ୟ ନାରାୟଣ କହିଲେ ଇର୍ଷାଳୁ, ଜାଣନ୍ତୁ ପୂରା ଘଟଣା

ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’ର ୧୨ ସିଜିନ୍‌ ଆରମ୍ଭ ହୋଇଛି। ଶୋ’ର ନୂଆ ପ୍ରୋମୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସବୁଥର...

୧୬ ବର୍ଷର ବିବାହ, ଦୁଇ ଝିଅ; ଅଧୁନାଙ୍କ ସହ ସମ୍ପର୍କ ଛିନ୍ନ କରି ଦ୍ୱିତୀୟ ବିବାହ କଲେ ଫର୍‌ହାନ୍‌

ବମ୍ବେ: ୩ ବର୍ଷର ପ୍ରେମ, ୧୬ ବର୍ଷର ବିବାହକୁ ଭୁଲି ଆଗକୁ ବଢ଼ିଛନ୍ତି ବଲିଉଡ୍‌ ଅଭିନେତା ଫରହାନ୍‌ ଅଖ୍‌ତର। ଶନିବାର ସେ ପ୍ରେମିକା ଶିବାନୀ ଦାଣ୍ଡେକରଙ୍କୁ...

ଗର୍ଭବତୀ ଥିବା ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଜଣେ ଅଭିନେତା

ଫିଲ୍ମ ‘ବଧାଇ ହୋ’ ସହିତ ଦୀର୍ଘ ସମୟ ପରେ ସିନେମାକୁ ଫେରିଥିବା ନୀନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ...

ଭାଇରାଲ ହେଉଛି ଅଭିନେତ୍ରୀଙ୍କ ହଳଦୀ ସମାରୋହ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ସୁନୀଲ...

Advertisement
Archives

Model This Week