Posted inଜାତୀୟ

ରାସ୍ତାକଡରେ ଥିବା ଚିକେନ-ମଟନ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ

ଲକ୍ଷ୍ନୌ,୨୨।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଦୀପାବଳି ସମୟରେ ରାସ୍ତାକଡରେ ବିକ୍ରି ହେଉଥିବା ଚିକେନ-ମଟନ ଦୋକାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଜୁଆ ଖେଳୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପୋଲିସ କର୍ମଚାରୀ ମଧ୍ୟ କାର୍ଯ୍ୟରେ ଅବହେଳା କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କ ହାତରେ ପୋଲିସ ବାଡି ବଦଳରେ ଯଦି ମୋବାଇଲ ଦେଖିବାକୁ ମିଳେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଆଦିତ୍ୟନାଥ ଜିଲାପାଳ, ଆଇଜି, କମିଶନର ଓ ଡିଆଇଜିଙ୍କ ସହ ଏକ ଭିଡିଓ କନଫରେନ୍ସିଂ ଜରିଆରେ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତଙ୍କ ବିରୋଧରେ ହେବନି କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୭: ଘରୋଇ ଟିଭି ଚ୍ୟାନେଲ ଆଙ୍କର ରୋହିତ ରଞ୍ଜନଙ୍କ ବିରୋଧରେ କୌଣସି ରାଜ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।...

ରାଜ୍ୟ ସଭା ନିର୍ବାଚନ: ହରିୟାଣାରେ କଂଗ୍ରେସ ପାଇଁ ସମସ୍ୟା ହୋଇପାରନ୍ତି କୁଲଦୀପ

ନୂଆଦିଲ୍ଲୀ,୪ ।୬: ଆସନ୍ତା ୧୦ ତାରିଖରେ ହେବାକୁ ଯାଉଛି ରାଜ୍ୟ ସଭା ନିର୍ବାଚନ । ଏଥିପାଇଁ ଦୁଇଟି ବଡ ରାଜ୍ୟରେ ଟକ୍କର ଚାଲିଛି । ହେଲେ...

ଏଏପିିରେ ସାମିଲ ହେବେ ନୂତନ ଠାକୁର

ଲକ୍ଷ୍ନୌ,୨।୩: ବରିଷ୍ଠ ଓକିଲ ତଥା ସାମାଜିକ କର୍ମକର୍ତ୍ତା ନୂତନ ଠାକୁର ଖୁବ୍‌ଶୀଘ୍ର ଆମ ଆଦମୀ ପାର୍ଟି (ଏଏପି)ରେ ସାମିଲ ହୋଇପାରନ୍ତି। ସେ ପୂର୍ବରୁ ମଧ୍ୟ ଏଏପିରେ...

ଲଦାଖରେ ଭାରତ-ଚାଇନା ମୁହାଁ ମୁହିଁ: ସ୍ପୁଙ୍ଗୁର ଗ୍ୟାପ୍‌ରେ ଶୁଟିଂ ରେଞ୍ଜ୍‌ରେ ଉଭୟ ପକ୍ଷ

ଲେହ, ୧୩।୯: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପେଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣରେ ଥିବା ସ୍ପୁଙ୍ଗୁର ଗ୍ୟାପ୍‌ରେ ଉଭୟ ପକ୍ଷ ପରସ୍ପରର...

କୃଷକ ଆନ୍ଦୋଳନକୁ ପୂରଣ ହେବ ଏକ ବର୍ଷ, ଏବେ ପାର୍ଟ ୨ ପାଇଁ ପ୍ରସ୍ତୁତି!

ନୂଆଦିଲ୍ଲୀ,୨୫ ।୧୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକମାନେ ଆନ୍ଦୋଳନ କରିବାର ଏକ ବର୍ଷ ପୂରଣ ହେବାକୁ ଯାଉଛି । ନଭେମ୍ବର ୨୬...

ଗୋଶାଳାରେ ଲାଗିଲା ନିଆଁ, ୩୮ ଗାଈ ଜୀବନ୍ତ ଦଗ୍ଧ

ଗାଜିଆବାଦ,୧୨ ।୪: ଉତ୍ତର ପ୍ରଦେଶ ଗାଜିଆବାଦ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି । ଅଳିଆ ଗଦାରେ ଲାଗିଥିବା ନିଆଁ ଗୋଶାଳା ପର୍ଯ୍ୟନ୍ତ ବ୍ୟାପିଯିବାରୁ ଏହି...

ହିନ୍ଦୀକୁ ନେଇ ବର୍ଷିଲେ କୁମାରସ୍ବାମୀ

ବେଙ୍ଗାଲୁରୁ, ୧୧।୮: ନୂଆ ଶିକ୍ଷାନୀତିକୁ ନେଇ ବିତର୍କ ଚାଲିଥିବାବେଳେ ଭାଷାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ହିନ୍ଦୀ ଭାଷାକୁ ନେଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି....

୩୬୫ ଦିନ ଲକ୍‌ଡାଉନରେ ରୁହେ ଏହି ଗାଁ

ନଦୀୟା ,୧୧।୫: ଆଧୁନିକ ଯୁଗରେ ରହି ମଧ୍ୟ ଏଭଳି ଏକ ଗାଁ ଅଛି ଯେଉଁଠାରେ ବର୍ଷସାରା ଲକ୍‌ଡାଉନ ରହିଥାଏ। ଡରି ଡରି ରହୁଥିବା ଲୋକମାନେ ଘରୁ...

Advertisement
Archives

Model This Week