Posted inଜାତୀୟ

‘ରାମକଥା’ ଉତ୍ସବ ଚାଲିଥିବାବେଳେ ଭୁଶୁଡିଲା ମଞ୍ଚ: ୧୪ ମୃତ

ଜୟପୁର, ୨୩।୬: ରାଜସ୍ଥାନର ବାରମେରରେ ‘ରାମକଥା’ ଉତ୍ସବ ଚାଲିଥିଲାବେଳେ ମଞ୍ଚ ଭୁଶୁଡି ପଡିଛି। ଫଳରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୫ଜଣ ଆହତ ହୋଇଛନ୍ତି। ହଠାତ୍‌ ବର୍ଷା ପବନ ଆସିବାରୁ ପେଣ୍ଡାଲ ଭୁଶୁଡି ପଡିଥିଲା ବୋଲି ଜଣାପଡିଛି। ମଞ୍ଚ ଉପରେ ‘ରାମକଥା’ ଚାଲିଥିଲାବେଳେ ଏହାକୁ ଶୁଶିବା ପାଇଁ ସ୍ଥାନୀୟ ଲୋକେ ଏକତ୍ର ହୋଇଥିଲେ। ହଠାତ୍‌ ବର୍ଷା ପବନ ଆସିବାରୁ ଲୋକେ ଦୌଡି ପଳାଇଯିବାକୁ ଚେଷ୍ଟା କରିଥିଲେ। ମଞ୍ଚ ଭୁଶୁଡି ପଡିବାରୁ ଇଲେକ୍ଟ୍ରି ତାର ମଧ୍ୟ ଛିଣ୍ଡି ଯାଇଥିଲା। ବିଦ୍ୟୁତ ଆଘାତ ଯୋଗୁ କିଛି ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏପିଏଫ୍‌ଙ୍କୁ ମିଳିବ ପୁରୁଣା ପେନସନ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୧।୧ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ)ରେ ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଶ୍ରୀନିବାସ ଶର୍ମା...

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡି ଦାଖଲ କଲା ଏଫଆଇଆର

ମୁମ୍ବାଇ,୧୮ ।୫: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ତାଙ୍କ ବିରୋଧରେ ଏଫଆଇଆର୍ ଦାଖଲ...

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟସେବା ସବୁଠୁ ଖରାପ

ନୂଆଦିଲ୍ଲୀ, ୨୭ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ। ସାମଗ୍ରିକ ସ୍ବାସ୍ଥ୍ୟସେବାରେ ମଧ୍ୟ...

ଏଏପି ମୁହାଁ ଭାଜପା-କଂଗ୍ରେସ ନେତା

ନୂଆଦିଲ୍ଲୀ,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଏବେ ଆମ ଆଦମୀ ପାର୍ଟି(ଏଏପି)ର ଡିମାଣ୍ଡ ବଢିଯାଇଛି । ଦଳର ଦମଦାର ପ୍ରଦର୍ଶନକୁ ଦେଖି...

ଭାଜପାରେ ଯୋଗ ଦେବେ ପଶ୍ଚିମବଙ୍ଗର ୧୦୭ ବିଧାୟକ

କୋଲକତା,୧୩।୭: ପଶ୍ଚିମବଙ୍ଗ କଂଗ୍ରେସ, ସିପିଏମ୍‌ ଓ ତ୍ରୁଣ ମୂଳ କଂଗ୍ରେସର ୧୦୭ ଜଣ ବିଧାୟକ ଭାଜପାରେ ଯୋଗ ଦେବେ ବୋଲି ଭାଜପା ନେତା ମୁକୁଲ ରୟ...

ପ୍ରତିଶ୍ରୁତିରେ କୃଷକ ନିରାଶ

ନୂଆଦିଲ୍ଲୀ,୬ା୭(ପି.ଟି.): ୨୦୨୨ରେ ସ୍ବାଧୀନତାର ୭୫ ବର୍ଷ ପାଳନ କରାଯିବ। ଏହି ଅବଧି ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାରଙ୍କ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୧।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ...

ଫାରୁକ୍‌, ଓମାରଙ୍କୁ ଭେଟିପାରିବେ ୨ ଏନ୍‌ସି ଏମ୍‌ପି

ନୂଆଦିଲ୍ଲୀ,୧୪ା୯: ଗୃହବନ୍ଦୀ ଥିବା ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଓ ତାଙ୍କ ପୁଅ ତଥା ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲାଙ୍କୁ ଦଳର ଦୁଇଜଣ ଏମ୍‌ପି...

Advertisement
Archives

Model This Week