Posted inଫୁରସତ

ରାତିରେ କାହିଁକି ଘର ପୋଛିବାକୁ ମନା କରାଯାଏ

ହିନ୍ଦୁ ଧର୍ମରେ ଥିବା କିଛି ପରମ୍ପରା ଆଜିବି ଅନେକ ଲୋକ ପାଳନ କରି ଆସୁଛନ୍ତି। ହେଲେ କେହି କେହି ଏହାକୁ ଅନ୍ଧ ବିଶ୍ୱାସ କହି ଏଡାଇ ଯାଉଛନ୍ତି। ଏମିତି କିଛି ପରମ୍ପରା ଅଛି ଯାହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ନିହିତ ରହିଛି। ଅନେକ ସମୟରେ ଶୁଣିବାକୁ ମିଳେ ରାତିରେ ଘର ପୋଛିବା ମନା। ତେବେ ଏହା ପଛରେ ବି କିଛି କାରଣ ଅଛି। କେହି କେହି କୁହନ୍ତି ରାତିରେ ଘର ପୋଛିଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଆଉ ସମୟ କ୍ରମେ ଘରେ ଅଭାବ ଲାଗି ରହିଥାଏ। ହେଲେ ବୈଜ୍ଞାନିକ ମତରେ ରାତି ସମୟରେ ଆଦ୍ରତା କମ୍‌ ରହିଥାଏ। ଏହି ସମୟରେ ଯଦି ଘର ପୋଛାଯାଏ ତେବେ ସଂକ୍ରମଣ ବା ଇନ୍‌ଫେକ୍ସନର ମାତ୍ରା ପ୍ରାୟ ୨ଶହ ଗୁଣା ବଢି ଯାଇଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। କେବଳ ସେତିକି ନୁହେଁ ରାତିରେ ଘର ପୋଛିଲେ ଚଟାଣରେ ଲାଗିଥିବା ଧୂଳିମଳି ଠିକ୍‌ ଭାବେ ସଫା ହୋଇ ନ ଥାଏ। ତେବେ ପୂର୍ବରୁ ଏହାକୁ ପରମ୍ପରା ଭାବେ ପାଳନ କରାଯାଉଥିଲେ ମଧ୍ୟ ଏହା ପଛରେ ଥିବା ବୈଜ୍ଞାନିକ କାରଣ ଜାଣି ଏହାକୁ ପାଳନ କଲେ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମେଲାନିଆଙ୍କ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ...

ଶିକ୍ଷା ପାଇଁ ତ୍ୟାଗ

ଗୁରୁଙ୍କୁ ସବୁବେଳେ ଉଚ୍ଚ ଆସନ ଦିଆଯାଇଛି। ଈଶ୍ୱର ଗୁରୁଙ୍କୁ ସୃଷ୍ଟି କରନ୍ତି। ମାତ୍ର ଗୁରୁ ହିଁ ଈଶ୍ୱରଙ୍କୁ ଈଶ୍ୱର ବୋଲି ଚିହ୍ନେଇଥାନ୍ତି। ଆମ ମହାଭାରତୀୟ ସଂସ୍କୃତିରେ...

ଗୀତ ବାଜିବାରୁ ନାଚିଲା ମଇଁଷି, ଭିଡିଓ ଦେଖି ହସି ହସି ଗଡିବେ

ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ମଇଁଷିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

୮୭ ଟଙ୍କାରେ ରାଜମହଲ ବିକିଦେଲେ ରାଜକୁମାର, ରାଜା ଆଣିଲେ ଅଭିଯୋଗ

ବର୍ଲିନ,୨୦।୨: ବର୍ଲିନର ଜଣେ ରାଜକୁମାର ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେବାରୁ ରାଜା ପୁଅ ନାଁରେ କେସ୍‌ କରିଛନ୍ତି। ଜର୍ମାନ...

୨ ଯୁବକଙ୍କୁ ବିବାହ କରି କୋଟିଏ ୪୫ ଲକ୍ଷ ଠକିନେଲେ କନ୍ୟା: ଏବେ ତୃତୀୟ ବିବାହ କରି ବିଦେଶକୁ ଉଡ଼ନ ଛୁ…

ନୂଆଦିଲ୍ଲୀ, ୯।୮: ଜଣେ ନୁହେଁ ଦୁଇ ଦୁଇ ଜଣ ଯୁବକଙ୍କୁ ବିବାହ କରି ସେମାନଙ୍କଠାରୁ କୋଟିଏ ୪୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ କନ୍ୟା।...

ସ୍କୁଲ ଖୋଲିଲା: ପ୍ଲାଷ୍ଟିକ୍‌ ଘରେ ପାଠ ପଢ଼ିଲେ ପିଲା

ବ୍ୟାଙ୍କକ୍‌, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଇତିମଧ୍ୟରେ ଥାଇଲାଣ୍ଡରେ ସ୍କୁଲ ଖୋଲିଛି। ପିଲାମାନେ...

ଦୁଇ ସ୍ନେହୀ ବିଲେଇ: ଗୋଟିଏ ପାତ୍ରରେ ଦୁହିଁଙ୍କ କ୍ଷୀରପିଆ ଦେଖି ଲାଗିବ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଭାରତର ନୁହେଁ ଜିଲାପି, ଇତିହାସ ୫୦୦ ବର୍ଷ ପୁରୁଣା…

ନୂଆଦିଲ୍ଲୀ,୨୩।୨ : ଜିଲାପିକୁ ଭାରତର ପ୍ରାୟ ସବୁ ସ୍ଥାନରେ ଲୋକେ ପସନ୍ଦ କରନ୍ତି। ଦେଖିବାକୁ ଗୋଲାକାର, ଖାଇବାକୁ ସୁସ୍ବାଦୁ, ନାଲି ଏବଂ କମଳା ରଙ୍ଗର ଜିଲାପି।...

Advertisement
Archives

Model This Week