ରାଉରକେଲାରେ ନିୟମ ମାନୁ ନାହାନ୍ତି ବାଇକ୍‌ ଚାଳକ

ରାଉରକେଲା ଅଫିସ,୧୧ା ୪-ରାଉରକେଲାରେ ଅମାନିଆ ବାଇକ ଚାଳକ ବାଟକୁ ଆସୁ ନାହାନ୍ତି। ଘର ପାଖରେ ସମସ୍ତ ସୁବିଧା ସତ୍ତ୍ୱେ ରାସ୍ତାରେ ମାଳ ମାଳ ବାଇକ୍‌ ବୁଲୁଛି। ଇସ୍ପାତ ସହରର ଶିକ୍ଷିତ ଯୁବ ବର୍ଗଙ୍କ ମତି ଗତିରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ଆସି ପାରୁନି। ପୂର୍ବ ପରି ବାଇକ୍‌ ଧରି ବିଭିନ୍ନ ସାମଗ୍ରୀ କିଣା ବାହାନାରେ ରାସ୍ତାରେ ବୁଲୁଛନ୍ତି। ଶନିବାର ସେକ୍ଟର- ୨୨ ମିନି ଷ୍ଟାଡିୟମକୁ ସ୍ଥାନାନ୍ତରିତ ହୋଇଥିବା ପରିବା ବଜାରକୁ ଶତାଧିକ ବାଇକ ଚାଳକଙ୍କ ଯା ଆସ ଲାଗି ରହିଥିଲା। ଅବଶ୍ୟ କିଛି ବୟସ୍କ ଲୋକ ହାତରେ ପରିବା ବ୍ୟାଗ ଧରି ଘରକୁ ଫେରୁଥିଲେ। ହେଲେ ଯୁବକମାନେ ବାଇକ୍‌ ଧରି ଘର ପାଖ ବଜାରକୁ ଯାଇଥିଲେ, ଯାହା ସାମାଜିକ ଦୂରତାର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗିଲେ ହାତୀପଲ

ବଡ଼ଗାଁ,୭।୯(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ଆସିଥିବା ୧୮ଟି ହାତୀପଲ କିଛିଦିନର ବ୍ୟବଧାନ ପରେ ପୁଣି ଉପଦ୍ରବ ଆରମ୍ଭ କରିଛନ୍ତି।...

ମେଡିକାଲ ଛାତରୁ ଖସିଲା ପ୍ଲାଏ

ଭଦ୍ରକ,୩।୯(ସନାତନ ରାଉତ): ଭଦ୍ରକ ଗେଲପୁରସ୍ଥିତ ମହିଳା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ନୂଆ ମେଡିକାଲ ୪ ନଂ ୱାର୍ଡ ଛାତରୁ ଶନିବାର ରାତିରେ ଝଡ଼ ବର୍ଷାର ପ୍ରଭାବରେ...

ବିଭିନ୍ନ ଦାବିରେ ଜିଲା ଠିକାଦାର ସଂଘର ଦାବିପତ୍ର ପ୍ରଦାନ

ମାଲକାନଗିରି,୧୪।୧୧(ଡି.ଏନ୍‌.ଏ.): ଠିକାଦାରଙ୍କୁ ବାଲି, ମାଟି, ମୁରୁମ, ପଥର ସାମଗ୍ରୀର ଟ୍ରାନ୍‌ଜିଟ ପାସ୍‌, ରସିଦ ଦାଖଲ ନିଷ୍ପତିକୁ ପ୍ରତ୍ୟାହାର ଆଦି ୧୦ ଦଫା ଦାବିନେଇ ଗୁରୁବାର ଜିଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍‌

ସମ୍ବଲପୁର,୨୦।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌କୁ ଶନିବାର ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି। ଅନ୍ୟପଟେ, ସକାଳ ୯ଟା...

ପୌରପାଳିକାରେ ହେଉନି ନିୟମିତ ବୈଠକ: ଜିଲାପାଳଙ୍କୁ ଭେଟିଲେ ପାରିଷଦ

ଭଦ୍ରକ ଅଫିସ,୧୫।୪: ଭଦ୍ରକ ପୌରପାଳିକାରେ ନିୟମିତ ବୈଠକ ହେଉ ନ ଥିବା ନେଇ ଶନିବାର ଜିଲାପାଳଙ୍କୁ ଭେଟି ବିଜେଡି ପାରିଷଦ ବିଭିନ୍ନ ଦାବି ଜଣାଇଛନ୍ତି l...

ଗର୍ଭବତୀଙ୍କ ରିପୋର୍ଟ ପଜିଟିଭ୍‌:‌ କ୍ୱାରାଣ୍ଟାଇନ୍‌ରେ ରହିଲେ ୬୦

ଢେଙ୍କାନାଳ ଅଫିସ, ୧୯ା୭-ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ଲାଗି ଆସିଥିବା ଜଣେ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହାପରେ ପୌରସଂସ୍ଥା ପକ୍ଷରୁ...

୧୭ ଦିନରେ ଗଲାଣି ୮୬୮୯.୬୨୬ ଟନ୍‌ ଅକ୍ସିଜେନ୍‌

କଟକ ଅଫିସ,୧୦ା୫:କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି ା ଏଭଳି ପରିସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍‌ ଯୋଗାଇଛି ଓଡ଼ିଶା।...

ରାହା ଯୋଗାଇଛି କୌଳିକ ବୃତ୍ତି

ସିମୁଳିଆ, ୮ା୧-ଏବେ ବି ରହିଛି ହସ୍ତଶିଳ୍ପର ଚାହିଦା। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁ ନ ଥିଲେ ମଧ୍ୟ କେତେକ ପରିବାର ଏହି ବୃତ୍ତିକୁ ଆପଣେଇ ନିଜ...

Advertisement
Archives

Model This Week