ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୫ , ୨୦୨୦)

ରବିବାର ଭୁବନେଶ୍ୱର ବମିଖାଲ ରାସ୍ତାରେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ଜମି ରହିଛି

ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ

ଓଡିଶା ହାଇକୋର୍ଟ ପରିସରକୁ ସାନିଟାଇଜ କରାଯାଉଛି

ରଥଯାତ୍ରା ଶେଷ ହେବା ପରେ ରଥରୁ ସାରଥି ଓ ଚାରମାଳକୁ ଓହ୍ଳାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୧ )

ନେତାଜୀ ଜୟନ୍ତୀ ପୂର୍ବରୁ କଟକ ଦରଘାବଜ଼ାର ପୁରୁଣା ଜେଲ ରୋଡରୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ସ୍ଥଳ ଓ ସଂଗ୍ରହାଳୟକୁ ଯିବା ରାସ୍ତାର ପାର୍ଶ୍ୱ ପ୍ରାଚୀର...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୩, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୦ ଗୋଲରେ ଜିତିଲା ଭାରତ

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୭, ୨୦୨୧)

ହୋଲି ପାଇଁ ଭୁବନେଶ୍ୱର ବିଗ ବଜାର ଛକରେ ବିକ୍ରି ହେଉଛି ରଙ୍ଗ ମହାତ୍ମା ଗାନ୍ଧୀଙ୍କ ଶ୍ରୀକ୍ଷେତ୍ର ଆଗମନର ଶତବାର୍ଷିକି ଅବସରରେ ପୁରୀ ରେଳଷ୍ଟେସନରୁ ଗୁଣ୍ଡିଚା ମନ୍ଦିର...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୮ , ୨୦୨୧)

ଭୁବନେଶ୍ୱର ଏସବିଆଇ ମେନବ୍ରାଞ୍ଚରୁ କରୋନା ପଜିଟିଭ ଅଧିକ ସଂଖ୍ୟାରେ ବାହାରିବାରୁ ବିଏମସି ପକ୍ଷରୁ ୯୬ ଘଣ୍ଟା ପାଇଁ ବ୍ୟାଙ୍କ ବନ୍ଦ କରାଯାଇଛି କଟକ ବଡ ମେଡିକାଲ...

ଓଡ଼ିଶା: ଆଜିର ଫଟୋ ( ୪ ଏପ୍ରିଲ , ୨୦୨୨)

‘ସ୍କାଉଟ୍ସ ଏବଂ ଗାଇଡ୍’ ଛାତ୍ରୀ ଛାତ୍ରମାନେ ତୁଳସିପୁରସ୍ଥିତ ଓଡିଶା ପୋଲିସ୍ ହାଇସ୍କୁଲ୍ ଠାରେ ଆୟୋଜିତ  ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟର...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧, ୨୦୨୧)

ମହାନଦୀର କଟକ ଜୋବ୍ରା ଆନିକଟରେ ପକ୍ଷୀଙ୍କ ସମ୍ଭାର   କଟକ ରାଣୀହାଟ ପୋଲ ଫୁଟପାଥ ଉପରେ ମାର୍ଗଶିର ମାଣବସା ଗୁରୁବାର ପାଇଁ ପୂଜା ସାମଗ୍ରୀ କିଣୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୧)

ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ଦ୍ୱାରା ଭୁବନେଶ୍ୱରର ଏକାମ୍ରା ହାଟରେ ଟେରାକୋଟା ଏକ୍ସପୋ କଟକସ୍ଥିତ ବିଡାନାସୀ କୁମ୍ଭାରସାହି ଅଞ୍ଚଳରେ କୁମ୍ଭକାରମାନେ ମାଟି ଦୀପ ପ୍ରସ୍ତୁତ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୫, ୨୦୨୧)

କଟକରେ ଗୋଷାଣୀ ପୂଜା ପାଇଁ ସାଜ ପ୍ରସ୍ତୁତ କରୁଛନ୍ତି କାରିଗର     ମା’ ଧାକୁଲେଇଙ୍କ ଦକ୍ଷିଣକାଳୀ ବେଶ   ମା’ କଟକଚଣ୍ଡୀଙ୍କ ଜୟଦୁର୍ଗା ବେଶ...

Advertisement
Archives

Model This Week