Posted inଜାତୀୟ

ରବର୍ଟଙ୍କୁ କହିଲେ ପ୍ରିୟଙ୍କା:ତୁମେ ଏବେ ବି ମୋତେ ରାତ୍ରଭୋଜନରେ ନେଇ ଯାଇପାରିବ

ନୂଆଦିଲ୍ଲୀ, ୧୭।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ୨୨ବର୍ଷ ପୁରୁଣା ବିବାହ ବେଳର ଫଟୋ ଶେୟାର କରିଛନ୍ତି। ଏହି ଅବସରରେ ସ୍ବାମୀ ରବର୍ଟ ଭଦ୍ରାଙ୍କୁ କହିଛନ୍ତି ଯେ, ତୁମେ ଏବେ ବି ମୋତେ ରାତ୍ରଭୋଜନ ପାଇଁ ସାଙ୍ଗରେ ନେଇଯାଇପାରିବ। ସୂଚନାଯୋଗ୍ୟ, ପ୍ରିୟଙ୍କା ଏକ ରାଜନୈତିକ ପରିବାରରୁ ଆସିଥିଲେ ମଧ୍ୟ ଫେବୃୟାରୀ ୧୮, ୧୯୯୭ରେ ଜଣେ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସେ ସକ୍ରିୟ ରାଜନୀତିରେ ରହିଛନ୍ତି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଜରିମାନା, ଦିବ୍ୟାଙ୍ଗଙ୍କୁ ବିମାନରେ ଚଢିବାକୁ କରିଥିଲା ମନା

ନୂଆଦିଲ୍ଲୀ,୨୮ ।୫: ଜଣେ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ବିମାନରେ ଚଢିବାକୁ ଇଣ୍ଡିଗୋ ଏୟାର ଲାଇନ୍ସ ମନା କରିଦେଇଥିବା ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ବଡ କାର୍ଯ୍ୟାନୁଷ୍ଠାନ...

ବର୍ଷା ପାଇଁ ସ୍ବତନ୍ତ୍ର ନମାଜ ପଢିଲେ ମଦୁଲାଇ ମୁସଲମାନ

ମଦୁରାଇ,୨୪।୬: ତାମିଲନାଡୁରେ ଲୋକେ ଏବେ ଉତ୍କଟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ଦେଶର କେତେକ ସ୍ଥାନରେ ମୌସୁମୀ ପ୍ରବେଶ କରିଥିବା ବେଳେ ତାମିଲନାଡୁରେ କିନ୍ତୁ...

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ… କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଶହ ଶହ ସାଧୁ ତଥା ବିଶିଷ୍ଟ...

କଶ୍ମୀରରେ ଆକ୍ରମଣ ପାଇଁ ନୂଆ ଯୋଜନା କରୁଛି ଆଇଏସ୍‌

ଶ୍ରୀନଗର,୩୧।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ଏଠାରେ ଏବେ ଆକ୍ରମଣ କରିବାକୁ ନୂଆ ଯୋଜନ...

ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ...

ପଶ୍ଚିମବଙ୍ଗରେ ଆରଏସଏସ କର୍ମକର୍ତ୍ତାଙ୍କୁ ହତ୍ୟା: ସ୍ତ୍ରୀ, ପୁଅଙ୍କୁ ବି ଛାଡିଲେନି

କୋଲକାତା,୧୦।୧୦:ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ବନ୍ଧୁପ୍ରକାଶ ପାଲ, ତାଙ୍କ ସ୍ତ୍ରୀ ବ୍ୟୁଟି ପାଲ ଏବଂ ୮ ବର୍ଷର...

ସୀମା ପାର ହୋଇ ବର ଯାଉଛନ୍ତି ସତ ହେଲେ ସାଙ୍ଗରେ କନ୍ୟାକୁ ଧରି ଫେରି ପାରୁନାହାଁନ୍ତି

ଜୟପୁର,୧୬।୭: ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନର ଜୈସଲମେର, ବାଡମେର ଓ ଯୋଧପୁରରେ ରହୁଥିବା ସୌଡ଼ା ରାଜପୁତ ପରିବାରର ବରମାନେ ସୀମାପାର ହୋଇ ପାକିସ୍ତାନ ବିବାହ...

ଡୋଭାଲ୍‌ଙ୍କୁ କ୍ୟାବିନେଟ୍‌ ର଼୍ୟାଙ୍କ୍‌: ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୩।୬: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କ୍ୟାବିନେଟ୍‌ ର଼୍ୟାଙ୍କ୍‌ ପ୍ରଦାନ କରିଛନ୍ତି। ଏହା ସହିତ ସେ ଏହି ପଦବୀରେ ଆଗାମୀ...

Advertisement
Archives

Model This Week