ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେଉଛି। କରୋନା କଟକଣା ମଧ୍ୟରେ ଏହି ଯାତ୍ରା ଶୃଙ୍ଖଳିତ ଭାବେ କରାଯାଉଥିବାରୁ ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ଭକ୍ତଙ୍କୁ ବାରଣ କରାଯାଇଛି। ତେବେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ହେଉଥିବା ମହାପ୍ରଭୁଙ୍କ ରଥଯାତ୍ରା ସିଧାପ୍ରସାରଣ ଦେଖିବାକୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର ଅଭାବ

ବରଗଡ଼ ଅଫିସ୍‌,୧୫।୨: ବରଗଡ଼ ଜିଲାରେ ରବି ଚାଷକାମ ଜୋର୍‌ ଧରିଛି। ଅଧିକାଂଶ ସ୍ଥାନରେ ଚାଷୀମାନେ ତଳିପକା, ଧାନ ବୁଣା ସାରିଦେଲେଣି। କେତେକ ସ୍ଥାନରେ ରୁଆକାର୍ଯ୍ୟ ମଧ୍ୟ...

ପୋଲିସକୁ ଚାପୁଡ଼ା ମାରିବାରୁ ଦଫା ୩୦୭

ଭୁବନେଶ୍ୱର,୨୨।୧(ବ୍ୟୁରୋ):ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି। ପୋଲିସ ଚାକିରି କରିଥିବା ଜଣେ ଯୁବତୀଙ୍କୁ ଭଲପାଇ ପ୍ରତାରଣାର...

୪୮ ଘଣ୍ଟା ପାଇଁ ବନ୍ଦ ରହିବ ପୋଲିସ ସେବା ଭବନ

ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପୋଲିସ ସେବା ଭବନ ୪୮...

ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ। ବୈଠକରେ ଗୁରୁତ୍ୱପୂର୍ଣ୍ଣ...

ଟ୍ରକ ତଳେ ପଶିଗଲା କାର, ଜଣେ ମୃତ, ୪ ଗୁରୁତର

ଭଦ୍ରକ ଅଫିସ,୨୯।୪: ପଶ୍ଚିମବଙ୍ଗରୁ ଏକ କାର ପୁରୀ ଯାଉଥିବା ବେଳେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ...

ଚଳିତବର୍ଷ ହେବ ନାହିଁ ବୋଲ୍‌ବମ୍‌ ଯାତ୍ରା

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ...

ମାଙ୍କଡ ମାଂସ ଖାଉଥିବା ସମ୍ପ୍ରଦାୟର ୬ ଗିରଫ

ବୌଦ୍ଧ, ୩୦।୪: ମାଙ୍କଡ ଶିକାର ଅଭିଯୋଗରେ ବୌଦ୍ଧ ବନ ବିଭାଗ ଏକ ଶିକାରୀ ଦଳର ୬ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର...

ରାଜଧାନୀ ଜଗିବେ ୧୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,୧୪ ।୧୧(ବ୍ୟୁରୋ): ଆଜି ଦୀପାବଳି। ହେଲେ ମହାମାରୀ କରୋନା ପାଇଁ ଏଥର ଏହି ଆଲୋକର ପର୍ବ ଫିକା ପଡ଼ିବାକୁ ଯାଉଛି। ବାଣ ଫୁଟାଇ ଧୁମ୍‌ଧାମ୍‌ରେ ଦୀପାବଳି...

Advertisement
Archives

Model This Week