Posted inଫୁରସତ

ଯେଉଁ ମନ୍ଦିରରେ ଘିଅ ନୁହେଁ, ପାଣିରେ ଜଳୁଛି ଦୀପ

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ। ମନ୍ଦିରରେ ଲୋକେ ଘିଅ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଏଠାରେ ଏମିତି ଏକ ଦୀପ ରହିଛି, ଯାହା ଘିଅ କି ତେଲ ନୁହେଁ ବରଂ ପାଣିରେ ଜଳୁଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ପ୍ରାରମ୍ଭରୁ ଘଟି ନ ଥିଲା। ଗତ ୫ ବର୍ଷ ପୂର୍ବେ ହଠାତ୍‌ ମନ୍ଦିରର ପୂଜକଙ୍କୁ ମା’ ପାଣିରେ ଦୀପ ଜାଳିବାକୁ ସ୍ବପ୍ନାଦେଶ କଲେ। ସକାଳୁ ଉଠି ପୂଜକ କାଳିସିନ୍ଧ ନଦୀରୁ ପାଣି ଆଣି ଦୀପ ଜଳାଇଲେ। ଆଶ୍ଚର୍ଯ୍ୟଜନକ ଭାବେ ଦୀପଟି ସୁରୁଖୁରୁରେ ଜଳିବାକୁ ଲାଗିଲା। ପ୍ରଥମେ ଏହି ଘଟଣା ଉପରେ କେହି ବିଶ୍ୱାସ କରୁ ନ ଥିଲେ। କିନ୍ତୁ ପରେ ସମସ୍ତେ ଦୀପରେ ପାଣି ଦେଇ ଜଳାଇବା ପରେ ତଟସ୍ଥ ହୋଇଗଲେ। ସେବେଠୁ ଆଜିଯାଏ ଏଠାରେ କାଳିସିନ୍ଧ ନଦୀ ଜଳରେ ହଁି ଦୀପ ଜଳୁଛି। ଘଟଣା ଚାରିଆଡ଼େ ପ୍ରଚାର ହେଲା। ମା’ଙ୍କ ଏହି ଅଦ୍ଭୁୂତ ମହିମାକୁ ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଆସିବାକୁ ଲାଗିଲେ। ଧୀରେ ଧୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାର୍ଡେନ୍‌, ଯାହାକୁ ପୋଷାକ ଭାବେ ପିନ୍ଧି ହେବ

କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ...

ଟିକା ନ ନେବାକୁ ଭୟରେ ନଦୀକୁ ଡେଇଁଲେ ୨୦୦ ଗ୍ରାମବାସୀ…

ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ଟିକା...

କପଡା କଣ୍ଢେଇକୁ ବାହା ହେଲେ, ମା’ ବି ହେଲେ

କିଛି ଲୋକ ପ୍ରସିଦ୍ଧି ହାସଲ କରିବା ପାଇଁ କିଛି ବି କରିପାରନ୍ତି। ଏମିତିକି ଅନେକ ଅଜବ କାମ କରିବାକୁ ବି ପଛାଇ ନ ଥାନ୍ତି। ସେଇଭଳି...

ପଥର ମୂର୍ତ୍ତିର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ, କାରଣ ଜାଣିଲେ…

ଗୋଟିଏ ପଥରର ଦାମ୍‌ ଯେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏକ ପୁରୁଣା ପଥର ଯାହାର ଆକୃତି ଆମେରିକୀୟ...

ଉଚ୍ଚ ପାହାଚର ରେଲିଂ ଦେଇ ତଳକୁ ଖସୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଗୁଗଲ-ଫେସ୍‌ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ

ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି...

ଲକ୍‌ଡାଉନ: ଏକ ଟଙ୍କାରେ ଇଡଲି ଯୋଗାଉଛନ୍ତି ୮୫ ବର୍ଷୀୟା ବୃଦ୍ଧା

ତାମିଲନାଡୁର କୋଏମ୍ବାଟୁର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ପେରୁର ନିକଟରେ ଭାଦିଭେଲାମପାଲୟମ ଗାଁରେ ରହୁଥିବା ୮୫ ବର୍ଷୀୟା ବୃଦ୍ଧା କମଲାଥଲ ଏବେ ଅନ୍ୟମାନଙ୍କ ପାଇଁ...

ହଗ୍‌ ଡେ: ମାନସିକ ଚାପ ହ୍ରାସ କରେ ଆଲିଙ୍ଗନ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ଫେବୃୟାରୀ ୧୨ରେ ପାଳିତ ହେବ ହଗ୍‌ ଡେ ବା ଆଲିଙ୍ଗନ ଦିବସ। ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ...

Advertisement
Archives

Model This Week