Posted inଫୁରସତ

ଯେଉଁଠି ସଦସ୍ୟଙ୍କ ମୃତ୍ୟୁରେ ଘର ଛାଡିଦିଅନ୍ତି ପରିବାର ଲୋକେ

ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତିକୁ ସାଉଣ୍ଟିବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଆମ ଦେଶରେ ଏଭଳି କିଛି ଜନଜାତି ଅଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତି ସାଉଣ୍ଟିବା ପରିବର୍ତ୍ତେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଚାଲିଯାନ୍ତି। ଏଭଳି ଅଦ୍ଭୁତ ପରମ୍ପରା ଛତିଶଗଡ଼ର ବସ୍ତର ଜିଲାରେ ରହୁଥିବା ବେଗା ଜନଜାତିଙ୍କ ମଧ୍ୟରେ ଦେଖିବାକୁ ମିଳେ। ଏହି ସମୁଦାୟ ଅନ୍ୟ କାହା ସହ ବେଶୀ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହଁି। ନିଜ ପରିବାର ବ୍ୟତୀତ କାହା ସହ ତାଙ୍କର ପରିଚୟ ନ ଥାଏ। କିନ୍ତୁ ପରିବାରର କୌଣସି ଲୋକଙ୍କ ମୃତ୍ୟୁ ହେଲେ, ସେମାନେ ସମ୍ପୂର୍ଣ୍ଣ ଘରଡିହ ଛାଡ଼ି ଅନ୍ୟସ୍ଥାନରେ ନୂଆ ଘର ତିଆରି କରି ରୁହନ୍ତି।  କାରଣ ସେମାନଙ୍କ ବିଶ୍ୱାସ ଥାଏ, କୁଳଦେବୀଙ୍କ ପ୍ରକୋପରୁ ପରିବାର ସଦସ୍ୟଙ୍କ ମୃତ୍ୟୁ ହୁଏ। ମୃତ୍ୟୁ ପରେ ଅନ୍ୟ ସଦସ୍ୟ ଯଦି ସ୍ଥାନ ପରିତ୍ୟାଗ ନ କରନ୍ତି, ତେବେ ସେମାନଙ୍କ ଉପରେ ଦେବୀ କୋପ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ‘ଶ୍ରବଣ କୁମାର’! ବୃଦ୍ଧ ମା’ବାପାଙ୍କୁ କାନ୍ଧରେ ବସାଇ…

ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ଶିବ ମନ୍ଦିରରେ ପାଣି ଢ଼ାଳିବା ଲାଗି କାଉଡିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି କ୍ରମରେ ଜଣେ ଶିବଭକ୍ତଙ୍କ...

ଭିଏଟ୍‌ନାମର ‘ଟାର୍ଜନ’

ଜଙ୍ଗଲୀ ଜନ୍ତୁଙ୍କ ମନର ପରିଭାଷାକୁ ପଢ଼ିପାରୁଥିବା ଏକ କାଳ୍ପନିକ ଚରିତ୍ର ‘ଟାର୍ଜନ’, ଯାହାକୁ ନେଇ ବିଭିନ୍ନ ଭାଷାରେ ନିର୍ମାଣ କରାଯାଇଛି ଏକାଧିକ ସିନେମା। ଏସବୁ ଚଳଚ୍ଚିତ୍ର...

ମାଲିକଙ୍କଠୁ ଛୁଟି ନେଇ ନିର୍ବାଚନ ଲଢ଼ିବେ ଏହି କାମବାଲି: ଭାଜପା କରିଛି ପ୍ରାର୍ଥୀ

ପଶ୍ଚିମବଙ୍ଗ, ୨୩।୩: ରାଜନୀତିରେ କିଛି ବି ସମ୍ଭବ ହୋଇପାରେ। ଏ ହେଉଛନ୍ତି ୩୨ ବର୍ଷିୟା କଲିତା ମାଝି। କଲିତା ଅନ୍ୟର ଘରେ ସହାୟିକା ଭାବେ କାମ...

ଏହି ଦେଶରେ ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି ସ୍ଥିର କରିଥାଏ ବିଦ୍ୟାଳୟ, ଜାଣନ୍ତୁ ଏଠାରେ ଆହୁରି ରହିଛି ଅଜବ ନିୟମ

ଟୋକିଓ,୨୬ା୧୨: ଜାପାନର କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ର ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ୍‌, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି।...

ରାସ୍ତାରେ ଏମିତି ଜୀବ ଦେଖି ଫଟୋ ଉଠାଇବାକୁ ଲାଗିଲେ ଲୋକେ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କେମିକାଲ କକ୍‌ଟେଲ୍‌ ଦେବ ନବଯୌବନ

ଓ୍ବାଶିଂଟନ୍‌,୧୭।୭ : ଚିରଦିନ ପର୍ଯ୍ୟନ୍ତ ମଣିଷ ଯୁବା ଅବସ୍ଥାରେ ରହିବା କେବେ ବି ସମ୍ଭବ ନୁହେଁ। ନିଜ ପ୍ରକୃତ ବୟସଠାରୁ କମ୍‌ ବୟସ୍କ ଦେଖାଯିବା ପାଇଁ...

ଭଗବାନଙ୍କ ମୂର୍ତ୍ତି ନିକଟରେ ବସି ବ୍ୟକ୍ତି କହିଲେ ଘରେ ସ୍ତ୍ରୀ ଝଗଡ଼ା କରୁଛନ୍ତି, ଉପରୁ ଶୁଭିଲା ଏମିତି ବାଣୀ

ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଶେୟାର କରନ୍ତି, ଯାହା ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ଏକ ଭିଡିଓ ଶେୟାର କରିଛନ୍ତି,...

ସାମୁଦ୍ରିକ ସୀମା ସୁରକ୍ଷିତ ରଖେ ନୌସେନା

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ...

Advertisement
Archives

Model This Week