ଯେଉଁଠି ମଦ ପିଇଲେ ସମ୍ପୂର୍ଣ୍ଣ ଗାଁକୁ ଦେବାକୁ ପଡିବ ମାଂସ ତରକାରି ସହ ୨ ହଜାର ଟଙ୍କା

ସାଧାରଣତଃ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସେମାନଙ୍କର ଭିନ୍ନ ନିୟମ ରହିଥାଏ। ଏହି ନିୟମ ଅନୁଯାୟୀ ନ ଚଳିଲେ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଏମିତି ଏକ ଆଦିବାସୀ ଅଞ୍ଚଳ ରହିଛି ଗୁଜରାଟ ବିନାଶକାଠ ଜିଲାର ଖାଟିସିତାରା ଗାଁ। ଏଠାରେ ଯଦି କେହି ମଦ ପିଇବା ଦେଖାଯାଏ ତେବେ ସେ ସମ୍ପୂର୍ଣ୍ଣ ଗାଁକୁ ମାଂସ ଭୋଜି ଦେବା ସହ ୨ ହଜାର ଟଙ୍କା ଜରିମାନା ଦେଇଥାଆନ୍ତି। ଆଉ ଏଥିପାଇଁ ୨୦-୨୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ୨୦୧୪-୧୫ରେ ଆରମ୍ଭ କରାଯାଇଥିବା ଏହି ନିୟମ ଆଜିବି କାର୍ଯ୍ୟକାରୀ ହେଉଥିବା କୁହାଯାଏ। ସୂଚନାଯୋଗ୍ୟ, ପୂର୍ବରୁ ଏଠାରେ ଅଧିକାଂଶ ଲୋକ ମଦ ପିଉଥିଲେ। ଆଉ ଏହାପରେ ଗାଁରେ ପାଟିତୁଣ୍ଡ, ମାଡପିଟ ବଢିବାରେ ଲାଗିଲା। ସମୟ କ୍ରମେ ଗାଁରେ ଅପରାଧ ସଂଖ୍ୟା ବୃଦ୍ଧି ହେବାରୁ ଏହାକୁ କମ୍‌ କରିବାକୁ ଯାଇ ଗାଁ ମୁଖିଆଙ୍କ ସହ ଆଲୋଚନା କରି ଏହି ନିୟମ ପ୍ରଚଳନ କରାଗଲା। ଯେ ଯଦି ଗାଁରେ କେହି ମଦ ପିଅନ୍ତି ଓ ଏହାପରେ ବିବାଦ ଉପୁଜେ ତେବେ ସେମାନଙ୍କୁ ମାଂସ ଭୋଜି ସହ ୨ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଆଉ ଏହି ନିୟମ ଲାଗୁ ହେବା ଦିନରୁ ଖାଟିସିତାରା ଗାଁରେ ଅପରାଧ ସଂଖ୍ୟା କମ୍‌ ହୋଇଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଭଳି ନିଶା ପାଲଟିଛି ସୋସିଆଲ ମିଡ଼ିଆ, ସରକାର ଧାର୍ଯ୍ୟ କରନ୍ତୁ ବୟସ ସୀମା: ହାଇକୋର୍ଟ…

ବେଙ୍ଗାଲୁରୁ,୨୦।୯ : ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ଧାର୍ଯ୍ୟ ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଦେଶରେ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮...

ମଣିସ ହସିଲେ ହସୁଛି ମାସ୍କ

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହା ଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।...

ଜି-୨୦ରେ ଭାରତର ଅଧ୍ୟକ୍ଷତା, ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ/ ମସ୍କୋ,୯।୯: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ଅଧ୍ୟକ୍ଷତାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟରେ,...

ଭାଜପା ସରକାରଙ୍କୁ ଟାର୍ଗେଟ କଲେ କେଜ୍‌ରିଓ୍ବାଲ: ଫଟୋ ଉଠାଇବା ପାଇଁ ହେଉଛି ମରାମତି

ନୂଆଦିଲ୍ଲୀ,୧।୧୧: ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାକୁ ନେଇ ଗୁଜରାଟର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ୍‌ ଆଦମୀ ପାର୍ଟି (ଏଏପି)...

ୟୁପି-ବିହାର ପରେ ମୁମ୍ବାଇରେ ମଧ୍ୟ ଉଦୟନିଧିଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ

ମୁମ୍ବାଇ,୧୩।୯: ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ତାମିଲନାଡୁ ସରକାରର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଆଉ...

ଆଜି ଅଗଷ୍ଟ କ୍ରାନ୍ତି ଦିବସ: ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ

ନୂଆଦିଲ୍ଲୀ,୯ା୮: ଆଜି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ବାଧୀନତା ପରଠାରୁ ଏହି...

Advertisement
Archives

Model This Week