ଯେଉଁଠାରେ କିନ୍ନର ହୁଅନ୍ତି ମା’

ରାଜସ୍ଥାନର ଅଜମେରରେ ଥିବା ମହମ୍ମଦ ସରିଫ ଦରଘାରେ ଘଟେ ଅନେକ ଚମତ୍କାର ଘଟଣା। ଯାହା ବିଶ୍ୱାସ ହେଉ ନ ଥିଲେ ବି ସତ ବୋଲି କୁହନ୍ତି ସ୍ଥାନୀୟ ଲୋକେ। ଏଠାରେ ବିଶେଷ କରି ନିଃସନ୍ତାନ ଦମ୍ପତିମାନେ ମାନସିକ କଲେ ସେମାନଙ୍କ ମାନସିକ ପୂରଣ ହୋଇଥାଏ ବୋଲି କୁହାଯାଏ। ଏଠାରେ ଥିବା ଏକ ଲାଲ ବୁନ୍ଦି ଗଛର ରହିଛି ଏମିତି ଚମତ୍କାରିତା। କୁହାଯାଏ ଯେଉଁ ମହିଳା ଏହି ଗଛର ଫଳ ଖାଆନ୍ତି ସେ ସନ୍ତାନ ପ୍ରାପ୍ତି କରିଥାଆନ୍ତି। ହେଲେ ଏଠାକୁ କୁଆଡେ ଅଧିକ ପରିମାଣରେ କିନ୍ନର ଆସିଥାଆନ୍ତି ବୋଲି କୁହାଯାଏ। ଜଣେ କିନ୍ନର ଏଠାରେ ଥିବା ଲାଲ ବୁନ୍ଦି ଗଛର ଫଳ ଖାଇବା ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା କହିଥିଲେ। ଏହାପରେ କିନ୍ନରମାନଙ୍କର ବିଶ୍ୱାସ ରହିଛି ଯେ ଯିଏ ଏହି ଦରଘାକୁ ଆସିବ ଆଉ ଲାଲ ବୁନ୍ଦି ଗଛର ଫଲ ଖାଇବ ସେ ମାତୃତ୍ୱ ଲାଭ କରିବାର ସୌଭାଗ୍ୟ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍‌ରେ…

ମୁମ୍ବାଇ, ୨୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍‌ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍‌ ପ୍ରତିଟି...

ସିସୋଦିଆଙ୍କ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ସ୍ତ୍ରୀ…

ନୂଆଦିଲ୍ଲୀ, ୨୨।୬ : ଦିଲ୍ଲୀର ଏଏପି ସରକାରଙ୍କ ଅସୁବିଧା ଶେଷ ହେବାର ନା ନେଉନାହିଁ। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର...

ଏଠାରେ ଛୁରିରେ କରାଯାଏ ମସାଜ: ଫାଇଦା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯଦି କୁହାଯାଏ ଛୁରିକୁ ମସାଜ ପାଇଁ ବ୍ୟବହାର କରାଯାଏ, ତେବେ କେହି ବିଶ୍ୱାସ କରିବେ ନାହିଁ। ମାତ୍ର ତାଇଓ୍ବାନ୍‌ର ପୂର୍ବ ଏସିଆ ଦେଶରେ ମସାଜ ପାର୍ଲରଗୁଡିକରେ...

ମହାରାଷ୍ଟ୍ରର ଅଧିକାଂଶ ବିଧାୟକ ଅପରାଧୀ

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ଲାଗି ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ଅପରାଧୀ ବୋଲି ଜଣାପଡିଛି। ୨୮୮ ବିଧାୟକଙ୍କ ମଧ୍ୟରୁ ୧୭୬ ଜଣଙ୍କ ନାଁରେ ଆପରାଧୀକ...

କର୍ନାଟକ, ଝାଡଖଣ୍ଡରେ ଭୂକମ୍ପ ଝଟ୍‌କା

ବେଙ୍ଗାଲୁରୁ/ରାଞ୍ଚି,୫।୬: ଦେଶର ଦୁଇ ରାଜ୍ୟ କର୍ନାଟକ ଏବଂ ଝାଡଖଣ୍ଡରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟ୍‌କା ଲାଗିଛି। ସକାଳ ୬ଟା ୫୫ ମିନିଟ୍‌ରେ ଲୋକେ ଭୂକମ୍ପ ଅନୁଭୂତ...

ପୁଲଓ୍ବାମା ଏନ୍‌କାଉଣ୍ଟର: ଜଣେ ଯବାନ ଶହୀଦ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ଟଳିପଡ଼ିଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି।...

ଶକ୍ତି ଓ ଜଳବାୟୁ ସୂଚକାଙ୍କ: ର଼୍ୟାଙ୍କ ୨୨ରେ ଓଡ଼ିଶା

ନୂଆଦିଲ୍ଲୀ,୧୨ା୪:ନୀତି ଆୟୋଗ ପକ୍ଷରୁ ସୋମବାର ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ- ରାଉଣ୍ଡ ୧ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ସାମଗ୍ରିକ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା ୨୨...

ଆସାମ ରାଜ୍ୟପାଳ କରୋନା ପଜିଟିଭ୍‌

ଗୌହାଟୀ,୧୩।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ନେତା, ଅଭିନେତା ମଧ୍ୟ ସଂକ୍ରମଣ ହୋଉଛନ୍ତି। ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ କରୋନା ପଜିଟିଭ୍‌ ହୋଇଛନ୍ତି। ରାଜ୍ୟପାଳ...

Advertisement
Archives

Model This Week