ଯୁବ ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ଟଙ୍କଧର: ଚାକ୍‌ରି ବଦ୍‌ଲା ଚାଷ୍‌କେ କରିଛନ୍‌ ଜିବ୍‌କା

ଭବାନୀପାଟଣା,୩୦।୧(ଡି.ଏନ୍‌.ଏ.)- ଆଜିକାଲିର ସମାଜରେ ବଡ଼ଭାଗି ପଢ଼ାଗୁନା ପିଲା ଚାକ୍‌ରିର ପଛେ ଦଉଡୁଛନ୍‌। ସେନ୍‌ତା ଆରକେତେ ଗରିବ୍‌ ଘରର ପିଲା ଅଭାବ ଅନାଟନରୁ ପେଟ୍‌ପାଟନା ଲାଗି ଦାଦନ ଖଟିଯାଉଛନ୍‌। ହେଲେ କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଜମରା ପଁଚେତ୍‌ ଡୁମେରମୁଣ୍ଡାର ଝନେ ଶିକ୍ଷିତ ଯୁବଚାଷୀ ଯୁବକମାନକର ଲାଗି ଉଦାହରନ୍‌ ସାଜିଛନ୍‌।
ସୂଚନା ଅନ୍‌ସାରେ ବିଜମରା ପଁଚେତ୍‌ ଡୁମେରମୁଣ୍ଡାର ଯୁବଚାଷୀ ଟଙ୍କଧର ନାଏକ(୩୧)। ସେ ଝନେ ଶିକ୍ଷିତ ଯୁବକ। ପାଠ୍‌ ପଢ଼ା ସଏଲା ଉତାରୁ ଚାକ୍‌ରି ଖୁଜ୍‌ବାରେ ସମିଆ ନାଇଁ ଗଡ଼େଇ କରି ଚାଷ୍‌ବାସ କରି ରୁଜ୍‌ଗାର କରବାକେ ମନ୍‌ ବଲେଇଛନ୍‌। ବଛର ୩୦ଟା ତଲେ କଳାହାଣ୍ଡି ଜିଲାରେ ଅନେକ୍‌ ଗରିବ୍‌ ଦୁଖି ମର୍‌ଡି, ଭୁଖମରିର ଶିକାର ହେଉଥିଲେ। ହେଲେ ଜିଲାରେ ଇନ୍ଦ୍ରାବତୀ ପ୍ରକଳ୍ପ ହେଲାଦିନୁ ଧର୍ମଗଡ଼ ଉପଖଣ୍ଡର ଚାଷୀ ଜଲସେଚନର ସୁବିଧା ପାଇଛନ୍‌। ଏନ୍‌ତାଥି ଅଂଚଲର ଅନେକ ଚାଷୀ ଦୁଇଫସଲି ଧାନଚାଷ କରି ଭଲ ଦୁଇପଏସା ରୁଜ୍‌ଗାର କରୁଛନ୍‌। ଅଂଚଲର ଅନେକ ଗରିବ୍‌ ଦୁଖି ବି ନିଜର ଜାଗାରେ କୁଲିମଜୁରି କରବାର ସୁଯୋଗ ପାଉଛନ୍‌। ଇ ସବୁକେ ଦେଖି ଟଙ୍କଧର ପାଠ୍‌ପଢ଼ା ସାଏଲା ଉତାରୁ ଧାନ ଚାଷ କଲେ। ହେଲେ ଧାନର ଅଭାବି ବିକ୍‌ରିକେ ଦେଖି ସେ ମିଶାଗୁଲା ଚାଷ୍‌ ଆରମ୍‌ କଲେ। ଟଙ୍କଧର ଏହେଦେ ନିଜର ପରିବାର ଚଲବାର ଲାଗି ଅଲପ ଜମିରେ ଧାନ ଚାଷ କରୁଥିଲାବେଲେ ୨ ଏକରରେ କଦଲି, ୨ ଏକର ପିଆଜ, କୁବି, ବାଇଗନ, ବରଗୁଡ଼ି, ବିନ୍ସ ଲେଖେଁ ପନିପରିବା ଚାଷ୍‌ କରିଛନ୍‌। ଇତାର ବାହାରେ ଏକ୍‌ରେ ଜମିରେ ବଁଧ୍‌ କୁଡ଼ି ମାଛ୍‌ ଚାଷ୍‌ ବି କରୁଛନ୍‌। ଟଙ୍କଧର ଇ ଚାଷବାସ ଲାଗି ବଛରକୁତା ୪ ଝନ୍‌ ଲୋକ୍‌କେ କାମ୍‌ ଦେଇଛନ୍‌। ସେନ୍‌ତା ଦରକାର ବେଲେ ପାଖାପାଖି ୪୦ ଝନ୍‌ ଲୋକ୍‌କେ କାମେ ଲଗଉଥିବାର ସେ କହିଛନ୍‌। ଚାଷୀ ଧାନ ବିକ୍‌ବାକେ ମଣ୍ଡିମାନକେ ମାସ ମାସ ଧରି ଶୀତ କାକର ଖାଉଛନ୍‌। ହେଲେ ପନିପରିବା ଚାଷ୍‌ କଲେ ଚାଷୀକେ କେହେନ୍‌ସି ମଣ୍ଡିକେ ଯିବାକେ ନାଇଁପଡ଼େ। କେତେ ବେପାରି ପନିପରିବା ନେବାକେ ଚାଷୀକର ଖେତେ ଭିଡ଼ ଜମଉଛନ୍‌। ସେନ୍‌ତା ଧାନ ଚାଷ କଲେ ଚାଷୀକେ ବଛରକ ଥରେ କି ଦୁଇ ଥର ଟଁକା ମିଲୁଥିଲାବେଲେ ପନିପରିବା ଚାଷ୍‌ରେ ସବୁଦିନ ଅଲ୍‌ପେ ବହୁତ୍‌ ଟଁକା ମିଲୁଥିସି। ଯେନ୍‌ଟା ଚାଷବାସ ଲାଗି କାହାରଠାନୁ ଧାରଉଧାର କରବାକେ ନାଇଁପଡ଼େ। ଟଙ୍କଧରକଁର କହେବାର ହେଲା ଧାନଚାଷ ବଦଲା ପନିପରିବା ଆର ମାଛ୍‌ ଚାଷରେ ଅଧ୍‌କା ଲାଭ ରହିଛେ। ଟଙ୍କଧର ଖେତ୍‌ ପାସେ ବିଦ୍ୟୁତ୍‌ର କେହେନ୍‌ସି ସୁବିଧା ନଁାଇଁନ। ଏନ୍‌ତାଥି ସେ ଡିଜେଲ ପମ୍ପ ଲଗେଇ ଚାଷ୍‌ କରୁଛନ୍‌। ହେଲେ ଖେତ୍‌ ପାସେ ବିଦ୍ୟୁତ୍‌ ସୁବିଧା ସଂଗେ ଗୁଟେ ଗଭୀର ନଲ୍‌ଚୁଅଁାର ବେବସ୍‌ତା ହେଇପାରଲେ ଟିକେ ଅଧ୍‌କା ଲାଭ ମିଲ୍‌ତା ବିଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୨୭କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ରଣପୁର ପୋଡଚୁଆଁ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ...

ଗଛରୁ ପଡ଼ି ଯୁବକଙ୍କ ଜୀବନଗଲା

ଠାକୁରମୁଣ୍ଡା, ୧।୫ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତର କୁଚେଇଡ଼ିହି ଗ୍ରାମ ଜାମଚୁଆ ସାହିରେ ଶୁକ୍ରବାର ସକାଳେ ଜଣେ ଯୁବକ ଗଛରୁ ପଡିଯିବାରୁ...

ବରଗଡ଼ରେ ପୁଣି ୧୫୪ ଜଣଙ୍କୁ କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ଟପିଲା

ବରଗଡ଼ ଅଫିସ,୨୭।୯: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଗତ କିଛିଦିନ ହେଲା, ପ୍ରତିଦିନ ଶହେରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ...

ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର ବୌଦ୍ଧ

ବୌଦ୍ଧ ଜିଲା ପର୍ଯ୍ୟଟନସ୍ଥଳର ଗନ୍ତାଘର। ଜିଲାରେ ପ୍ରାଚୀନ କୀର୍ତ୍ତିରାଜି ଓ ବୈଭବ ଭରି ରହିଛି । ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ବି...

କେନାଲରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ

ବୁଗୁଡ଼ା,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ଭାମଶିଆଳି ଗ୍ରାମର ନିଖୋଜ ଥିବା ଚାଷୀ ସନ୍ତୋଷ ରାଉତ (୫୭)ଙ୍କ ମୃତଦେହ କେନାଲରୁ ସୋମବାର ଉଦ୍ଧାର କରାଯାଇଛି।...

ପଲିଥିନ୍‌ ବ୍ୟବହାର ରୋକିବାକୁ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

ଉଦଳା, ୨୨।୯ (ଡି.ଏନ.ଏ.) – ପଲିଥିନ ବ୍ୟବହାର ରୋକିବା ଲାଗି ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ପ୍ରଶାସନ ତରଫରୁ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଠାନ...

ଗଞ୍ଜାମରେ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୩.୫ ଲକ୍ଷ ପରିବାରଙ୍କ ପାଖରେ ପହଞ୍ଚିବ ଟିମ୍‌

ଛତ୍ରପୁର, ୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଫେଜ୍‌ -୨ ଆରମ୍ଭ ହୋଇଛି। ଜିଲାରେ ଥିବା ସାଢ଼େ ୩ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରର...

ସଞ୍ଜ ନଇଁଲେ ଶଙ୍କା

ଢେଙ୍କାନାଳ ଅଫିସ, ୨।୧୨(ରତନ ନାୟାର):ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀର...

Advertisement
Archives

Model This Week