ଯାତ୍ରା ହେଲା ଶେଷ ଯାତ୍ରା: ମଝି ସମୁଦ୍ରରେ ଓଲଟିଲା ଡଙ୍ଗା; ୫୮ ମୃତ

ଡାକାର,୫।୧୨: ଆଟଲାଣ୍ଟିକ୍‌ ମହାସାଗରରେ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଯନ୍ତ୍ରଚାଳିତ ଡଙ୍ଗା ଓଲଟି ପଡ଼ିଛି। ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀମାନେ ପଶ୍ଚିମ ଆଫ୍ରିକାର ଗାମ୍ବିଆରୁ ୟୁରୋପରେ ଶରଣ ନେବାକୁ ଯାଉଥିଲେ। ଡଙ୍ଗାରେ ୧୫୦ ଜଣ ଶରଣାର୍ଥୀ ଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କୁ ସମୁଦ୍ରରେ ପହଁରୁଥିବା ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁରତାନିଆ ନିକଟରେ ଡଙ୍ଗାରୁ ଇନ୍ଧନ ସରି ଯିବାରୁ ଏଭଳି ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିରିୟଲ୍‌ କିଲରଙ୍କୁ ଫାଶୀଦଣ୍ଡ

ଆବୁଜା,୧୦।୧୦: ନାଇଜେରିଆର ସିରିୟଲ୍‌ କିଲର ଗ୍ରେସିୟସ୍‌ ଡେଭିଡ୍‌- ଓ୍ବେଷ୍ଟଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ୨୦୧୯ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଟେଲ ରୁମ୍‌ରେ ବଳାତ୍କାର ପରେ ତଣ୍ଟିଚିପି ୯...

ଦୀର୍ଘ ବର୍ଷେ ପରେ ବାହରକୁ ଆସିଲେ ଶାସକ କିମ୍‌ଙ୍କ ସ୍ତ୍ରୀ

ପ୍ୟାଙ୍ଗୟେଙ୍ଗ,୧୭।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସ୍ତ୍ରୀ ରି ସୋଲ ଜୁ ଦୀର୍ଘ ଏକବର୍ଷ ପରେ ପ୍ରଥମଥର ପାଇଁ ସାର୍ବଜନୀନ ସ୍ଥାନରେ...

ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧର ୬ଷ୍ଠ ଦିନରେ ବି ଭୟଙ୍କର ଗୁଳିଗୋଳା ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା...

ଚାଇନା ବାୟୁସୀମାରେ ଆମେରିକା ଗୁପ୍ତଚର ବିମାନ

ବେଜିଂ, ୨୭।୮: ସମରାଭ୍ୟାସ ବେଳେ ଆମେରିକା ସୈନ୍ୟବାହିନୀର ଏକ ବିମାନ ଚାଇନା ବାୟୁସୀମା ମଧ୍ୟରେ ପ୍ରବେଶ କରିବାରୁ ବେଜିଂ ପ୍ରତିବାଦ ଜଣାଇଛି। ଏଭଳି କାର୍ଯ୍ୟ ଉତ୍ତେଜନା...

କନଷ୍ଟ୍ରକଶନ୍‌ ସାଇଟ୍‌ରେ ଧସିଲା ମାଟି, ୧୪ ମୃତ

ବେଜିଂ, ୪ା୧: ଚାଇନାର ଗୁଇଝୌ ପ୍ରଦେଶ ବିଜିଇ ସହରରେ ଭୂସ୍ଖଳନ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ କନଷ୍ଟ୍ରକଶନ୍‌ ସାଇଟ୍‌ରେ ମାଟି ଧସିବା ଯୋଗୁ...

ସାର୍କ ଆକ୍ରମଣରେ ଗଲା ଜୀବନ

ସିଡନୀ,୫।୯: ଅଷ୍ଟ୍ରେଲିଆର ଏମରଲାଡ୍‌ ବେଳାଭୂମିରେ ସାର୍କ ଆକ୍ରମଣରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଏହା ଦ୍ୱିତୀୟ ସାର୍କ ଆକ୍ରମଣ...

ଆଲପ୍ସ୍‌ରୁ ଉଦ୍ଧାର ହେଲେ ୧୦୭ ଶିକ୍ଷକ-ଶିକ୍ଷାର୍ଥୀ…

ଭିଏନା/ବର୍ଲିନ୍‌, ୯।୬ : ଜର୍ମାନୀରୁ ଅଷ୍ଟ୍ରିଆକୁ ଏକ ସ୍କୁଲ ଯାତ୍ରା ସମୟରେ ଆଲପ୍ସ ପାହାଡରେ ଅଟକି ରହିଥିବା ୧୦୭ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କୁ ବିମାନ ଦ୍ୱାରା...

ଆଣ୍ଟୋନି ବ୍ଲିକେନ୍‌ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୨୪।୧୧: ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନରେ ତାଙ୍କର ବିଦେଶ ନୀତି ଉପଦେଷ୍ଟା ଆଣ୍ଟୋନି ବ୍ଲିକେନ ପରରାଷ୍ଟ୍ର ସଚିବ ହେବାକୁ ଯାଉଛନ୍ତି। ମଙ୍ଗଳବାର ବାଇଡେନ୍‌...

Advertisement
Archives

Model This Week