ଯଦି ରାଜି ହୋଇଥାଆନ୍ତେ…

ବେଳେବେଳେ ପ୍ରଯୋଜକ ଯାହାଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହିଁଥାଆନ୍ତି, ତାହା କେତେକ କାରଣରୁ ସମ୍ଭବ ହୋଇ ନ ଥାଏ। କିନ୍ତୁ ଏହା ବଦଳରେ ସେ ଯାହାକୁ ସାଇନ୍‌ କରାନ୍ତି, ସେ ମଧ୍ୟ ଭୂମିକାଟିକୁ ସଫଳ କରିବାରେ ପଶ୍ଚାଦ୍‌ପଦ ହୁଅନ୍ତି ନାହିଁ। ୨୦୦୮ରେ ରିଲିଜ୍‌ ହୋଇଥିଲା ‘ସ୍ଲମ୍‌ଡଗ ମିଲେନିୟର’। ଖ୍ରୀଷ୍ଟିଆନ୍‌ କଲସୋନଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଡ୍ୟାନି ବୋଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବେଶ୍‌ ସଫଳତା ଅର୍ଜନ କରିଥିଲା। ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନିଲ କପୁର, ଫ୍ରିଡା ପିଣ୍ଟୋ, ଦେବ୍‌ ପଟେଲ ଏବଂ ଇରଫାନ୍‌ ଖଁା ପ୍ରମୁଖ କଳାକାର। କିନ୍ତୁ ଏହି ଫାଇନାଲ କାଷ୍ଟିଂ ପୂର୍ବରୁ ଏକ ଘଟଣା ଘଟିଥିଲା। ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଉକ୍ତ ଫିଲ୍ମରେ ଶାହରୁଖ ଅଭିନୟ କରନ୍ତୁ ବୋଲି ଚାହିଁଥିଲେ। ତାଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ତା’ପରେ ଅନିଲଙ୍କୁ ଯୋଗାଯୋଗ କରାଗଲା ଏବଂ ଅଫରଟି ପାଇବା ପରେ ସେ ହଁ ଭରିଥିଲେ। ଯଦି ସେତେବେଳେ ଶାହରୁଖ ରାଜି ହୋଇଥାଆନ୍ତେ, ତେବେ ହୁଏତ ଏହି ଫିଲ୍ମର କାଷ୍ଟିଂରେ ଅନିଲଙ୍କୁ ସ୍ଥାନ ମିଳି ନ ଥାଆନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ନେହା ଆଉଟ୍‌, ବିଦିଶା ଇନ୍‌ !

ବମ୍ବେ: ଅନେକ ବର୍ଷ ଧରି ଛୋଟ ପରଦାରେ ରାଜ କରିଆସୁଛି ‘ଭାବି ଜି ଘର ପେ ହୈ’। ମଝି ମଝିରେ କିଛି କଳାକାର ଶୋ’ ଛାଡ଼ୁଥିଲେ...

କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା...

ସାମ୍‌ନାକୁ ଆସିଲେ ରାଖୀ ସାଓ୍ବନ୍ତଙ୍କ ଝିଅ

ମୁମ୍ବାଇ : ନିଜର ଅଜବ୍‌ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ଏବେ ପୁଣି ଚର୍ଚ୍ଚାକୁ...

ଭିନ୍ନ ଢଙ୍ଗରେ ଭଉଣୀ ଅନୁଷ୍କାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଭାଇ

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମା ୩୨ ବର୍ଷରେ ପଦାର୍ପଣ କରିଛନ୍ତି। କରୋନା ଭାଇରସ...

ବିବାହ ପରେ ଶୁଟିଂ ଆରମ୍ଭ କଲେ ନେହା: କହିଲେ କିଭଳି ରହିଲା ତାଙ୍କର ଜୀବନ ଯାତ୍ରା

ମୁମ୍ବାଇ: ବଲିଉଡ୍‌ର ପପୁଲାର ଗାୟିକା ନେହା କକ୍କଡ ନିକଟରେ ପଞ୍ଜାବୀ ଗାୟକ ରୋହନପ୍ରିତ ସିଂହଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ କାମ ଆରମ୍ଭ...

ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ...

ପ୍ରଥମ ବିବାହ ବିଷୟରେ ଲୁଚାଇଥିଲେ ଚାରୁ! ଏବେ ପଠାଇଲେ ଲିଗାଲ ନୋଟିସ୍‌

ବମ୍ବେ: ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ। ବାଟ ଅଲଗା କରିବାକୁ ମନସ୍ଥ କରିସାରିଲେଣି ଦୁହେଁ। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ...

ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ଲାରା ଦତ୍ତଙ୍କୁ ଚିହ୍ନିବା ମୁସ୍କିଲ; ପ୍ରଶଂସକ କହିଲେ ‘ଜାତୀୟ ପୁରସ୍କାର ଦିଆଯାଉ’

ବମ୍ବେ: ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’ର ଟ୍ରେଲର। ଏଥିରେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ଅଭିନେତ୍ରୀ ଲାରା ଦତ୍ତ। ଲାରା ଫିଲ୍ମରେ ପୂର୍ବତନ...

Advertisement
Archives

Model This Week