ମେସ୍କୋ ଗ୍ରୁପ୍‌ ଅଧ୍ୟକ୍ଷାଙ୍କୁ ନଜରବନ୍ଦୀ ଘଟଣା: କର୍ମଚାରୀ ସଂଘ ସହ ଚାଲିଛି ଆଲୋଚନା

କଳିଙ୍ଗନଗର,୪।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସର ବକେୟା ଦରମା ପାଇ ନ ଥିବାରୁ ଗତ ମଙ୍ଗଳବାର ସକାଳୁ ମୈଥାନ କାରଖାନା ଅଧ୍ୟକ୍ଷା ରୀତା ସିଂଙ୍କୁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଗେଷ୍ଟ ହାଉସ(ହିଲ୍‌ଭ୍ୟୁ ହୋଟେଲ)ରେ ନଜରବନ୍ଦୀ ରଖିଛନ୍ତି। ଏ ନେଇ ବୁଧବାର ମଧ୍ୟାହ୍ନରେ ଉକ୍ତ ଗେଷ୍ଟ ହାଉସରେ ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ପହଞ୍ଚତ୍ କର୍ମଚାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ଆଦାୟ ପାଇଁ ବୁଲୁଛନ୍ତି ଫାଇନାନ୍ସ କର୍ମଚାରୀ

ବାଲିଆ,୭ା୫: ମହାମାରୀ କରୋନା ମୁକାବିଲା ପାଇଁ ଦେଶ୍‌ ଲକ୍‌ଡାଉନ ହୋଇଛି। ଫଳରେ ଲୋକେ ଏବେ ଘରେ ବସି ରହିଛନ୍ତି। ମାତ୍ର ଏହି ସମୟରେ ବିଭିନ୍ନ ଫାଇନାନ୍ସ...

ଭାଜପା ଜିଲା ସଭାପତିରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ

ଝାରସୁଗୁଡ଼ା ଅଫିସ,୯ା୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ହେବାକୁ ଥିବାବେଳେ ଦଳୀୟ ପ୍ରାର୍ଥୀ କିଭଳି ସଫଳତାର ସହ ବିଜୟୀ ହେବେ ଏନେଇ ଭାଜପା ତା’ର...

ରାସ୍ତା ନିର୍ମାଣ ନ ହେଲେ ଭୋଟ, ସରକାରୀ ସହାୟତା ବର୍ଜନ

ଛତ୍ରପୁର,୧୮।୬(ଡି.ଏନ୍‌.ଏ.): ରାସ୍ତା ନିର୍ମାଣ ନ ହେଲେ ଭୋଟ ସହ ସରକାରୀ ସହାୟତାକୁ ବର୍ଜନ କରିବେ ଗ୍ରାମବାସୀ। ଏଭଳି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ...

ପ୍ରଶାସନ ଦେଖାଇଲା ତତ୍ପରତା: ପୁଣିଥରେ ସହର ଜଗିବ ସିସିଟିଭି

ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ପୌରାଞ୍ଚଳରେ ଅଚଳ ହୋଇପଡ଼ିଥିବା ସିସିଟିଭିଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବାକୁ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଥିବା ସିସିଟିଭିଗୁଡ଼ିକର ମରାମତି...

ଠକେଇ ଅଭିଯୋଗରେ ପରିବାରର ୩ ଗିରଫ

ଅନୁଗୋଳ ଅଫିସ, ୨୯ା୧୦: ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ବ୍ୟାଙ୍କରୁ ଘର ପାଇଁ ୧୦ ଲକ୍ଷ ଟଙ୍କା ଋଣ ନେଇ ଠକେଇ କରିଥିବା ଅଭିଯୋଗରେ...

ବାଲି ଚୋରା ଚାଲାଣ: ୩ ଟ୍ରାକ୍ଟର ଜବତ

ଚିତ୍ରଡା,୧୫ା୫(ଡି.ଏନ୍‌.ଏ.)- ବାଲି ଚୋରା ଚାଲାଣ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ତହସିଲ ଅନ୍ତର୍ଗତ ଗଣ୍ଡଗୁହାଳି ବାଲି ଘାଟରେ ଗୁରୁବାର ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ ଚଢ଼ାଉ କରି...

ରାଜ୍ୟରେ ପ୍ରଥମ: ଟ୍ରକ ଧକ୍କାରେ ୩ହାତୀଙ୍କ ମୃତ୍ୟୁ

ଢେଙ୍କିକୋଟ/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଉପରଡିହା ଗ୍ରାମପଞ୍ଚାୟତର ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ...

ଗୋଡଫୁଲା ଗାଁ ବସ୍ତିରେ ଆଣ୍ଠୁଏ ପାଣି

ନୂଆପଡା ଅଫିସ,୧୪ା୮-ନୂଆପଡା ଜିଲା ସଦର ବ୍ଲକର ଗୋଡଫୁଲା ଗ୍ରାମପଞ୍ଚାୟତ ସଦର ଗାଁରେ ଲଗାଣ ବର୍ଷା ଲାଗିରହିଥିବାରୁ ଏଠାରେ ନାହିଁ ନ ଥିବା ଅସୁବିଧା ହୋଇଛି ।...

Advertisement
Archives

Model This Week