ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ଅନୁଷ୍କା, ୟୁଜର୍ସ କହିଲେ ଏମିତି…

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରେ ଆଜିପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି। ହାତରେ ଫିଲ୍ମ ନ ଥିଲେ କ’ଣ ହେଲା ବର୍ତ୍ତମାନ ଲଣ୍ଡନରେ ଚାଲିଥିବା କ୍ରିକେଟ ବିଶ୍ୱକପ୍‌କୁ ଫୁଲ୍‌ ଏନ୍‌ଜୟ କରୁଛନ୍ତି ଅନଷ୍କା। କିଛିଦିନ ତଳେ କ୍ରିକେଟର ସ୍ବାମୀ ବିରାଟ କୋହଲିଙ୍କ ସହିତ ଲଣ୍ଡନର ରୋଡ୍‌ରେ ସ୍ପଟ୍‌ କରାଯାଇଥିଲା। ଏବେ ମେଟ୍ରୋ ଟ୍ରେନ୍‌ରେ ଅନୁଷ୍କା ଯାତ୍ରା କରୁଥିବା ଆଉ ଏକ ଫଟୋ ନଜରକୁ ଆସିଛି।

ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ମୁରୁକି ହସୁଛନ୍ତି। ଆଉ ଏକ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ଫଟୋ ମଧ୍ୟ ଶେୟାର କରିଛନ୍ତି। ଯାହାକୁ ଫ୍ୟାନ୍‌ମାନେ ବହୁ ପସନ୍ଦ କରିଛନ୍ତି। ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ୍‌ସ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘Wow Bhabijee’, ଆଉ ଜଣେ ଲେଖିଛନ୍ତି ‘ କ୍ୟା ସ୍ମାଇଲ’। ସେହିପରି ଜଣେ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଖୁସିରେ ରହୁଥିବା ଝିଅ ସବୁଠୁ ସୁନ୍ଦରୀ, ଯେମିତି ଆପଣଙ୍କ ପରି।’


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହକି ଷ୍ଟିକ୍‌ରେ ଲୁଚି ରହିଛି ବନ୍ଧୁକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଏବଂ ବାପା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିବା ଘଟଣାର ଯାଞ୍ଚ ଜାରି ରଖିଛି ମୁମ୍ବାଇ ପୋଲିସ। ତେବେ...

ଅପେକ୍ଷାର ଫଳ ମିଠା

ସତରେ ଅପେକ୍ଷାର ଫଳ ମିଠା। ହେଲେ ସେଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ନିକଟରେ ଜ୍ୟାକଲିନ୍‌ ଫର୍ନାଡିସ୍‌ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ସେ...

କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା।...

ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କ ପରଲୋକ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ହାର୍ଟଆଟାକ୍‌ରେ ତାଙ୍କର...

ମରଣ ମୁହଁରୁ ମୋ ଭାଇ ଫେରି ଆସିଛି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଏବେ ଅସୁସ୍ଥ। ହୃଦଘାତ ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ତାଙ୍କର...

ଗ୍ରାଜିଆ ମାଗାଜିନ ପାଇଁ ଫଟୋ ଶୁଟ୍‌ କଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ନେସ୍‌ ପାଇଁ। କିଛି ସମୟ...

ନ୍ୟୁୟର୍କରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ନିଜର କ୍ୟାନସରର ଚିକିତ୍ସା କରାଉଛନ୍ତି। ନ୍ୟୁୟର୍କରେ ଥାଇ ମଧ୍ୟ ରିଷି ନିଜ ଜୀବନର ସମସ୍ତ ଅପଡେଟ୍‌...

ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହିସବୁ ଅଭିନେତ୍ରୀ: ପଛରେ ଥିଲା ଏମିତି କାରଣ

ଆଜିକାଲି ନୂଆ ପିଢିର ଅଭିନେତ୍ରୀମାନେ ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମ କରିବାକୁ ସ୍ବପ୍ନ ଦେଖୁଛନ୍ତି। କାରଣ ଅକ୍ଷୟ କୁମାରଙ୍କ ଉପସ୍ଥିତି ଫିଲ୍ମ ସଫଳ ହେବାର...

Advertisement
Archives

Model This Week