ମୁହଁ ଲୁଚାଇ ସାରାଙ୍କ ହାତ ଧରି ବୁଲୁଛନ୍ତି କାର୍ତ୍ତିକ, ଫଟୋ ଭାଇରାଲ

ମୁମ୍ବାଇ: ସୈଫ ଲଳନା ସାରା ଅଲ୍ଲି ଖାନ୍‌ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକ ଆର୍ୟନଙ୍କୁ ନେଇ ନିଜର ମନକଥା କହିବା ଦିନଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ଉଭୟ ‘ଲଭ ଆଜ କଲ-୨’ର ଶୁଟିଂରେ ବ୍ୟସ୍ତ। ମାତ୍ର କିଛି ସମୟ ପାଇଲେ ଉଭୟ ଉଭୟଙ୍କ ସହ ସମୟ ବିତାଇବାକୁ ଆଦୌ ଭୁଲୁନାହାନ୍ତି। ନିକଟରେ ଉଭୟ ଶିମଲାର ବିଭିନ୍ନ ଗଳିରେ ମୁହଁ ଲୁଚାଇ ବୁଲୁଥିବା ଦେଖିବାକୁ ମିଳିଛି। ଏ ନେଇ ଫଟୋ ସହ କିଛି ଭିଡିଓ ମଧ୍ୟ ଭାଇରାଲ ହେଉଛି।

ଶିମଲାର ମାଲ୍‌ ରୋଡ୍‌ରେ ସାରା ଏବଂ କାର୍ତ୍ତିକ ବୁଲୁଥିବା ବେଳେ ମୁହଁକୁ ଅଧା ଲୁଚାଇଛନ୍ତି। କାର୍ତ୍ତିକ ରୁମାଲରେ ମୁହଁ ଘୋଡାଇଥିବା ବେଳେ ସାରା ଓଢ଼ଣୀରେ ମୁହଁ ଲୁଚାଇଥିଲେ। ମାତ୍ର ସେମାନଙ୍କୁ ରାସ୍ତାରେ ଯାଉଥିବା ଲୋକେ ଚିହ୍ନି ଦେଇଥିଲେ। ଏପରିକି ଅନେକେ ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇଥିଲେ।

କେବଳ ଯେ ଏବେ ତାହା ନୁହେଁ ପୂର୍ବରୁ ମଧ୍ୟ ଉଭୟଙ୍କୁ ଏପରି ବୁଲୁଥିବା ଦେଖିବାକୁ ମିଳିଛି। ଇଦ୍‌ ସମୟରେ ଉଭୟ ବମ୍ବେର ମସ୍‌ଜିଦ୍‌ ବାହାରେ ବୁଲୁଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରଙ୍ଗ ବରଷିବ ଟୁପୁରୁ ଟୁପୁରୁ

ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ତଥା ଜିତେନ୍ଦ୍ର ନାଥ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ...

ଦର୍ଶକ ମୋ ପାଇଁ ସବୁକିଛି

‘ସିନେମାଟିଏ ନିର୍ଦ୍ଦେଶନା ଦେବା ପୂର୍ବରୁ ମୁଁ ସବୁବେଳେ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ। କାରଣ ଗୋଟିଏ ଚଳଚ୍ଚିତ୍ରର ଭାଗ୍ୟବିଧାତା ହେଉଛନ୍ତି ଦର୍ଶକ। ସେମାନଙ୍କୁ ବାଦ୍‌ ଦେଇ...

ଅଗଷ୍ଟ ୯ରେ ‘ଜବରିୟା ଯୋଡ଼ି’ ରିଲିଜ

ମୁମ୍ବାଇ:ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡ଼ି’ ଅଗଷ୍ଟ ୯ରେ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା।...

୧୦୩ ବର୍ଷ ବୟସରେ ଗାୟିକା ଭେରା ଲିନଙ୍କ ପରଲୋକ

ଓ୍ବାଶିଂଟନ,୧୮।୬: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ଗୀତ ଶ୍ରୋତାଙ୍କ ହୃଦୟରେ ଅଭୁଲା ହୋଇ ରହିଯାଇଥିଲା। ସେହି ବହୁ ପରିଚିତ ଗାୟିକା ଭେରା ଲିନଙ୍କର ଜୁନ ୧୮...

ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କର ହେବ କରୋନା ଟେଷ୍ଟ

ମୁମ୍ବାଇ, ୧୫।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୋମବାର ମୁମ୍ବାଇ ସ୍ଥିତ ପବନ ହଂସ ଶ୍ମଶାନ ନିକଟ ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯିବ।...

ଅସୁସ୍ଥତା ଯୋଗୁ ପାଞ୍ଚ କେଜି କମିଲା ବିଗ୍‌ ବିଙ୍କ ଓଜନ, ଚିନ୍ତାବ୍ୟକ୍ତ କଲେ ପ୍ରଶଂସକ

ମୁମ୍ବାଇ: ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଫଳରେ ତାଙ୍କୁ ନାନାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା...

ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀଦଶକରେ ସୃଷ୍ଟି ହୋଇଥିଲା ‘ଲୋକଶକ୍ତି ସଂଗଠନ’। ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର...

ରୋମାନିୟା ନୁହେଁ ମୁମ୍ବାଇରେ ହେବ ‘ସଡ଼କ ୨’ର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ମହେଶ୍‌ ଭଟ୍ଟ ବେଶ୍‌ କିଛି ସମୟ ପରେ ପୁଣି ଥରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଯେଉଁଥିରେ ‘କଳଙ୍କ’ର ଯୋଡି ସିଦ୍ଧାର୍ଥ ରୟ...

Coronavirus Update


Archives

Model This Week

Why Dharitri