Posted inଜାତୀୟ

ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ମୁମ୍ବାଇ,୭।୭: କିଛିଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଯେମିତି ଦେଶରେ କଂଗ୍ରେସର ସ୍ଥିତି ଭୁଷୁଡି ପଡିବା ଭଳି ମନେ ହେଉଛି। ରବିବାର ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମିଲିନ୍ଦ ଦେଓରା। ଆଗକୁ ମୁମ୍ବାଇ ବିଧାନସଭା ନିର୍ବାଚନ ଥିବା ବେଳେ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗଠନ କରି କଂଗ୍ରେସର ନେତୃତ୍ୱ ନେବାକୁ ସେ ପ୍ରସ୍ତାବ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ନିଜର ସ୍ଥିତି ଜାହିର କରି ନ ଥିବା କଂଗ୍ରେସ ଏବେ ଏକ ପ୍ରକାର ସତ୍ତା ହରାଇବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପ୍ରମାଣପତ୍ର ନୀତି ଉପରେ କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ, ୨୫।୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କଲାବେଳେ ସମାନ ନୀତି ଓ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନର ଅବଲମ୍ବନ...

ମିଶନ ନନ୍ଦିଗ୍ରାମ

କୋଲକାତା/ନୂଆଦିଲ୍ଲୀ,୬ା୩: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ହଳଦିଆ ସବ୍‌ସିଡିଭିଜନ୍‌ ଅଧୀନ ଏକ ଛୋଟ ସହର ନନ୍ଦିଗ୍ରାମ। ୨୦୦୭ରେ ପଶ୍ଚିମବଙ୍ଗର ତତ୍କାଳୀନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ସଲିମ...

୩୦ଟି କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ୩୦ଟି ପ୍ରତିଷେଧକ ଟୀକାର ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି।...

ଚେନ୍ନାଇରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ଚେନ୍ନାଇ,୭।୧୧: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡଛି। ୨୦୧୫ ଠାରୁ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇ...

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୭୭ ଗିରଫ

ଲକ୍ଷ୍ନୌ,୧୧।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ସାମ୍ପ୍ରଦାୟିକ ହିଂସାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ହେଲେ କିଛି ବ୍ୟକ୍ତି ରାଜ୍ୟରେ...

ଆପ୍‌ରୁ ଇସ୍ତଫା ଦେଲେ ଅଳକା ଲାମ୍ବା, କଂଗ୍ରେସରେ ଯୋଗ ଦେଇପାରନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି (ଆପ୍‌)ର ବିଦ୍ରୋହୀ ବିଧାୟକ ଅଳକା ଲାମ୍ବା ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସକାଳୁ ସେ ଟୁଇଟ୍‌...

ଏଲ୍‌ଏସିରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ନୂଆଦିଲ୍ଲୀ,୮।୭: ସୀମା ବିବାଦକୁ ନେଇ ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏବେ ଏଲ୍‌ଏସିକୁ ଲାଗି...

କରୋନା ଭ୍ୟାକ୍ସିନ ଆସିବା ପରେ ବି ବଦଳାନ୍ତୁ ନାହିଁ ନିଜର ବ୍ୟବହାର: ବିଶେଷଜ୍ଞ

ନୂଆଦିଲ୍ଲୀ,୨ ।୧: ଦେଶରେ କୋଭାସିଲ୍ଡକୁ ବିଶେଷଜ୍ଞ ସମିତି ପକ୍ଷରୁ ଅନୁମତି ମିଳିବା ପରେ ସମସ୍ତେ ଏକ ପ୍ରକାର ଖୁସି ଅଛନ୍ତି କହିଲେ ଚଳେ । ହେଲେ...

Advertisement


Archives

Model This Week