Posted inଜାତୀୟ

ମୁମ୍ବାଇରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହାଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିଥିବା ସୂଚନା ମିଳିଛି। ଏହାର ପାଖାପାଖି ଅଧା ଅଂଶ ଭାଙ୍ଗି ପଡିଥିବା ବେଳେ ୪୦ରୁ ୫୦ ବ୍ୟକ୍ତି ଏହା ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭୁଷୁଡିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଲି ପାଇଁ ରାହୁଲଙ୍କୁ ମିଳିଲାନି ଅନୁମତି: କଂଗ୍ରେସ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା

ନୂଆଦିଲ୍ଲୀ,୨୪।୧୨: କୃଷି ଆଇନ ବିରୋଧରେ ଗୁରୁବାର ରାଲି କରିବା ପାଇଁ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ। ତେବେ ତାଙ୍କୁ ଏନେଇ ଅନୁମତି ମିଳି ନାହିଁ। ସୁରକ୍ଷା...

ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟ…

ରାୟପୁର,୨୬।୮: ଛତିଶଗଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସ୍ବାମୀ ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ଏହାକୁ...

ବାରୁଦ ଗଦାରେ କଶ୍ମୀର: ନିଜ ସନ୍ତାନଙ୍କୁ ବିଦେଶରେ ପଢ଼ାଇ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦ ଶିକ୍ଷା ଦେଉଛନ୍ତି ବିଚ୍ଛିନ୍ନତାବାଦୀ

ଶ୍ରୀନଗର,୪।୭:ଜମ୍ମୁ-କଶ୍ମୀରକୁ ଆତଙ୍କବାଦର ବାରୁଦ ଗଦାରେ ରଖିବାରେ ବିଚ୍ଛିନ୍ନତାବାଦୀ ନେତାଙ୍କର ହାତ ରହିଛି। ସେମାନେ ନିଜ ସନ୍ତାନଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶରେ ପାଠ ପଢ଼ାଉଥିବାବେଳେ ସ୍ଥାନୀୟ ଯୁବକଙ୍କୁ...

ଭାଜପା ପ୍ରାର୍ଥୀ ତାଲିକାକୁ ନେଇ ତୁମୁଳକାଣ୍ଡ

ଗୁଆହାଟୀ,୩୧।୧ : ମଣିପୁର ବିଧାନସଭା ନିର୍ବାଚନ ଲାଗି ଭାଜପା ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳୀୟ କର୍ମୀ ତୁମୁଳକାଣ୍ଡ କରିଛନ୍ତି। ରବିବାର ଭାଜପା...

କରୋନା ବିରୋଧରେ ମୋଦି ଆରମ୍ଭ କରିବେ ଜନ ଆନ୍ଦୋଳନ

ନୂଆଦିଲ୍ଲୀ,୮ ।୧୦: କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବରରେ ଆରମ୍ଭ ହେଉଥିବା ପର୍ବପର୍ବାଣୀ, ଶୀତ ତଥା...

ସିବିଆଇକୁ ମିଳୁ ସ୍ବୟଂକ୍ରିୟ କ୍ଷମତା

ଚେନ୍ନାଇ, ୧୯।୮(ଆଇଏଏନ୍‌ଏସ୍‌): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପିଞ୍ଜରାବଦ୍ଧ ଶୁଆ ନ କରି ଏହାକୁ ମୁକ୍ତ କରିବା ବା ସ୍ବୟଂକ୍ରିୟ କ୍ଷମତା ଦେବା ପାଇଁ ମାଡ୍ରାସ...

ଭୁଲ୍‌ କରୁଛି କଂଗ୍ରେସ: ନିରୁପମ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ସହ ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏବେ ଏହାକୁ...

ମମତାଙ୍କ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ,ବିଦା ହୁଅନ୍ତୁ ଭାଜପା-ବାମ

କୋଲକାତା, ୨୫।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନୂଆ ସ୍ଲୋଗାନ ଆରମ୍ଭ କରିଛନ୍ତି। ଭାଜପା ପକ୍ଷରୁ ଜୟ ଶ୍ରୀରାମ ସ୍ଲୋଗାନ ଦିଆ ଯାଉଥିବାବେଳେ ମମତା...

Advertisement
Archives

Model This Week