Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଖିଲାପକାରୀ ଘୋଷଣା କଲା ବିଏମ୍‌ସି

ମୁମ୍ବାଇ,୨୪।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ବଙ୍ଗଳା ‘ବର୍ଷା’କୁ ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେଶନ(ବିଏମ୍‌ସି) ଖିଲାପକାରୀ ଘୋଷଣା କରିଛନ୍ତି। ଏହି ବଙ୍ଗଳା ଉପରେ ୭ଲକ୍ଷ ୪୪ ହଜାର ୯୮୧ ଟଙ୍କାର ପାଣି ବିଲ୍‌ ବକେୟା ରହିଛି। କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏମିତି ଆଉ ୧୮ ଜଣ ମନ୍ତ୍ରୀ ମଧ୍ୟ ବିଏମ୍‌ସିର ଖିଲାପକାରୀ ତାଲିକାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବନ୍ୟା: ଚଳିତ ବର୍ଷ ମୃତକଙ୍କ ସଂଖ୍ୟା ୧୧୭

ଗୁଆହାଟି,୨୫ ।୬: ଦେଶର ପୂର୍ବୋତ୍ତର ରାଜ୍ୟ ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । କିଛି ଜିଲାରେ ଏବେବି ନଦୀର ଜଳସ୍ତର...

ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ

ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର...

୨ ଟ୍ରଲର ମୁହାଁମୁହିଁ, ୪ ଜୀବନ୍ତ ଦଗ୍ଧ …

ଆଜମେର,୧୭।୮: ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରାଜସ୍ଥାନ ଆଜମେରର ଜାତୀୟ ରାଜପଥ-୮ରେ ଏଭଳି ମର୍ମନ୍ତୁଦ ସଡ଼କ...

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ସନ୍ଧ୍ୟା...

‘ନିଷ୍ପତ୍ତି କଠିନ ଥିଲା’

ପାଣାଜୀ,୨୭।୧: ଗୋଆ ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍କଳଙ୍କ...

ଖରାଦିନ ତାପମାତ୍ରା ପୁଣି କନ୍ଦାଇବ: ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨।୩: ଖରାଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ମାର୍ଚ୍ଚଠାରୁ ମେ ପର୍ଯ୍ୟନ୍ତ ୩ ମାସ ପାଇଁ ଦେଶର ତାପମାତ୍ରାର ପୂର୍ବାନୁମାନ କରାଯାଇଛି। ଏଥର ଖରାଦିନ...

ବିହାରର ଏସ୍‌ଟିଇଟି ପରୀକ୍ଷାରେ ପାସ୍‌ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ

ସୋସିଆଲ ମିଡିଆରେ ବିହାର ଏସ୍‌ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ...

ଉଦ୍ଧବଙ୍କ ଚେତାବନୀ

ମୁମ୍ବାଇ,୨୬।୭: ରାଜସ୍ଥାନ ରାଜନୀତିରେ ଯେଉଁ ସଙ୍କଟ ଦେଖାଦେଇଛି ପୂର୍ବରୁ ଏହା ମହାରାଷ୍ଟ୍ରରେ ମଧ୍ୟ ଦେଖାଦେଇଥିଲା। ଏବେ ରାଜସ୍ଥାନର ସ୍ଥିତିକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ...

Advertisement
Archives

Model This Week