


ଛୋଟ ବେଳେ ମୁଁ ଧରିତ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲି
ମୁଁ ଛୋଟ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀ ମୋତେ ଧରିତ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ

‘ସକାଳୁ ଉଠୁ ଉଠୁ ଆଗ ଧରିତ୍ରୀ ପଢୁ’ – ଅଶ୍ୱିନୀ
‘ମୁଁ ଅପେକ୍ଷା କରିଥାଏ ସିନେମା ଫର୍ଦ୍ଧକୁ। କ’ଣ ସବୁ ନୂଆ ସିନେମା ଆସୁଛି ତାକୁ ଦେଖୁ।’ ବୋଲି କହିବା ସହ ଧରିତ୍ରୀର ୫୦ ବର୍ଷ ପୂର୍ତ୍ତି...

‘ଧରିତ୍ରୀ ଏମିତି ଆହୁରି ବହୁତ ଆଗକୁ ଯାଉ’- ଶିବାନୀ
‘ଧରିତ୍ରୀ ଆମକୁ ଏମିତି ସବୁବେଳେ ନିଚ୍ଛକ ଖବର ଦେଉଥାଉ। ବିଶେଷ କରି ଓଡ଼ିଆ କଳା ସଂସ୍କୃତିକୁ ସମୃଦ୍ଧ କରିବାରେ ଧରିତ୍ରୀର ବଡ଼ ସହଯୋଗ ରହିଛି ।...

‘ଧରିତ୍ରୀକୁ ୫୦ ବର୍ଷ ନୁହେଁ ଏମିତି ୧୦୦ ବର୍ଷ ପୁରୁଥାଉ’ – ସନ୍ତୁ ନିଜେ
‘ଧରିତ୍ରୀକୁ ୫୦ ବର୍ଷ ନୁହେଁ ଏମିତି ୧୦୦ ବର୍ଷ ପୁରୁଥାଉ। ଧରିତ୍ରୀ ଆମକୁ ଏମିତି ନିଛକ ଖବର ସବୁବେଳେ ଦେଉଥାଉ।’ ବୋଲି କହିବା ସହ ଧରିତ୍ରୀର...

‘ଧରିତ୍ରୀର ନିରପେକ୍ଷ ଯାତ୍ରା ପାଇଁ ସାଧୁବାଦ’ – ସିଦ୍ଧାନ୍ତ ମହାପାତ୍ର
ଧରିତ୍ରୀର ଏହି ନିରପେକ୍ଷ ଯାତ୍ରା ପାଇଁ ଧରିତ୍ରୀକୁ ସାଧୁବାଦ ବୋଲି କହି ଧରିତ୍ରୀର ୫୦ ବର୍ଷ ପଦାର୍ପଣକୁ ନେଇ ଶୁଭେଚ୍ଛା ଜଣାଇଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

‘ସ୍ୱାଧୀନ ସାମ୍ବାଦିକତା ପାଇଁ ଧରିତ୍ରୀ ଲୋକପ୍ରିୟ’ ମିତେଶ ଖିମଜି
ଧରିତ୍ରୀର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଖିମଜି ପରିବାର ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ଖିମଜିର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମଜି

‘ଧରିତ୍ରୀର ମୁଁ ଜଣେ ନିୟମିତ ପାଠକ’ – ଆକାଶ ଦାସ ନାୟକ
ଦୈନିକ ଖବର କାଗଜ ଧରିତ୍ରୀ ୫୦ ବର୍ଷରେ ପର୍ଦାପଣ ନେଇ ଶୁଭେଚ୍ଛା ଜଣାଇଲେ ଅଭିନେତା ଆକାଶ ଦାସ ନାୟକ

‘ଧରିତ୍ରୀ ନିରପେକ୍ଷର ସହ ଖବର ଦେଉଛି’ – ସ୍ୱରାଜ
ଧରିତ୍ରୀର ୫୦ ବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତା ସ୍ୱରାଜ
Archives
