Advertisement
Posted inଜାତୀୟ

ମିଳୁନି ପିଆଜ ଦୋସା

ବେଙ୍ଗାଲୁରୁ,୩୦।୧୧: ଦେଶର ବିଭିନ୍ନ ଭାଗରେ ଏବେ ପିଆଜର କିଲୋଗ୍ରାମ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ଆଉ ଏହି ଦାମ୍‌କୁ ଦେଖି ଘରଠାରୁ ହୋଟେଲ ସବୁଠି ପିଆଜର ବ୍ୟବହାରକୁ କମ୍‌ କରି ଦିଆଯାଇଛି। ବେଙ୍ଗାଲୁରୁର ଅଧିକାଂଶ ରେସ୍ତୋରାଁରେ ଏବେ ଆଉ ପିଆଜ ଦୋସା ମିଳୁନାହିଁ ବୋଲି କହିଛନ୍ତି ରେସ୍ତୋରାଁ ମାଲିକ। କାରଣ ପିଆଜ ବ୍ୟବହାର କଲେ ଦୋସାର ଦାମ୍‌ ବଢିଯିବ ବୋଲି ସେମାନେ ମତ ଦେଇଛନ୍ତି। ଦୋସାର ଦାମ୍‌ ବଢିଗଲେ ଗ୍ରାହକ ଅସନ୍ତୁଷ୍ଟ ହେବେ ସେଥିପାଇଁ ପିଆଜ ଦୋସାକୁ କିଛି ସମୟ ପାଇଁ ସେମାନେ ବନ୍ଦ କରିଦେଇଥିବା କହିଛନ୍ତି। ଏପଟେ ସରକାର ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ଭଳି ହେଉଛି। ତେଣୁ କେବେ କମିବ ପିଆଜ ଦର ତାକୁ ସମସ୍ତଙ୍କର ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଫାଲକୁ ଚଢ଼େଇ ଭୟ !

ଅମ୍ବାଲା, ୨।୯: ଶତ୍ରୁ ପକ୍ଷଙ୍କର ଧ୍ୱଂସ କରିବାକୁ ସକ୍ଷମ ଥିବା ଯୁଦ୍ଧ ବିମାନ ରାଫାଲ ପାଇଁ ଚଢ଼େଇ ଏବେ ବିପଦ ପାଲଟିଛନ୍ତି। ହରିୟାଣାର ଅମ୍ବାଲା ଏୟାରବେସ୍‌ରେ...

କଙ୍ଗନାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା

ମୁମ୍ବାଇ,୭।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରାୟ ୨ ଦିନ ପୂର୍ବରୁ ଶିବସେନା ଏମ୍‌ପି ସଞ୍ଜୟ...

ଦଳିତ ଯୁବକଙ୍କୁ ବିବାହ କରିଥିବାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଲେ ବିଧାୟକଙ୍କ ଝିଅ

ଲକ୍ଷ୍ନୌ,୧୧।୭: ଉତ୍ତର ପ୍ରଦେଶ ବରେଲିର ଜଣେ ବିଧାୟକଙ୍କ ଝିଅ ଦଳିତ ଯୁବକଙ୍କୁ ବିବାହ କରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ଭାରତକୁ ଟିକା ମାଗିଲେ ୯୨ ଦେଶ

ପୁଣେ, ୨୨।୧:ଭାରତର କୋଭିଡ୍‌ ଟିକା ଗୁରୁବାର ବାଂଲାଦେଶ ଓ ନେପାଳରେ ପହଞ୍ଚତ୍ଛି। ୩୦ ଲକ୍ଷ କୋଭିଶିଲ୍ଡ ଟିକା ନେଇ ଦୁଇଟି ଭାରତୀୟ ବିମାନ ଗୁରୁବାର ଢ଼ାକା...

ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖିଲେ ନାବାଳିକା, ଚାଲିଛି ତନାଘନା

ତାମିଲନାଡୁ,୨୦।୧୨, ତାମିଲନାଡୁର ଏକ ନାବାଳିକା ନିଜ ଆତ୍ମହତ୍ୟା ନୋଟ୍‌ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଆତ୍ମହତ୍ୟା କରିଛନ୍ତି। ସେ ଚେନ୍ନାଇ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ...

ମୁମ୍ବାଇର ହାଜି ଅଲି ଦରଗାହରେ ଆତଙ୍କବାଦୀ ଆକ୍ରମଣ ଧମକ, ପୋଲିସର କଣ୍ଟ୍ରୋଲ ରୁମକୁ ଆସିଛି ଫୋନ

ମୁମ୍ବାଇ,୪ ।୧୧: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏକ ଫୋନ କଲରେ ହାଜି ଅଲ୍ଲି ଦରଗାହ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ଦିଆଯାଇଛି ।...

‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ କଲେ ଶିବରାଜ

ଭୋପାଳ,୨୨ ।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଭୋପାଳରେ ‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ ଆୟୋଜନ କରିଛନ୍ତି । ଏଥିରେ ସେ କହିଛନ୍ତି...

୩ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗିଦେଲେ ଜେଜେମା’ଙ୍କ ବୟଫ୍ରେଣ୍ଡ

ନୋଏଡ଼ା,୩।୧: ୩ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ନୋଏଡ଼ା ପୋଲିସ ସୋମବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ...

Advertisement
Archives

Model This Week