ମାଛ ମାରିବାକୁ ଯାଇ ହାତରେ ଫୁଟିଲା ବୋମା

ଫୁଲବାଣୀ ଅଫିସ, ୯ା୧-ନଦୀରେ ବୋମା ଫୁଟାଇ ମାଛ ଧରିବା ଯୁବକଙ୍କ ପାଇଁ କାଳ ହୋଇଛି। ହାତରେ ବୋମା ଫୁଟିଯିବାରୁ ପାପୁଲି ଉଡିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି। ଗୁରୁତର ଯୁବକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ବିଶିପଡା ମାଝୀ ସାହିର ଜଗନ୍ନାଥ ବେହେରା (୪୦)। ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଜଗନ୍ନାଥ କେରେଡିର ଜଣେ ବ୍ୟକ୍ତିଙ୍କ ସହ ବାଇକ୍‌ରେ ନାରାୟଣୀ ମନ୍ଦିର ନିକଟ ପିଲାସାଲୁଙ୍କି ନଦୀକୁ ମାଛ ଧରିବାକୁ ଯାଇଥିଲେ। ନଦୀରେ ବୋମା ଫୁଟାଇ ମାଛ ମାରିିଥାନ୍ତେ। ହେଲେ ନଦୀରେ ବୋମା ଫୁଟାଇବା ପୂର୍ବରୁ ତାହା ଜଗନ୍ନାଥଙ୍କ ହାତରେ ଫୁଟି ଯାଇଥିଲା। ଫଳରେ ତାଙ୍କ ଡାହାଣ ପାପୁଲି ସହ ମୁହଁ ଓ ଦେହରେ ଗୁରୁତର ଆଘାତ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତରୁ ଖସି ଜଣଙ୍କ ମୃତ୍ୟୁ: ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ନୀଳକନ୍ଦର ସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଘର ମରାମତି ଚାଲିଥିବା ବେଳେ ଛାତ ଉପରେ...

୧୭ରୁ ଫୁଲବାଣୀ, ବାଲିଗୁଡ଼ା ୪ ଦିନ ଶଟ୍‌ଡାଉନ୍‌: ସିଲ୍‌ ହେବ ପ୍ରବେଶ ପଥ

ବାଲିଗୁଡା,୧୫।୭(ଡି.ଏନ.ଏ.): କନ୍ଧମାଳ ଜିଲା ଫୁଲବାଣୀ ପୌରପରିଷଦ ଓ ବାଲିଗୁଡା ଏନ୍‌ଏସି ଅଞ୍ଚଳକୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ...

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ୪୦ ରୋଗୀ

ଖଜୁରିପଡ଼ା (ଡି.ଏନ୍‌.ଏ.)/ବଲସକୁମ୍ପା,୨୦ା୧୨- ଖଜୁରିପଡ଼ା ଥାନା ଗାଡ଼ିଆପଡ଼ା ଘାଟିରେ ମହାନଦୀ ନେତ୍ର ଚିକିତ୍ସାଳୟ ଆମ୍ବୁଲାନ୍ସ (ନଂ.ଓଡି୩୧ଡି-୯୧୦୧) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୪୦ ଜଣ ଚକ୍ଷୁରୋଗୀ ଅଳ୍ପକେ...

ରୋଗ ପ୍ରତିରୋଧ ପାଇଁ ପିଲାଙ୍କୁ ମଦ ଦିଆଯିବା ଚର୍ଚ୍ଚା

ମାଲକାନଗିରି,୨୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପଡ଼ିଆ ବ୍ଲକ ପରସନପାଲି...

ଅଟୋ ସହ ଶାଳକାଠ ଜବତ: ୨ ଗିରଫ

ବାଲିଗୁଡା/କ.ନୂଆଗାଁ,୧୫ା୧୦(ଡି.ଏନ୍‌.ଏ.)- ବାଲିଗୁଡା ବନଖଣ୍ଡ ଅଧୀନ କିରିକୁଟି ପଞ୍ଚାୟତ ୫୯ନଂ. ଜାତୀୟ ରାଜପଥ କ.ନୂଆଗାଁ ବନ ବିଭାଗ ତରଫରୁ ସୋମବାର ରାତ୍ରକାଳୀନ ପାଟ୍ରୋଲିଙ୍ଗ ଚାଲିଥିଲା। କିରିକୁଟି ଗ୍ରାମକୁ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ପ୍ରତି ବଢୁଛି ଶ୍ରମିକଙ୍କ ଆଗ୍ରହ

ରାଇକିଆ,୨୪ା୪(ଡି.ଏନ୍‌.ଏ.)- ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ପାଇଁ କଟକଣା କୋହଳ ପରେ କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ସାମାଜିକ ଦୂରତ୍ୱକୁ ଧ୍ୟାନ...

୨୧୯ ଛାତ୍ରୀଛାତ୍ରଙ୍କୁ ୩ ଶିକ୍ଷକ

ଫିରିଙ୍ଗିଆ, ୮ା୩ – ସରକାର ଶିକ୍ଷାର ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି।...

କୋଭିଡ୍‌ ନିୟମ ଉଲ୍ଲଂଘନ: ମାସ୍କ ନ ପିନ୍ଧିବାରୁ ୧୩ଜଣଙ୍କଠାରୁ ୨୬୦୦ ଫାଇନ ଆଦାୟ

ଜି. ଉଦୟଗିରି, ୧୪।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ପୋଲିସ ପକ୍ଷରୁ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଛି। ମଙ୍ଗଳବାର ୧୩ ଜଣ ବ୍ୟକ୍ତି ମାସ୍କ...

Advertisement


Archives

Model This Week