Advertisement

ମାଗଣା ଜମି ପଟ୍ଟା ବଣ୍ଟନ ଗୁଜବ, ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଭିଡ଼

ଭବାନୀପାଟଣା,୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ ମାଗଣା ଜମି ପଟ୍ଟା ପ୍ରଦାନ କରାଯାଉଛି। ଏହି ଖବର ଶୁଣି ଜିଲାର ବିଭିନ୍ନ ବ୍ଲକରୁ ସବୁଜ ପତ୍ରିକାଧାରୀ ମହିଳା ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏତେ ସଂଖ୍ୟକ ମହିଳାଙ୍କୁ ଦେଖି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଇନଜୀବୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ସମ୍ପର୍କରେ ଆଇନଜୀବୀ ପଚାରିବା ପରେ ମାଗଣା ଜମି ପଟ୍ଟା ବଣ୍ଟନ କରାଯାଉଛି ବୋଲି ମହିଳାମାନେ କହିଥିଲେ। ଏ ନେଇ କୌଣସି ସୂଚନା ନ ଥିବା ଆଇନଜୀବୀ କହିବା ସହ ଏହା ଏକ ଗୁଜବ ବୋଲି ମହିଳାମାନଙ୍କୁ ଜଣାଇଥିଲେ। । ଶେଷରେ କଳାହାଣ୍ଡି ଜିଲା ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା ଓ ନିମାଞ୍ଚଳ ନାଏକଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ସବୁଜ ପତ୍ରିକାଧାରୀମାନେ ଭେଟି ଲିଖିତ ଦାବିପତ୍ର ଦେଇଥିଲେ। ଭୂମିହୀନ ହିତାଧିକାରୀଙ୍କୁ ମାଗଣାରେ ୪ ଡିସିମିଲ ଘରଡିହ ପଟ୍ଟା ପ୍ରଦାନ ପାଇଁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ତାଲିକା: ପୁରୀ ଜିଲାରେ ୧୩ ଲକ୍ଷ ୯୧ ହଜାର ୧୬୪ଜଣ ଭୋଟର

ପୁରୀ ଅଫିସ,୬।୧: ପୁରୀ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ତଳୀରେ ସମସ୍ତ ଭୋଟରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଜିଲାରେ ମୋଟ ୧୩ ଲକ୍ଷ ୯୧ ହଜାର...

ଛାତ୍ରୀଙ୍କୁ ଦୁର୍ବ୍ୟବହାର, ଅଧ୍ୟାପକ ଅଟକ

ରାସଗୋବିନ୍ଦପୁର,୧୪ା୯(ଡି.ଏନ.ଏ) – ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜନୈକା ଆଦିବାସୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା...

ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼: ୬ ଅଟକ

ବରଗଡ଼ ଅଫିସ,୨୬ା୧୦: ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ବୁଧବାର ବରଗଡ଼ ଜିଲା ପାଇକମାଳ ଗସ୍ତରେ ଯାଇଥିବାବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼...

ପଦ୍ମେଶ୍ବର ଶୈବପୀଠରେ ଶୀତଳଷଷ୍ଠୀ ଉତ୍ସବ

କେନ୍ଦୁଝର,୨୭ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ବିଭିନ୍ନ ଶୈବ ପୀଠରେ ଶୀତଳ ଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶିବଙ୍କ ପୂଜା ଆରାଧନା କରିବା ସହ ଶିବ...

ମଦଦୋକାନରେ ଚଢ଼ାଉ

ପୁରୁଷୋତ୍ତମପୁର,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରର ବିଭିନ୍ନ ସ୍ଥାନରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଉପରେ ବୁଧବାର ରାତିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା...

ଜନ୍ତୁ ଶିକାର ଲାଗି ଫାଶ ବିଛାବେଳେ ଧରାପଡିଲେ ଶିକାରୀ

ଦେବଗଡ, ୭।୫(ଡି.ଏନ.ଏ.):ଦେବଗଡ଼ ଜିଲା ଲକ୍ଷ୍ମୀପୁର ବିଟ୍‌ ଅଧୀନ ବାବାଜୀ ମଠ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜଣେ ଶିକାରୀଙ୍କୁ ଧରିଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ...

ନେଳିଆବାଗରେ ଆବଦ୍ଧାଞ୍ଚଳ ଅବଧି ବଢ଼ିଲା

ବାଲେଶ୍ୱର ଅଫିସ, ୪ା୫-ବାଲେଶ୍ୱର ଜିଲାର ପ୍ରଥମ କରୋନା ସଂକ୍ରମିତ ନେଳିଆବାଗର ଜଣେ ୫୮ ବର୍ଷୀୟ ବୟସ୍କ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଗତ ଏପ୍ରିଲ...

କଅଁଲି ବଏସେ ପେଟ୍‌ପୁଷା ଚିନ୍‌ତା

ବିଜେପୁର, ୨୦।୩ (ଡି.ଏନ୍‌.ଏ.)- ଆଝିର୍‌ ଦୁନିଆଁଥି କିଛି ଅସମ୍ଭବ ନୁହେ। ବାହାଜାଂଗଲ ମାଜ୍‌ଲେ ପେଟ୍‌ କେଭେ ଅପୁଷା ନାଇଁ ରହେ। ହେଲେ ଏଛେନ୍‌ ବି ନିଜର୍‌...

Advertisement
Archives

Model This Week