ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ମୃତ

ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଡିମିରିଡିହା ଗ୍ରାମର ଜଣେ ବୃଦ୍ଧଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ଦୈତାରୀ ବେହେରା (୬୪)।
ସୂଚନା ଅନୁଯାୟୀ, ଦୈତାରୀ ନିଜ ଗାଁରୁ ପାଟଣା ବଜାରକୁ ବାଇକ୍‌ରେ ଯାଉଥିବା ବେଳେ ଗୁଳୁଦୀପଶି ଗାଁ ମୁଣ୍ଡରେ ଏକ ବରଗଛରେ ବସାବାନ୍ଧିଥିବା ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା ପାଇଁ ପୁରୀରୁ ବାହାରି ପାଟଣାରେ ପହଞ୍ଚିଲେ

ପାଟଣା,୨୬ା୧(ସ୍ବ.ପ୍ର.)- ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଓଡ଼ିଶାରୁ କନ୍ୟା ଭ୍ରୁଣ ହତ୍ୟା,ରକ୍ତଦାନ କରି ଜୀବନ ବଞ୍ଚାଇବା ଓ ଗାଡି ଚଳାଇବାବେଳେ ହେଲମେଟ୍‌ ବ୍ୟବହାର କରିବା ଏବଂ...

ଶ୍ରାବଣ ମାସ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ପ୍ରତ୍ୟୁଷରୁ ଖଡ଼ଗ ନଦୀ ନିକଟରେ କାଉଡ଼ିଆଙ୍କ ଭିଡ଼...

କେନ୍ଦ୍ର ସମତୁଲ ମହଙ୍ଗା ଭତ୍ତା ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୦ା୨ – ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସି ଅଫିସ ଆଗରେ ବୁଧବାର ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲା...

ଅସହାୟଙ୍କୁ ନିଜ ଖାଦ୍ୟ ଦେଲେ କନେଷ୍ଟବଳ

ବାଲିଗୁଡା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ ପରେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଘରେ ରହିଥିବାବେଳେ ପୋଲିସ କର୍ମଚାରୀ ସେମାନଙ୍କ...

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର: ପ୍ରଶାସନିକ ସହାୟତା ଯୋଗାଇ ଦେବାକୁ ଦାବି

ଭବାନୀପାଟଣା,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡ଼ା ଗ୍ରାମର ଜଣେ ବୃଦ୍ଧା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ସୁରେଫା ବାଗ(୬୦)...

ଘରୁ ଟଙ୍କା, ସୁନା ଲୁଟିନେଇ ବ୍ୟବସାୟୀଙ୍କୁ ହତ୍ୟା: ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ, ସାଇଣ୍ଟଫିକ୍‌ ଟିମ୍‌

ବ୍ରହ୍ମପୁର ଅଫିସ,୧୪।୬: ଗଞ୍ଜାମ ଜିଲା ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାଠାରେ ଥିବା ହେରିଟେଜ କ୍ଷୀର ଡିଲର ତଥା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ...

ଆମପାଣି ବୁଢ଼ାରଜା ମନ୍ଦିରକୁ ସନ୍ଧ୍ୟା ନଇଁଲେ ଆସୁଛି ଭାଲୁ

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲାର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ତଳେ ପୂଜା ପାଉଛନ୍ତି ଆଦିବାସୀ ଜନମାନସର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା।...

ଡକାୟତି ଉଦ୍ୟମ, ୪ ଗିରଫ

ବଳଙ୍ଗା,୧୩ା୯(ଡି.ଏନ.ଏ)- ବଳଙ୍ଗା ଥାନା ଅନ୍ତର୍ଗତ ଭାଣପୁର ପଞ୍ଚାୟତ ଅଧୀନସ୍ଥ ଶାଳଜଙ୍ଗ ପ୍ରଧାନସାହି ମଶାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିବାବେଳେ...

Advertisement


Archives

Model This Week

Why Dharitri