ମହାରାଷ୍ଟ୍ର ଶ୍ରମିକଙ୍କୁ ସହଯୋଗ

ହାଟଡିହୀ,୫।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ସ୍କୁଲ ନିକଟରେ ଥିବା ମହାରାଷ୍ଟ୍ର ରାଜ୍ୟ ସୋଲାପୁରର ୧୫ଜଣ ଶ୍ରମିକଙ୍କୁ ଫ୍ରେଣ୍ଡ ଫର ଫାଉଣ୍ଡେସନର ସଦସ୍ୟମାନେ ସହଯୋଗର ହାତ ବଢ଼େଇଛନ୍ତି। ଶ୍ରମିକଙ୍କ ନିକଟରେ ପହଞ୍ଚିି ଚାଉଳ,ଆଳୁ, ପିଆଜ, ଡାଲି, ତେଲ, ମୁଢ଼ି, ଚୁଡ଼ା ଆଦି ପନିପରିବା ପ୍ରଦାନ କରିଛନ୍ତି। ପ୍ରିତୀରଞ୍ଜନ ବେହେରା, ଦେବାଶିଷ ଖଣ୍ଡେଇ, ତ୍ରିନାଥ ବେହେରା, କିଶୋର ଚନ୍ଦ୍ର କୁଅଁର, ଆକାଶ କୁମାର ମୁଖୀ, ଦିବ୍ୟରଞ୍ଜନ ଜେନା, ଦୀପକ କୁମାର ମୁଖୀ,ବିପିନ ବିହାରୀ କୁଅଁର ପ୍ରମୁଖ ପରିବାରର ସଦସ୍ୟ ଶ୍ରମିକଙ୍କୁ ଭେଟି ସହାୟତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ବାଲେଶ୍ୱର

ବାଲେଶ୍ୱର ଅଫିସ, ୨୫।୧୨: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରର...

ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ...

ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ...

ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ: ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ମଙ୍ଗଳବାର ୪୯ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ମଙ୍ଗଳବାର...

ଜୁନିୟର କଲେଜ ଯୁକ୍ତ ୨ ପରୀକ୍ଷା ଫଳ; ବାଣିଜ୍ୟରେ ୯୨.୩୯%, କଳାରେ ୭୭.୭୭% ପାସ୍‌

ଢେଙ୍କାନାଳ ଅଫିସ, ୨୧।୬-ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ୨ ବାଣିଜ୍ୟ ଏବଂ କଳା ବିଭାଗ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରକାଶିତ ହୋଇଛି। ବାଣିଜ୍ୟରେ ଐଶ୍ୱର୍ଯ୍ୟା...

ଲକଡାଉନ ନିୟମ ଉଲ୍ଲଂଘନ,୧୨ବାଇକ ଜବତ କଲା ପୋଲିସ

ଜୁନାଗଡ଼,୫।୪(ଡି.ଏନ.ଏ.)- କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଭାରତରେ ଲକଡାଉନ ଜାରି ରହିଛି। ଏହାକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ପ୍ରଶାସନ...

ଦିଲ୍ଲୀରେ ମନ ଜିଣୁଛନ୍ତି ଶ୍ରୀମନ୍ତ, ନିବେଦିତା

ଖଇରା, ୩୦।୧୨(ଡି.ଏନ.ଏ.)-ଦିଲ୍ଲୀରେ ଓଡିଆ ଲୋକଙ୍କ ଯେକୌଣସି ସାଂସ୍କତିକ ହେଉ କି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ହେଉ ତାଙ୍କ କଣ୍ଠରୁ ଗୀତଟିଏ ନ ଶୁଣିବା ଯାଏ ଦର୍ଶକଙ୍କ ମନ...

ବରଗଡ଼-ବଲାଙ୍ଗୀର ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

ବରଗଡ଼ ଅଫିସ, ୧୦।୧୦- ବରଗଡ଼-ବଲାଙ୍ଗୀର ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

Advertisement
Archives

Model This Week